Odisha News

Crime

ଆସିଲା ଅଭିଯୋଗ, ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

PM Modi and Rahul
Victim
ଅପରାଧ
ଗୁଗଲରେ ଚାକିରି ଖୋଜୁ ଖୋଜୁ ଆକାଉଣ୍ଟରୁ ୬୦ ହଜାର ଗାଏବ

ଗୁଗଲରେ ପାର୍ଟ ଟାଇମ୍‌ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍‌ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ ।

  • Thursday, 25 April 2024
Heat Wave
ପାଣିପାଗ
ଆଜି ବି ଭୁବନେଶ୍ୱର ସବୁଠୁ ତତଲା; ସାଢେ ୧୧ ସୁଦ୍ଧା ତାତି ୪୧.୧ ଡିଗ୍ରୀ ଛୁଇଁଲା

ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବି ସମାନ ଅବସ୍ଥା।

  • Thursday, 25 April 2024
Arrest
ଅପରାଧ
ପଞ୍ଚମ ପାସ୍‌ ମହା ଧୂର୍ତ୍ତ; ଚାକିରି ଲୋଭ ଦେଖାଇ ଠକି ସାରିଲେଣି ୨ କୋଟି

କାହାକୁ ଚାକିରିର ପ୍ରଲୋଭନ ତ କାହାକୁ ମଦ ବାର୍‌, ଗ୍ୟାସ୍‌ ଡିଲରସିପ୍‌, ଛତୁଆ ଏଜେନ୍ସି, ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି। ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ...

  • Thursday, 25 April 2024
suspend
ଅପରାଧ
ଦୁର୍ନୀତିରେ ମାତିଥିଲେ ପ୍ରଧାନଶିକ୍ଷକ, ନିଲମ୍ବିତ ହେଲେ

ପିଲାଙ୍କୁ ନୈତିକତା ଶିଖାଇବା ବଦଳରେ ନିଜେ ନୈତିକତା ଭୁଲିଗଲେ । ସବୁବେଳେ ଅନ୍ୟ ଅର୍ଥ ହଡ଼ପ କରିବାକୁ ଲାଗିଲେ। ଆଉ ଶେଷରେ ନିଲମ୍ବିତ ହେଲେ।

  • Thursday, 25 April 2024

National

ରେଲଓ୍ୱେ ଷ୍ଟେସନ ନିକଟ ହୋଟେଲରେ ଲାଗିଲା ନିଆଁ, ୬ ମୃତ

ସେହିପରି ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପିଏମ୍‌ସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

fire-broke-out-in-hotel
Beer
ଦେଶ
ନିର୍ବାଚନ ଋତୁ ସହ ପ୍ରବଳ ଖରା, ହୁହୁ ହୋଇ ବଢ଼ୁଛି ବିୟର ଚୋରା ଚାଲାଣ

କେବଳ ବିୟର ନୁହେଁ, ଦେଶୀ ମଦ ଜବତ କରାଯିବା ଘଟଣା ମଧ୍ୟ ବୃଦ୍ଧି ପାଇଛି। ପୁଲିସ୍‌ ୧,୨୩,୪୭୯ଟି ଦେଶୀ ମଦ ବୋତଲ ଜବତ କରିସାରିଲାଣି। ଗତବର୍ଷ ପୁଲିସ୍‌ ୧,୧୭,୯୯୮ଟି ଦେଶୀ ମଦ ବୋତଲ ଜବତ ...

  • Thursday, 25 April 2024
Horlicks
ଖାଦ୍ୟ
ହର୍ଲିକ୍ସ ଆଉ 'ହେଲଥ ଡ୍ରିଙ୍କ୍' ନୁହେଁ

ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...

  • Thursday, 25 April 2024
Akhilesh Yadav
ଦେଶ
କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ

ପୂର୍ବରୁ ଏହି ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଶେଷରେ ଏହି ଆସନରୁ ଖୋଦ୍‌ ଅଖିଳେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।

  • Thursday, 25 April 2024
PM Modi and Rahul
ଦେଶ
ଆସିଲା ଅଭିଯୋଗ, ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

  • Thursday, 25 April 2024

Sports

କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର

ଜୁନ୍ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ICC ପୁରୁଷ ଟି-୨୦ ବିଶ୍ୱକପ...

