Odisha News

Crime

ବିଜେଡି ଛାଡ଼ିବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା କୁହାଯାଉଛି।

Parasan Pattsani
Rain
ପାଣିପାଗ
ତାତିରେ ଲାଗିବ ସାମାନ୍ୟ ବ୍ରେକ; ୨୧ରୁ ବର୍ଷା

ଟାଣ ଖରା ପାଇଁ ଆଜି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

  • Friday, 19 April 2024
Fruits
ବିତ୍ତ
ଓଡ଼ିଶାରେ ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ, ସହର ଅପେକ୍ଷା ଗାଁରେ ଦର ବେଶି

ମାର୍ଚ୍ଚ ମାସରେ ଅନ୍ୟ ଅଞ୍ଚଳ ତୁଳନାରେ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୭.୧% ରହିଥିଲା...

  • Friday, 19 April 2024
knife
ଅପରାଧ
ପାନ ଓ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅଭିଯୁକ୍ତ ରୁଦ୍ରକୁ  କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଥିଲେ।

  • Friday, 19 April 2024
puri
ବିବିଧ
ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ଆସନ୍ତା ଜୁୁଲାଇ ୭ ତାରିଖରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। 

  • Friday, 19 April 2024

National

ସ୍କୁଲରେ ଫେସିଆଲ୍ କରୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଦିଦି ଭିଡିଓ ଶୁଟ୍ କରିବାରୁ ହେଲା ତୁମୁଳକାଣ୍ଡ

ପ୍ରଥମେ ପିଲାଙ୍କୁ ପାଠ ନ ପଢାଇ ଫେସିଆଲ୍ କରୁଥିଲେ, ଆଉ ଯେଉଁ ଶିକ୍ଷୟିତ୍ରୀ ଏହାର ପ୍ରତିବାଦ କଲେ ତାଙ୍କୁ ବାଡେଇ ଲହୁ-ଲୁହାଣ କରିଥିବା ଅଭିଯୋଗ ହୋଇଛି।

Viral Image
Newly Bride
ଦେଶ
ବିବାହ ବେଦୀରୁ ବୁଥ୍‌ରେ ପହଞ୍ଚିଲେ ନବବଧୂ, କହିଲେ- ଆଗ ଭୋଟ ଦେବି, ପରେ ବିଦା ହେବି

ଗତ ରାତିରେ ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ସଂସାରରେ ପାଦ ଥାପିଛନ୍ତି ଦୀପା। ମାତ୍ର ନୂଆ ସଂସାର ସାଙ୍ଗକୁ ନୂଆ ସରକାର ଗଠନରେ ବି ନିଜ ଯୋଗଦାନକୁ ସେ ଭୁଲି ଯାଇ ନାହାନ୍ତି। ...

  • Friday, 19 April 2024
PM Modi
ରାଜନୀତି
'ପ୍ରତିଟି ସ୍ୱର ମୂଲ୍ୟବାନ...' ସମସ୍ତଙ୍କୁ ଭୋଟ୍ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ଯୁବକ ଏବଂ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରମାନେ ଅଧିକ ସଂଖ୍ୟାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ...

  • Friday, 19 April 2024
Self Protection
ଦେଶ
ସମ୍ପତ୍ତି ପାଇଁ ସମ୍ପର୍କରେ ଭଟ୍ଟା; ପ୍ରେମିକା ଆଖି, ପାଟିରେ ଲଙ୍କା ଗୁଣ୍ଡ ପଶାଇଲା ପ୍ରେମିକ

ସମ୍ପତ୍ତି ପାଇଁ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ । ଏପରିକି ଯାହାକୁ ଭଲ ପାଉଥିଲେ ତା’ ମାରି ଲହୁଲୁହାଣ କରିବା ସହ ଆଖିରେ, ପାଟିରେ ଲଙ୍କା ଗୁଣ୍ଡ ...

  • Friday, 19 April 2024
Dead Body
ଦେଶ
ନିର୍ବାଚନ ଡ୍ୟୁଟି କରୁଥିଲେ ସିଆରପିଏଫ ଯବାନ, ମିଳିଲା ମୃତଦେହ

ନିର୍ବାଚନ ଡ୍ୟୁଟିରେ ମୁତୟନ ଥିଲେ ସିଆରପିଏଫ ଯବାନ । ମାତ୍ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ବାଥରୁମ୍‌ରେ ଟଳି ପଡ଼ିଲେ ଯବାନଜଣକ।

  • Friday, 19 April 2024

Sports

ବୃଥା ଗଲା ଆଶୁତୋଷଙ୍କ ବିସ୍ଫୋରକ ବ୍ୟାଟିଂ, ୯ ରନରେ ଜିତିଲା ମୁମ୍ବାଇ

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହଙ୍କ ଲଢୁଆ ବ୍ୟାଟିଂ ମ୍ୟାଚରେ ଭରିଥିଲା ରୋମାଞ୍ଚ।

