ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଲାଲବାହିନୀର ଗଡ଼ କୁହାଯାଉଥିବା ବସ୍ତର ଡିଭିଜନରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଟଳିଲେଣି ୭୯ ନକ୍ସଲ। ଗତ ୧୫ ଦିନ ଭିତରେ ୨ଟି ବଡ଼ ଅପରେସନରେ ମରିଛନ୍ତି ୪୨ ...
ପାଟ ପଟୁଆର ଗାଁ ଦାଣ୍ଡ ଅତିକ୍ରମ କଲା ବେଳେ ନେତାମାନେ ଦେଖିଲେ ଲୋକଙ୍କ ଅଭିନବ ପ୍ରତିବାଦର ଚିତ୍ର। ଗାଁର ମହିଳାମାନେ ଘର ଆଗରେ ଖାଲି କଳସୀ, ହଣ୍ଡି, ଡ୍ରମ, ବାଲ୍ତି ଆଦି ଓଲଟାଇ ରଖିଥିଲେ।
ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି।
ଛଣପୁର ଗାଁର ଗୀତାରାଣୀ ପତି ଓ ତାଙ୍କର ୧୧ ବର୍ଷର ପୁଅ ସୁଧାଂଶ ଶେଖର ପତି ସ୍କୁଟିରେ କୌଣସି କାମରେ ବଲେଶ୍ୱର ଟାଉନ୍ ଆସୁଥିଲେ। ମଧ୍ୟାହ୍ନରେ ୧୬ ନମ୍ୱର ଜାତୀୟ ରାଜପଥର ନୂଆଗାଁ ଛକଠାରେ ...
ନାତି ଆଶା କରିଥିବା ବେଳେ କୋଳକୁ ନାତୁଣୀ ଆସିବାରୁ ଜେଜେମା’ ସାଜିଲା ହତ୍ୟାକାରୀ। ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀର ତଣ୍ଟି ଚିପି ଦେଲା ଜେଜେମା’ ।
ପଞ୍ଜାବର ସଙ୍ଗ୍ରୁର ଜେଲ୍ ଭିତରେ କଏଦୀଙ୍କ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ଏଥିରେ ୨ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। ୮ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ...
କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
ଫେବୃଆରୀ ୧୫ ତାରିଖରେ ସୁପ୍ରିମକୋର୍ଟ ଗୋଟିଏ ଐତିହାସିକ ରାୟ ଦେବା ସହ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ।
ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି। ଏବେ ଲକ୍ଷ୍ନୌକୁ ମ୍ୟାଚ୍ ଜିତିବା ପାଇଁ ୧୭୭ ରନର ଟାର୍ଗେଟ ମିଳିଛି।
ବିସିସିଆଇ ପାଣ୍ଡ୍ୟାଙ୍କୁ ଭବିଷ୍ୟତରେ ଏମିତି ନ କରିବାକୁ ତାଗିଦ ମଧ୍ୟ କରିଛି।
ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହଙ୍କ ଲଢୁଆ ବ୍ୟାଟିଂ ମ୍ୟାଚରେ ଭରିଥିଲା ରୋମାଞ୍ଚ।
ଧୋନି ଓ ରୋହିତ ଶର୍ମାଙ୍କ ପରେ ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବା ତାଲିକାରେ ଦୀନେଶ କାର୍ତ୍ତିକ ରହିଛନ୍ତି।
ଚେନ୍ନାଇ ଇଂଲଣ୍ଡର ଦ୍ରୁତ ବୋଲର ରିଚାର୍ଡ ଗ୍ଲୀସନଙ୍କୁ ନିଜ ସହ ସାମିଲ କରିଛି।
୭୨ ବର୍ଷୀୟ ଡଚ୍ ନାଗରିକ ଜଣଙ୍କ ୨୦୨୨ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହେବାରୁ ଏହି ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ଅଧିକ ମାତ୍ରାରେ କୀଟନାଶକ ଏଥିଲିନ ଅକ୍ସାଇଡ ମିଳିବା ପରେ ମସଲା ପ୍ରତ୍ୟାହାର କରିବାକୁ ସିଙ୍ଗାପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା।
ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ମଧ୍ୟ ଛୋଟ ଧରଣର ଆର୍ଥିକ ସଙ୍କଟକୁ ଏହା ରୋକି ପାରିବ ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।
ୟୁକ୍ରେନର ଚେର୍ନିହିଭ୍ ସହରରେ ପୁଣି ଥରେ ମିଶାଇଲ ମାଡ଼ କରିଛି ଋଷ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।
ନୀଳ ରଙ୍ଗର ଘିଅ ଭାତ ପ୍ରସ୍ତୁତ ପ୍ରଣାଳୀ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି...
ଅଧିକ ମାତ୍ରାରେ କୀଟନାଶକ ଏଥିଲିନ ଅକ୍ସାଇଡ ମିଳିବା ପରେ ମସଲା ପ୍ରତ୍ୟାହାର କରିବାକୁ ସିଙ୍ଗାପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସିଙ୍ଗାପୁର, ଶ୍ରୀଲଙ୍କା କିମ୍ବା ଥାଇଲ୍ୟାଣ୍ଡ ଅପେକ୍ଷା କଶ୍ମୀରରେ ବୁଲିବା ମହଙ୍ଗା ହୋଇପାରେ।
୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ। ତେବେ ଆମ ଯୁବପିଢିଙ୍କ ଚାପଗ୍ରସ୍ତର କାରଣ କଣ ହୋଇପାରେ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଏବଂ କିପରି ...
ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ ଥଣ୍ଡା ହେବା ପାଇଁ ଏକ ପାତ୍ରକୁ ...
ତାମିଲନାଡ଼ୁର ବିଭିନ୍ନ ପୁଲିଂ ବୁଥରେ ଜମିଛି ଅଭିନେତାଙ୍କ ଭିଡ଼। ମୁଣ୍ଡ ଫଟା ଖରାରେ ଲାଇନ୍ରେ ଛିଡ଼ା ହୋଇ ନିଜ ନାଗରିକ ଧର୍ମ ପାଳନ କରୁଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ବହୁ ସୁପର ଷ୍ଟାର।
ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ଏହି ଦୁର୍ଘଟଣାରେ ଦିବ୍ୟାଙ୍କାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।
ଏହି ଘଟଣାରେ ପୂର୍ବରୁ ଗୁଳି ମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ବାନ୍ଧିଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।
ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ମାଆ-ପୁଅ ଖୁଲମଖୁଲା ବାର୍ତ୍ତାଳପ କରିଛନ୍ତି, ଯେଉଁଥିରେ ମଲାଇକା ତାଙ୍କ ପୁଅଙ୍କୁ ଭର୍ଜିନିଟି ବାବଦରେ ପ୍ରଶ୍ନ କରୁଛନ୍ତି...
ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି।