Odisha News

Crime

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ

୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

Sukanta Nayak
Rahul Gandhi & Tejashwi Yadav
ରାଜନୀତି
ବିହାରରେ ଇଣ୍ଡି ମେଣ୍ଟର ଆସନ ଭାଗବଣ୍ଟା; ଆରଜେଡିକୁ ୨୬, କଂଗ୍ରେସ ପାଇଲା ୯

ବିହାରର ୪୦ ଲୋକସଭା ଆସନ ପାଇଁ ଆଜି ଇଣ୍ଡି ମେଣ୍ଟ ମଧ୍ୟରେ ଭାଗବଣ୍ଟା ହୋଇଛି।

  • Friday, 29 March 2024
Temperature
ପାଣିପାଗ
ଟାଣ ଖରା; ସାଢ଼େ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ପାରଦ

ଗତକାଲି ୫ଟି ସହର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଥିଲା। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟି ଥିଲା ସବୁଠୁ ଉତ୍ତପ୍ତ ସହର।

  • Friday, 29 March 2024
Prakash Behera
ରାଜନୀତି
କାହିଁକି ବିଜେପି ଛାଡ଼ିଲେ ପ୍ରକାଶ ବେହେରା? ପଢ଼ନ୍ତୁ କ’ଣ କହିଲେ

୨୦୧୪ରେ ପ୍ରକାଶ ବେହେରା କଂଗ୍ରେସ ଟିକେଟରେ ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ ଓ ସାଲେପୁରରୁ ଲଢ଼ିଥିଲେ।

  • Friday, 29 March 2024
Arrested
ଅପରାଧ
୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ

କୁରକୁରେ ଲୋଭ ଦେଖାଇ ଶିଶୁକନ୍ୟାକୁ ଜଙ୍ଗଲକୁ ନେଇଯାଇଥିଲା ଅଭିଯୁକ୍ତ।

  • Friday, 29 March 2024

National

ବିହାରରେ ଇଣ୍ଡି ମେଣ୍ଟର ଆସନ ଭାଗବଣ୍ଟା; ଆରଜେଡିକୁ ୨୬, କଂଗ୍ରେସ ପାଇଲା ୯

ବିହାରର ୪୦ ଲୋକସଭା ଆସନ ପାଇଁ ଆଜି ଇଣ୍ଡି ମେଣ୍ଟ ମଧ୍ୟରେ ଭାଗବଣ୍ଟା ହୋଇଛି।

Rahul Gandhi & Tejashwi Yadav
Note
ବ୍ୟବସାୟ
ଏପ୍ରିଲ ୧ରେ ଆରବିଆଇରେ ୨ ହଜାର ଟଙ୍କିଆ ନୋଟ୍ ଜମା ଅବା ବଦଳ କରିହେବ ନାହିଁ

୨୦୨୪ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆରବିଆଇକୁ ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ୍ ଫେରି ସାରିଛି।

  • Friday, 29 March 2024
PM Modi & Bill Gates
ଦେଶ
ବିଲ୍ ଗେଟ୍ସଙ୍କୁ ପ୍ରସ୍ତାବ ଦେଲେ ମୋଦି; AI କଣ୍ଟେଣ୍ଟରେ ୱାଟରମାର୍କ ରହିଲେ ଭଲ ହେବ

ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଆଲୋଚନା ସମୟରେ ଏଆଇର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

  • Friday, 29 March 2024
Arvind Kejriwal
ଦେଶ
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖିଲା ଜାତିସଂଘ

'ନିର୍ବାଚନ ସମୟରେ ସମସ୍ତଙ୍କ ରାଜନୈତିକ ତଥା ନାଗରିକ ଅଧିକାର ସୁରକ୍ଷା ଥିବ ବୋଲି ଭାବୁଛୁ।'

