Odisha News

Crime

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ପ୍ରକାଶ ବେହେରା।

Prakash Behera
DeadBody
ଅପରାଧ
ଶ୍ଵଶୁରକୁ ଛୁରି ଭୁସି ହତ୍ୟା କଲା ଜ୍ୱାଇଁ

ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୁଲିସ ଗିରଫ କରିଛି।

  • Friday, 29 March 2024
Electric shock
ଦୁର୍ଘଟଣା
ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ; ଚାଲିଗଲା ଯୁବକଙ୍କ ଜୀବନ

କାମିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

  • Friday, 29 March 2024
Heat Wave
ପାଣିପାଗ
ତାତି ଉପରମୁହାଁ; ପାରଳାଖେମୁଣ୍ଡି ଉତ୍ତପ୍ତ ସହର

ଆଜି ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡ଼ିଗ୍ରୀ ରେକର୍ଡ କରାଯାଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

  • Thursday, 28 March 2024
Electricity meter
ବିବିଧ
ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌, କୋଟିଆରେ ଲଗାଇଲା ଡିଜିଟାଲ ମିଟର

୩୯ ଜଣ ହିତାଧିକାରୀଙ୍କ ଘରେ ଆନ୍ଧ୍ର ଡ଼ିଜିଟାଲ ମିଟର ଲଗାଯାଇଥିବା ଜଣାଯାଇଛି।

  • Friday, 29 March 2024

National

ଖାଇକୁ ଖସିଲା ଟ୍ୟାକ୍ସି; ୧୦ ମୃତ

ଗତକାଲି ବିଳମ୍ୱିତ ରାତିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ।

Accident Spot
Representative Image
ପର୍ବପର୍ବାଣୀ
ଗୁଡ୍ ଫ୍ରାଇଡେ': ଶେଷ ସମୟରେ କ'ଣ କହିଥିଲେ ଯୀଶୁ

ଅନେକ ଲୋକ ଗୁଡ୍ ଫ୍ରାଇଡେ'କୁ ଉତ୍ସବ ବୋଲି ଭାବନ୍ତି, କିନ୍ତୁ ବାସ୍ତବରେ ଏହା ହେଉଛି ଏକ ଶୋକ ଦିବସ। 

  • Friday, 29 March 2024
ansari
ଦେଶ
ଜେଲରେ ଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ

ଦୀର୍ଘ ଦିନ ହେଲା ଜେଲରେ ଥିବା ଅନସାରୀ ଆଜି ସନ୍ଧ୍ୟାରେ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ।

  • Thursday, 28 March 2024
Rameshwaram
ଦେଶ
ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ମାରାଥନ ରେଡ୍ ପରେ ଧରାପଡ଼ିଲା ମୁଖ୍ୟ ସନ୍ଦିଗ୍ଧ

ମାର୍ଚ୍ଚ ୧ରେ କା‍ଫେରେ ଆଇଇଡି ଦ୍ୱାରା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ।

  • Thursday, 28 March 2024
Nakul
ରାଜନୀତି
କମଳନାଥଙ୍କ ପୁଅ ୭୦୦ କୋଟିର ମାଲିକ

ଛିଣ୍ଡୱାରା ଲୋକସଭା ଆସନ ୧୯୫୨ରୁ କଂଗ୍ରେସର ଗଡ଼ ରହି ଆସିଛି। ଏଠାରୁ କମଲନାଇ ରେକର୍ଡ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

  • Thursday, 28 March 2024

Sports

କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍‌ସ

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ (DC) ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

RR
Hardik Pandya & Irfan Pathan
କ୍ରିକେଟ୍
'ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଅତି ସାଧାରଣ ଥିଲା, ମୁଁ ବୁଝିପାରୁନି...'

ହାଇଦ୍ରାବାଦର ବିପକ୍ଷରେ ମୁମ୍ବାଇର ପରାଜୟ ପରେ ଏପରି କହିଲେ ଇର୍ଫାନ ପଠାନ।

  • Thursday, 28 March 2024
SRH Team
  • Thursday, 28 March 2024
IPL
କ୍ରିକେଟ୍
ଆଇପିଏଲରେ ହାଇଦ୍ରାବାଦର ନୂଆ ରେକର୍ଡ, ମାରିଲା ୨୭୭ ରନ

ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି।

  • Wednesday, 27 March 2024
Asia Cup
କ୍ରିକେଟ୍
ମହିଳା ଏସିଆ କପ୍‌: ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମୁକାବିଲା

ଶ୍ରୀଲଙ୍କାରେ ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ।

  • Tuesday, 26 March 2024

International

ବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ଜଳିଗଲା ବସ୍‌: ୪୫ ମୃତ, ଜଣେ ଗୁରୁତର

କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Accident
Linkedin
ପ୍ରଯୁକ୍ତି
LinkedIn ଆଣିବାକୁ ଯାଉଛି ନୂଆ ଫିଚର୍ସ, ପ୍ଲାଟଫର୍ମରେ ଦେଖିପାରିବେ ରିଲ୍ସ

ଇନଷ୍ଟାଗ୍ରାମ ଓ ଫେସବୁକ୍ ପରି ରିଲ୍ସ ଭିଡିଓ ଫିଚର୍ ଆଣିବାକୁ ଯାଉଛି ଲିଙ୍କଡଇନ।

  • Friday, 29 March 2024
India, China Talk
ଦୁନିଆ
ସୀମାରେ ଶାନ୍ତି ସ୍ଥାପନ ପାଇଁ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା

ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।

  • Thursday, 28 March 2024
Bridge Collapse File Image
ଦୁନିଆ
ଆମେରିକାରେ ଜାହାଜ ଧକ୍କାରେ ପୋଲ ଭୁଶୁଡ଼ିବା ଘଟଣା: ମିଳିଲା ୨ ମୃତଦେହ

 ବୁଧବାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା।

  • Thursday, 28 March 2024
Pavan Davuluri To Head Microsoft Windows
ଦୁନିଆ
ଗୌରବ ଆଣିଲେ ଆଉ ଜଣେ ଭାରତୀୟ; Microsoft Windowsର ମୁଖ୍ୟ ହେଲେ ପବନ

ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲାଙ୍କ ଭଳି ଆଉ ଜଣେ ଭାରତୀୟ ମଧ୍ୟ ଏଭଳି ଏକ ବିଶ୍ୱସ୍ତରୀୟ କମ୍ପାନୀରେ ନେତୃତ୍ୱ ଗ୍ରହଣ କରିଛନ୍ତି।

  • Wednesday, 27 March 2024

Lifestyle

ଗରମ ଭାତ ସହ ଖାଆନ୍ତୁ ଇଲିସି ମାଛ ବେସର

ଇଲିସି ମାଛ ବେସରକୁ  ଆପଣ ଭାତ ଓ ରୁଟି ସହ ଖାଇପାରିବେ। 

Hilsah fish
Bael Juice
ସ୍ୱାସ୍ଥ୍ୟ
ପେଟ ପାଇଁ ଔଷଧଠୁ ଭଲ ବେଲ! ଜାଣନ୍ତୁ ରହିଛି କି କି ଉପକାରୀ ଗୁଣ

ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସମସ୍ୟାକୁ ଦୂର କରିପାରେ ବେଲ।

  • Thursday, 28 March 2024
khaja
ଖାଦ୍ୟ
ହୋଲିରେ ଘରେ ତିଆରି କରନ୍ତୁ ଖଜା

ଆଜି ହୋଲିରେ ଘରେ ତିଆରି କରନ୍ତୁ ଖଜା।

  • Tuesday, 26 March 2024
Representative Image
ସ୍ୱାସ୍ଥ୍ୟ
କାହିଁକି ହୁଏ ଯକ୍ଷ୍ମା? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ସଠିକ୍ ସମୟରେ ଚିକିତ୍ସା କରାନଗଲେ ସାଂଘାତିକ ହୋଇପାରେ ଯକ୍ଷ୍ମା।

  • Monday, 25 March 2024
Peda
ଖାଦ୍ୟ
ଦୋଳ ପୂର୍ଣ୍ଣିମାରେ ଘରେ ତିଆରି କରନ୍ତୁ କ୍ଷୀର ପେଡ଼ା

ଆଜି ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ।

  • Monday, 25 March 2024

Entertainment

'୩୦ ବର୍ଷ ପରେ ଲାଗିଲା ଜଗା ଡୋରି'

ପୁଣି ଜଗନ୍ନାଥଙ୍କ ଡାକରା ମିଳିବାରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି; ମିନାକ୍ଷୀ ଶେଷାଦ୍ରି

‘30 ବର୍ଷ ପରେ ଓଡ଼ିଶା ଆସିଛି’ | Odisha Reportervideo
Aditi and Sidharth
ମନୋରଞ୍ଜନ
ବାହା ହେଲେ ଅଦିତି ଓ ସିଦ୍ଧାର୍ଥ

ଅଦିତି ଓ ସିଦ୍ଧାର୍ଥ ପ୍ରାୟ ୩ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିଲେ।

  • Thursday, 28 March 2024
Munawar Faruqui
ମନୋରଞ୍ଜନ
ରାତି ଅଧରେ ହୁକ୍କା ବାର୍‌ରେ ରେଡ; ମୁନାୱାର ଫାରୁକି ଅଟକ

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ...

  • Wednesday, 27 March 2024
Ram Charan
ମନୋରଞ୍ଜନ
ସାଉଥ ସୁପରଷ୍ଟାର ରାମଚରଣ ଦେଲେ ବିଗ୍‌ ସରପ୍ରାଇଜ, କଲେ ଏମିତି ପୋଷ୍ଟ

ହୋଲିରେ ନିଜ ଫ୍ୟାନ୍ସଙ୍କୁ ବିଗ୍‌ ସରପ୍ରାଇଜ ଦେଇଛନ୍ତି ସାଉଥ ସୁପରଷ୍ଟାର ତଥା ଆର୍‌ଆର୍‌ଆର୍ ଫେମ୍‌ ରାମଚରଣ । ଏନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଇନଷ୍ଟଗ୍ରାମ୍‌ରେ ଦେଇଛନ୍ତି ସୂଚନା ।

  • Tuesday, 26 March 2024
Taapsee Pannu
ବଲିଉଡ୍
ବାହା ହେଲେ ତାପସୀ ପନ୍ନୁ

ମାର୍ଚ୍ଚ ୨୩ରେ ଉଦୟପୁରରେ ଉଭୟଙ୍କ ବିବାହ ଶେଷ ହୋଇଛି।

  • Monday, 25 March 2024

Videos

Latest Photos