PBKS & MI Players
Rohit Sharma
କ୍ରିକେଟ୍
ଧୋନିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଏହି ରେକର୍ଡର ଅଧିକାରୀ ହେଲେ ରୋହିତ

ଧୋନି ଓ ରୋହିତ ଶର୍ମାଙ୍କ ପରେ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବା ତାଲିକାରେ ଦୀନେଶ କାର୍ତ୍ତିକ ରହିଛନ୍ତି।

  • Thursday, 18 April 2024
Richard Gleeson
କ୍ରିକେଟ୍
କନୱେ ଆଇପିଏଲରୁ ଆଉଟ, ଏହି ଖେଳାଳିଙ୍କୁ ଆଣିଲା ଚେନ୍ନାଇ

ଚେନ୍ନାଇ ଇଂଲଣ୍ଡର ଦ୍ରୁତ ବୋଲର ରିଚାର୍ଡ ଗ୍ଲୀସନଙ୍କୁ ନିଜ ସହ ସାମିଲ କରିଛି।

  • Thursday, 18 April 2024
Cricketer Surendra Bhave
କ୍ରିକେଟ୍
ପୁଣି ବଦଳିଲେ ଓସିଏ କୋଚ୍; ମୋଙ୍ଗିଆଙ୍କ ସ୍ଥାନ ନେଲେ ସୁରେନ୍ଦ୍ର ଭାବେ

ପୁଣି ବଦଳିଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍। ମାତ୍ର ଗୋଟିଏ ସିଜିନ ପରେ କୋଚ ପଦବୀ ଛାଡିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ...

  • Thursday, 18 April 2024
KKR & RR Players
କ୍ରିକେଟ୍
ନାରିନଙ୍କ ଶତକକୁ ଫିକା କରିଦେଲେ ବଟଲର, ୨ ୱିକେଟରେ ଜିତିଲା ରାଜସ୍ଥାନ

ଇମ୍ପାକ୍ଟ ପ୍ଲେୟର ଭାବେ ଦଳରେ ସାମିଲ ହୋଇଥିବା ଜୋସ୍ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ।

  • Wednesday, 17 April 2024

International

ଅଶାନ୍ତ ମଧ୍ୟପ୍ରାଚ୍ୟ; ପୁଣି ଇରାନ ଉପରେ ଇସ୍ରାଏଲର ମିସାଇଲ ମାଡ଼

ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା।

Israel Missiles Attack
Climate
ଦୁନିଆ
ନୂଆ ରିପୋର୍ଟ: ଜଳବାୟୁ ପରିବର୍ତ୍ତନ ଆପଣଙ୍କୁ ଗରିବ କରିଦେବ

ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ମଧ୍ୟ ଛୋଟ ଧରଣର ଆର୍ଥିକ ସଙ୍କଟକୁ ଏହା ରୋକି ପାରିବ ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

  • Thursday, 18 April 2024
Attack
ଦୁନିଆ
ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼; ୧୭ ମୃତ, ୬୦ ଗୁରୁତର

ୟୁକ୍ରେନର ଚେର୍ନିହିଭ୍‌ ସହରରେ ପୁଣି ଥରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।

  • Thursday, 18 April 2024
Twitter banned
ଦୁନିଆ
ଏଲନ୍‌ ମସ୍କଙ୍କୁ ଝଟ୍‌କା, ଏହି ଦେଶରେ ବ୍ୟାନ୍‌ ହେଲା 'X'

ସରକାର ଏହା ଉପରେ ଅସ୍ଥାୟୀ ଭାବେ ବ୍ୟାନ୍‌ ଲଗାଇଥିବା କୁହାଯାଉଛି।

  • Wednesday, 17 April 2024
Cars drive through a flooded street during a rain storm in Dubai.
ବିଜ୍ଞାନ ଓ ପରିବେଶ
ମରୁଭୂମି ଦେଶରେ ବର୍ଷାର ତାଣ୍ଡବ; ଘାତକ ହେଲା କି କୃତ୍ରିମ ବର୍ଷା?