  • Friday, 29 March 2024
Mukhtar Ansari File Photo
ଦେଶ
ମୁକ୍ତାର ଅନସାରୀଙ୍କୁ ବିଷ ଦିଆଯାଇଥିବା ଅଭିଯୋଗ, ୟୁପିରେ ୧୪୪ ଲାଗୁ

ଜେଲରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ ପରେ ହାଇ ଆଲର୍ଟ ଜାରି କରିଛି ପୁଲିସ।

  • Friday, 29 March 2024

Sports

କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିଲା ରାଜସ୍ଥାନ ରୟାଲ୍‌ସ

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ (DC) ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

RR
Hardik Pandya & Irfan Pathan
କ୍ରିକେଟ୍
'ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଅତି ସାଧାରଣ ଥିଲା, ମୁଁ ବୁଝିପାରୁନି...'

ହାଇଦ୍ରାବାଦର ବିପକ୍ଷରେ ମୁମ୍ବାଇର ପରାଜୟ ପରେ ଏପରି କହିଲେ ଇର୍ଫାନ ପଠାନ।

  • Thursday, 28 March 2024
SRH Team
  • Thursday, 28 March 2024
IPL
କ୍ରିକେଟ୍
ଆଇପିଏଲରେ ହାଇଦ୍ରାବାଦର ନୂଆ ରେକର୍ଡ, ମାରିଲା ୨୭୭ ରନ

ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି।

  • Wednesday, 27 March 2024
Asia Cup
କ୍ରିକେଟ୍
ମହିଳା ଏସିଆ କପ୍‌: ଜୁଲାଇ ୨୧ରେ ଭାରତ-ପାକିସ୍ତାନ ମୁକାବିଲା

ଶ୍ରୀଲଙ୍କାରେ ଡମ୍ବୁଲାରେ ଖେଳାଯିବାକୁ ଥିବା ଏସିଆ କପରେ ପ୍ରଥମଥର ପାଇଁ ୮ଟି ଟିମ ଭାଗ ନେବେ।

  • Tuesday, 26 March 2024

International

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖିଲା ଜାତିସଂଘ

'ନିର୍ବାଚନ ସମୟରେ ସମସ୍ତଙ୍କ ରାଜନୈତିକ ତଥା ନାଗରିକ ଅଧିକାର ସୁରକ୍ଷା ଥିବ ବୋଲି ଭାବୁଛୁ।'

Arvind Kejriwal
Accident
ଦୁନିଆ
ବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ଜଳିଗଲା ବସ୍‌: ୪୫ ମୃତ, ଜଣେ ଗୁରୁତର

କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Friday, 29 March 2024
Linkedin
ପ୍ରଯୁକ୍ତି
LinkedIn ଆଣିବାକୁ ଯାଉଛି ନୂଆ ଫିଚର୍ସ, ପ୍ଲାଟଫର୍ମରେ ଦେଖିପାରିବେ ରିଲ୍ସ

ଇନଷ୍ଟାଗ୍ରାମ ଓ ଫେସବୁକ୍ ପରି ରିଲ୍ସ ଭିଡିଓ ଫିଚର୍ ଆଣିବାକୁ ଯାଉଛି ଲିଙ୍କଡଇନ।

  • Friday, 29 March 2024
India, China Talk
ଦୁନିଆ
ସୀମାରେ ଶାନ୍ତି ସ୍ଥାପନ ପାଇଁ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା

ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।

  • Thursday, 28 March 2024
Bridge Collapse File Image
ଦୁନିଆ
ଆମେରିକାରେ ଜାହାଜ ଧକ୍କାରେ ପୋଲ ଭୁଶୁଡ଼ିବା ଘଟଣା: ମିଳିଲା ୨ ମୃତଦେହ

 ବୁଧବାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା।

  • Thursday, 28 March 2024

Lifestyle

ଗରମ ଭାତ ସହ ଖାଆନ୍ତୁ ଇଲିସି ମାଛ ବେସର

ଇଲିସି ମାଛ ବେସରକୁ  ଆପଣ ଭାତ ଓ ରୁଟି ସହ ଖାଇପାରିବେ। 

Hilsah fish
Bael Juice
ସ୍ୱାସ୍ଥ୍ୟ
ପେଟ ପାଇଁ ଔଷଧଠୁ ଭଲ ବେଲ! ଜାଣନ୍ତୁ ରହିଛି କି କି ଉପକାରୀ ଗୁଣ

ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସମସ୍ୟାକୁ ଦୂର କରିପାରେ ବେଲ।

  • Thursday, 28 March 2024
khaja
ଖାଦ୍ୟ
ହୋଲିରେ ଘରେ ତିଆରି କରନ୍ତୁ ଖଜା

ଆଜି ହୋଲିରେ ଘରେ ତିଆରି କରନ୍ତୁ ଖଜା।

  • Tuesday, 26 March 2024
Representative Image
ସ୍ୱାସ୍ଥ୍ୟ
କାହିଁକି ହୁଏ ଯକ୍ଷ୍ମା? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ସଠିକ୍ ସମୟରେ ଚିକିତ୍ସା କରାନଗଲେ ସାଂଘାତିକ ହୋଇପାରେ ଯକ୍ଷ୍ମା।

  • Monday, 25 March 2024
Peda
ଖାଦ୍ୟ
ଦୋଳ ପୂର୍ଣ୍ଣିମାରେ ଘରେ ତିଆରି କରନ୍ତୁ କ୍ଷୀର ପେଡ଼ା

ଆଜି ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ।

  • Monday, 25 March 2024

Entertainment

'୩୦ ବର୍ଷ ପରେ ଲାଗିଲା ଜଗା ଡୋରି'

ପୁଣି ଜଗନ୍ନାଥଙ୍କ ଡାକରା ମିଳିବାରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି; ମିନାକ୍ଷୀ ଶେଷାଦ୍ରି

‘30 ବର୍ଷ ପରେ ଓଡ଼ିଶା ଆସିଛି’ | Odisha Reportervideo
Aditi and Sidharth
ମନୋରଞ୍ଜନ
ବାହା ହେଲେ ଅଦିତି ଓ ସିଦ୍ଧାର୍ଥ

ଅଦିତି ଓ ସିଦ୍ଧାର୍ଥ ପ୍ରାୟ ୩ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିଲେ।

  • Thursday, 28 March 2024
Munawar Faruqui
ମନୋରଞ୍ଜନ
ରାତି ଅଧରେ ହୁକ୍କା ବାର୍‌ରେ ରେଡ; ମୁନାୱାର ଫାରୁକି ଅଟକ

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ...

  • Wednesday, 27 March 2024
Ram Charan
ମନୋରଞ୍ଜନ
ସାଉଥ ସୁପରଷ୍ଟାର ରାମଚରଣ ଦେଲେ ବିଗ୍‌ ସରପ୍ରାଇଜ, କଲେ ଏମିତି ପୋଷ୍ଟ

ହୋଲିରେ ନିଜ ଫ୍ୟାନ୍ସଙ୍କୁ ବିଗ୍‌ ସରପ୍ରାଇଜ ଦେଇଛନ୍ତି ସାଉଥ ସୁପରଷ୍ଟାର ତଥା ଆର୍‌ଆର୍‌ଆର୍ ଫେମ୍‌ ରାମଚରଣ । ଏନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଇନଷ୍ଟଗ୍ରାମ୍‌ରେ ଦେଇଛନ୍ତି ସୂଚନା ।

  • Tuesday, 26 March 2024
Taapsee Pannu
ବଲିଉଡ୍
ବାହା ହେଲେ ତାପସୀ ପନ୍ନୁ

ମାର୍ଚ୍ଚ ୨୩ରେ ଉଦୟପୁରରେ ଉଭୟଙ୍କ ବିବାହ ଶେଷ ହୋଇଛି।

  • Monday, 25 March 2024

Videos

Latest Photos