ରବିବାର ରାତି ୯ଟାରେ ୯ ମିନିଟ୍ ସମୟ ମାଗିବା ପଛର କାରଣ କ’ଣ?

ଭୁବନେଶ୍ୱର: ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଦୀପ ଓ ମହମବତୀ ଜାଳି ଝରକା କିମ୍ବା ବାଲ୍‌କୋନୀ ପାଖରେ ଛିଡ଼ା ହୁଅନ୍ତୁ। ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ବି ଆପଣମାନେ ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍‌କୋନୀ ନିକଟରେ ଛିଡ଼ା ହୋଇପାରିବେ। ଏଭଳି ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। […]

covid corona light

covid corona light

Subhransu Sekhar
  • Published: Friday, 03 April 2020
  • Updated: 03 April 2020, 10:35 PM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଦୀପ ଓ ମହମବତୀ ଜାଳି ଝରକା କିମ୍ବା ବାଲ୍‌କୋନୀ ପାଖରେ ଛିଡ଼ା ହୁଅନ୍ତୁ। ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ବି ଆପଣମାନେ ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍‌କୋନୀ ନିକଟରେ ଛିଡ଼ା ହୋଇପାରିବେ। ଏଭଳି ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ୯ ମିନିଟ୍ କାହିଁକି ଦୀପ ଜାଳିବାକୁ ନେଇ କହିଲେ ପ୍ରଧାନମନ୍ତ୍ରୀ? କାରଣ ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି।

https://twitter.com/samjawed65/status/1245962552380710913

ଏହାରି ଭିତରେ ହ୍ୱାଟସଆପରେ ଭାଇରାଲ୍ ହୋଇଛି ନ୍ୟୁମେରୋଲିଜିଷ୍ଟଙ୍କ ଗଣିତ। ସେଥିରେ ଉଲ୍ଲେଖ ରହିଛି କାହିଁକି ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ ଜାଳିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଥମେ ମୋଦୀ ଏପ୍ରିଲ ୩ ତାରିଖ ସକାଳ ୯ଟାରେ ଭିଡିଓ ଜାରି କଲେ। ତାହା ୯ ମିନିଟର। ୫ ଏପ୍ରିଲ (ରବିବାର)କୁ ଯଦି ଦେଖିବା ୫ ତାରିଖ ଓ ଏପ୍ରିଲ (ଚତୁର୍ଥ ମାସ)। ମିଶାଇଲେ ୯। ସେହିପରି ରବିବାର ଦିନ ରାତି ୯ଟାରେ ୯ ମିନିଟ୍ ପାଇଁ ଦୀପ, ମହମବତୀ ଆଦି ଜାଳିବାକୁ କହିଲେ। ଅନ୍ୟପଟେ ଶୁକ୍ରବାର ଲକ୍‌ଡାଉନକୁ ୯ ଦିନ ପୂରଣ ହୋଇଛି।

ଏବେ ସମସ୍ତ ୯ ଅଙ୍କ ହେଉଛି ମଙ୍ଗଳ ଗ୍ରହକୁ ସୂଚାଇଥାଏ ଜ୍ୟୋତିଷ ବିଦ୍ୟା ଅନୁସାରେ। ନିଆଁ ଏବଂ ଆଲୋକ ହେଉଛି ମଙ୍ଗଳ ଗ୍ରହର ପ୍ରତୀକ। ତେଣୁ ମୋଦୀ ମଙ୍ଗଳ ଗ୍ରହର ଉପାସନା କରିବାକୁ ଯାଇ ଏଭଳି କରିଛନ୍ତି ବୋଲି ସୋଶାଲ ମିଡିଆରେ ଘୂରି ବୁଲୁଛି।

ସୂଚନାଯୋଗ୍ୟ, ଆପଣ ଦୀପ ଜାଳିଲେ ଆଲୋକର ମହାଶକ୍ତିକୁ ଅନୁଭବ କରିପାରିବେ। କରୋନା ଚେନ୍‌ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ। ଏହି ରାମବାଣ କରୋନାର ଲଢ଼େଇରେ ବଡ଼ ମହୌଷଧୀ ହେବ। ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ମିନିଟର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି। ତେବେ ତା’ସହିତ ଦୀପ, ମହମବତୀ ଧରି ଆଦୌ ରାସ୍ତାକୁ ନ ଆସିବାକୁ ତଥା ଭିଡ଼ ନ ଜମାଇବାକୁ ସେ ବିଶେଷ ଭାବେ ଦେଶବାସୀଙ୍କୁ ପ୍ରାର୍ଥନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story