ୟୁନାଇଟେଡ ଆରବ ଏମିରେଟସ୍‌( ୟୁଏଇ)ର ଏପରି ସାଂଘାତିକ ସ୍ଥିତି ପଛରେ ଆଂଶିକ ଭାବେ କୃତ୍ରିମ ବର୍ଷାର ଅବଦାନ ରହିଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

  • Wednesday, 17 April 2024

Lifestyle

ଏଥର ଗ୍ରୀଷ୍ମରେ ବିଦେଶଠୁ କଶ୍ମୀର ଭ୍ରମଣ ମହଙ୍ଗା ହୋଇପାରେ

ସିଙ୍ଗାପୁର, ଶ୍ରୀଲଙ୍କା କିମ୍ବା ଥାଇଲ୍ୟାଣ୍ଡ ଅପେକ୍ଷା କଶ୍ମୀରରେ ବୁଲିବା ମହଙ୍ଗା ହୋଇପାରେ।

Kashmir
Representative Image
ସ୍ୱାସ୍ଥ୍ୟ
କାହିଁକି ଚାପଗ୍ରସ୍ତ ଆମ ଯୁବପିଢି? ଜାଣନ୍ତୁ ସମାଧାନର ବାଟ

୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ। ତେବେ ଆମ ଯୁବପିଢିଙ୍କ ଚାପଗ୍ରସ୍ତର କାରଣ କଣ ହୋଇପାରେ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଏବଂ କିପରି ...

  • Monday, 15 April 2024
chatu posta bara
ଖାଦ୍ୟ
ଏପରି ପ୍ରସ୍ତୁତ କରନ୍ତୁ ଛତୁ ପୋସ୍ତ ବରା

ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ  ଥଣ୍ଡା ହେବା ପାଇଁ ଏକ ପାତ୍ରକୁ ...

  • Monday, 15 April 2024
Drink Water
ସ୍ୱାସ୍ଥ୍ୟ
ଫ୍ରିଜ ପାଣି ପିଇବା ଅଭ୍ୟାସରେ ପରିଣତ ହେଲାଣି କି? ହୋଇପାରେ ଘାତକ

ଅସହ୍ୟ ତାତିରେ ମଣିଷ କଲବଲ ହେଉଥିବା ବେଳେ ଘରେ ପଶିଗଲେ ସେଥିରୁ ମିଳିଥାଏ ମୁକ୍ତି। ଆଉ ଘରେ ଫ୍ରିଜ ଖୋଲି ଥଣ୍ଡା ପାଣି ପିଇ ଦେଲେ ମିଳିଥାଏ ପରମ ତୃପ୍ତି। ହେଲେ ଏହାର ପରିଣାମ ...

  • Sunday, 14 April 2024
Bela pana
ଖାଦ୍ୟ
ପଣା ସଂକ୍ରାନ୍ତିରେ ଘରେ ତିଆରି କରନ୍ତୁ ବେଲ ପଣା

ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ।

  • Saturday, 13 April 2024

Entertainment

ଷ୍ଟାର୍ ବି ଦେଲେ ଭୋଟ୍; ଲାଇନ୍‌ରେ ଛିଡ଼ା ହେଲେ, ନେତା ବାଛିଲେ

ତାମିଲନାଡ଼ୁର ବିଭିନ୍ନ ପୁଲିଂ ବୁଥରେ ଜମିଛି ଅଭିନେତାଙ୍କ ଭିଡ଼। ମୁଣ୍ଡ ଫଟା ଖରାରେ ଲାଇନ୍‌ରେ ଛିଡ଼ା ହୋଇ ନିଜ ନାଗରିକ ଧର୍ମ ପାଳନ କରୁଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ବହୁ ସୁପର ଷ୍ଟାର।

Caste Vote
Divyanka Tripathi
ମନୋରଞ୍ଜନ
ଦୁର୍ଘଟଣାର ଶିକାର ହେଲେ ଦିବ୍ୟାଙ୍କା, ଆଜି ଅସ୍ତ୍ରୋପଚାର

ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ଏହି ଦୁର୍ଘଟଣାରେ ଦିବ୍ୟାଙ୍କାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

  • Friday, 19 April 2024
Salman khan
ବଲିଉଡ୍
ଭାଇଜାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା; ହୋଇଥିଲା ୪ ଲକ୍ଷର ଡିଲ୍‌

ଏହି ଘଟଣାରେ ପୂର୍ବରୁ ଗୁଳି ମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।

  • Thursday, 18 April 2024
Malaika Arora
ବଲିଉଡ୍
ମଲାଇକା ଆରୋରାଙ୍କୁ ପୁଅ ପଚାରିଲେ... ତମେ କେବେ ବାହା ହେଉଛ?

ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ମାଆ-ପୁଅ ଖୁଲମଖୁଲା ବାର୍ତ୍ତାଳପ କରିଛନ୍ତି, ଯେଉଁଥିରେ ମଲାଇକା ତାଙ୍କ ପୁଅଙ୍କୁ ଭର୍ଜିନିଟି ବାବଦରେ ପ୍ରଶ୍ନ କରୁଛନ୍ତି...

  • Wednesday, 17 April 2024
Amitabh Bachchan
ବଲିଉଡ୍
ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି।

  • Wednesday, 17 April 2024

Videos

Latest Photos