Usain Bolt
MS Dhoni
ଭାଇରାଲ୍
ରାଗିଗଲେ କ୍ୟାପଟେନ୍‌ କୁଲ୍‌, କ୍ୟାମେରା ମ୍ୟାନ୍‌ଙ୍କ ଉପରକୁ ଉଠାଇଲେ ବୋତଲ୍‌

ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମାହିଙ୍କ ଏଙ୍ଗ୍ରି ମୁଡ୍‌।

  • Wednesday, 24 April 2024
Rohit
କ୍ରିକେଟ୍
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ!

ଗତବର୍ଷ ଏସିଆ କପ ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯାଇ ନଥିଲା। ଏହାପରେ ଏସିଆନ କ୍ରିକେଟ କାଉନସିଲ ହାଇବ୍ରିଡ ମଡେଲ ଆପଣାଇଥିଲା।

  • Tuesday, 23 April 2024
Chamari Athapaththu
କ୍ରିକେଟ୍
ରେକର୍ଡ ବ୍ରେକିଂ ଇନିଂସ ପରେ ନମ୍ବର ୧ ସ୍ଥାନକୁ ଫେରିଲେ ଆଟାପଟୁ

ବାମହାତୀ ଆଟାପଟୁଙ୍କ ଏହା ୯ମ ଦିନିକିଆ ଶତକ। ମହିଳା ଦିନିକିଆରେ ଚେଜ ସମୟରେ କେବେ ହେଲେ ଏତେ ବଡ଼ ଇନିଂସ କେହି ଖେଳି ନଥିଲେ।

  • Tuesday, 23 April 2024
Yashasvi Jaiswal, Sandeep Sharma
କ୍ରିକେଟ୍
ଚମକିଲେ ସନ୍ଦିପ ଓ ଯଶସ୍ୱୀ; ମୁମ୍ବାଇକୁ ୯ ୱିକେଟରେ ହରାଇଲା ରାଜସ୍ଥାନ

ଆଇପିଏଲ ଇତିହାସରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ଯୁଜବେନ୍ଦ୍ର ଚହଲ..

  • Tuesday, 23 April 2024

International

ବରଫ ଝରଣାରେ ଫସି ଭାରତୀୟ ଡାକ୍ତରୀ ଛାତ୍ର ମୃତ

ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ଏମ୍‌ବିବିଏସ୍‌ ଛାତ୍ର ଥିଲେ। ରବିବାର ନିଜ ସାଙ୍ଗମାନଙ୍କ ସହ ମିଶି ସେ କିର୍ଗିଜସ୍ଥାନର ଏକ ଓ୍ୱାଟର୍‌ଫଲ୍‌ ତଥା ଝରଣା ଦେଖିବାକୁ ...

medical-student-die
Helicopter Crash Spot Image
ଦୁନିଆ
ମଝି ଆକାଶରେ ୨ ହେଲିକପ୍ଟର ଧକ୍କା; ୧୦ ମୃତ

ନୌସେନା ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା...

  • Tuesday, 23 April 2024
US police van
ଦୁର୍ଘଟଣା
ଦୁର୍ଘଟଣାରେ ଦୁଇ ଭାରତୀୟ ଛାତ୍ର ଆମେରିକାରେ ମୃତ

ଉଭୟଙ୍କ ବୟସ ୧୯ ବର୍ଷ ହେବ, ସେମାନଙ୍କ ଘର ତେଲାଙ୍ଗାନାରେ।

  • Tuesday, 23 April 2024
EarthQuack
ଦୁନିଆ
ତାଇୱାନକୁ ଦୋହଲାଇଲା ୮୦ଟି ଭୂକମ୍ପ ଝଟକା; ଭୁଶୁଡ଼ିଲା କୋଠା

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ...

  • Tuesday, 23 April 2024
Accident In US
ଦୁନିଆ
ଆମେରିକାରେ ଭୟଙ୍କର କାର୍‌ ଦୁର୍ଘଟଣା, ଦୁଇ ଭାରତୀୟ ଛାତ୍ର ମୃତ

ଉଭୟ ଆରିଜୋନା ଷ୍ଟେଟ୍‌ ୟୁନିର୍ଭସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଥିଲେ।

  • Monday, 22 April 2024

Lifestyle

ମଧୁମେହଠୁ ଓଜନ ନିୟନ୍ତ୍ରଣ କରେ ଅଳସୀ ମଞ୍ଜି

ଜାଣନ୍ତୁ କିପରି କରିବେ ବ୍ୟବହାର...

