ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା 370 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ମାଟି ତଳୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ତେବେ କେରଳର ୱାୟନାଡରେ ସେଦିନ ରାତିରେ କେମିତି ହେଲା ଭୂସ୍ଖଳନ। ଛାତିଥରା କଥା କହିଲେ ବଞ୍ଚିଯାଇଥିବା ଲୋକେ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଭୁଶୁଡ଼ି ପଡ଼ିଲା ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ, ଗୋଟିଏ ପରିବାରର ୭ ମୃତ
ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଆଜି ଭୋର ୩.୩୦ରେ ଘଟିଥିଲା।
Accident
୮ଟି ଷଣ୍ଢ ଉପରେ ମାଡ଼ିଗଲା ଆଇରନ ଟ୍ରକ୍
ଗତକାଲି ରାତିରେ ପାରାପୋଖରୀ ଛକ ନିକଟ ରାସ୍ତାରେ ଷଣ୍ଢମାନେ ଶୋଇଥିଲେ। ଏହି ସମୟରେ ଏକ ଆଇରନ ଟ୍ରକଟି ଦ୍ରୁତ ଗତିରେ ଆସି ଶଣ୍ଢମାନଙ୍କ ଉପରେ ମାଡ଼ି ଯାଇଥିଲା।
Accident
ସ୍କଲ୍ ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା; ୩ ଆହତ
ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଅଟୋ ଯୋଗେ ସ୍କୁଲ ଯାଉଥିଲେ।
Accident
ନଦୀରେ ବୁଡ଼ିଗଲେ ଦୁଇ ବନ୍ଧୁ: ଜଣେ ମୃତ, ଅନ୍ୟ ଜଣେ ନିଖୋଜ
ଦିପ୍ତୀ ତାଙ୍କ ସାଙ୍ଗ ଅଭିଷେକଙ୍କୁ ନେଇ ନାନପୁରରେ ଜଣେ ବନ୍ଧୁ ଘରକୁ ଆସିଥିଲେ।