Flax Seeds
Horlicks
ଖାଦ୍ୟ
ହର୍ଲିକ୍ସ ଆଉ 'ହେଲଥ ଡ୍ରିଙ୍କ୍' ନୁହେଁ

ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...

  • Thursday, 25 April 2024
MDH & Everest
ଖାଦ୍ୟ
ସିଙ୍ଗାପୁର ପରେ ହଂକଂରେ ବ୍ୟାନ୍ ହେଲା ଭାରତୀୟ ମସଲା MDH ଓ Everest

ଏହି ଦୁଇ ଭାରତୀୟ ମସଲା ମିଶ୍ରଣରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ ଆଣିଛନ୍ତି ସିଙ୍ଗାପୁର ଏବଂ ହଂକଂ ଖାଦ୍ୟ ନିରାପତ୍ତା ସଂସ୍ଥା।

  • Monday, 22 April 2024
Raw Coconut Water
ଖାଦ୍ୟ
ଓଜନ ପରିଚାଳନାଠୁ ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖେ ପଇଡ ପାଣି

ପଇଡ ପାଣି ପିଇବା ଦ୍ୱାରା କେବଳ ଯେ ଜଳୀୟଅଂଶ ଅଭାବ ଦୂର ହୋଇଥାଏ ତାହା ନୁହେଁ, ଏଥିରେ ଆହୁରି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି...

  • Sunday, 21 April 2024
Representative Anxiety Pictures
ସ୍ୱାସ୍ଥ୍ୟ
ସାବଧାନ! ମେଟ୍ରୋ ସହର ବାସିନ୍ଦାଙ୍କ ଶରୀରରେ ଦେଖାଦେଉଛି ଏହି ଭିଟାମିନର ଅଭାବ

ବନ୍ଦ ବା ଏସି ଘରେ କାମ କରିବା ଅଭ୍ୟାସ କାରଣରୁ ଏହି ଭିଟାମିନର ଘୋର ଅଭାବ ଦେଖାଦେଉଛି...

  • Saturday, 20 April 2024

Entertainment

ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ

ମହାଦେବ ବେଟିଂ ଆପର ସହାୟକ ଆପକୁ ପ୍ରମୋସନ କରୁଥିବା ଅଭିଯୋଗରେ ସମନ ପଠାଯାଇଛି...

Tamannaah Bhatia
Radhika
ମନୋରଞ୍ଜନ
ଜୁଲାଇରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା, ସ୍ଥାନ-ଲଣ୍ଡନ

ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା।

  • Monday, 22 April 2024
Ranveer Singh
ବଲିଉଡ୍
ଡିପ୍‌ ଫେକ୍‌ ଭିଡିଓକୁ ବିରୋଧ, ଥାନାକୁ ଗଲେ ବଲିଉଡର ବାଜିରାଓ

ରଶ୍ମୀକା ମନ୍ଦନା, ଆମୀର ଖାନ୍‌, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଏବେ ବଲିଉଡର ବାଜିରାଓ ତଥା ଅଭିନେତା ରଣବୀର ସିଂହ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି।

  • Monday, 22 April 2024
Rakhi Sawant
ବଲିଉଡ୍
ରାଖୀ ସାଓ୍ୱନ୍ତଙ୍କୁ ଝଟ୍‌କା, ମିଳିଲାନି ଆଗୁଆ ଜାମିନ୍‌

ଅଶ୍ଳୀଳ ଭିଡିଓ ଲିକ୍‌ କରିବା ମାମଲାରେ ରାଖୀଙ୍କ ବିରୋଧରେ ପୂର୍ବତନ ସ୍ୱାମୀ ଆଦିଲ ଦୁରାନୀ ଏଫ୍‌ଆଇଆର୍‌ ରୁଜୁ କରିଥିଲେ।

  • Monday, 22 April 2024
Pankaj Tripathi brother in law accident
ବଲିଉଡ୍
ଦୁର୍ଘଟଣାରେ ଆଖି ବୁଜିଲେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣେଇ

ପଙ୍କଜ ତ୍ରିପାଠୀଙ୍କ ଭିଣେଇ ରାଜେଶ ତିଓ୍ୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

  • Sunday, 21 April 2024

Videos

Latest Photos

Trending