ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।
ଏକ ବିଲ୍ ପାସ କରିବା ପାଇଁ ଅଶୋକ ଠିକାଦାରଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଠିକାଦର ଜଣଙ୍କ ଏନେଇ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଆଜି ସକାଳେ ଜେଇ ନିଜ ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଯାଇଥିଲେ।
Also Read
ଭିଜିଲାନ୍ସ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଅଶୋକଙ୍କ ଘର ସମେତ ପୈତୃକ ଘର, ଅଫିସରେ ଚଢ଼ାଉ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବେଲ୍ରେ ଆସି ପୀଡ଼ିତାଙ୍କୁ କାଟି ଖଣ୍ଡଖଣ୍ଡ କଲା ଦୁଷ୍କର୍ମ ଅଭିଯୁକ୍ତ
ପ୍ରାୟ ବର୍ଷେ ପରେ ହାଇକୋର୍ଟରୁ ଜାମିନ ପାଇଥିଲା କୁନୁ କିଷାନ୍। ଗତ ୪ ତାରିଖରେ ସେ ଜେଲରୁ ବାହାରିଥିଲା। ତେବେ ନାବାଳିକା ଦୁଷ୍କର୍ମ ମାମଲାରେ ପକ୍ସୋ ଆକ୍ଟ ଲାଗିଥିବାରୁ ଦଣ୍ଡିତ ହେବା ନିଶ୍ଚିତ ବୋଲି ସେ ଜାଣିଥିଲା।
Crime
ଦୁଇ ମାସ ହେଲା ଓଡ଼ିଶାରେ ସ୍ୱାମୀଙ୍କୁ ଖୋଜୁଛନ୍ତି ଗୁଜରାଟୀ ମହିଳା
ଅହମ୍ମଦାବାଦ ସ୍ଥିତ ନିଉ ରୁମିପର ହୀରାଲବେନ ହସମୁଖଲାଲ ମୋଦି ଏକ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ କାମ କରୁଥିଲେ ବନ୍ତ ଥାନା ମୋହଲା ନରସିଂହପୁର ଗାଁର ମନୋଜ ନାୟକ। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ।
Crime
ପ୍ରେମିକାଙ୍କ ସହ ରାସଲୀଳା କରୁଥିଲେ ପୁଲିସ୍ ବାବୁ; ଦେଖିନେଲେ ପତ୍ନୀ!
କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ।
Crime
ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ
ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ।
Crime
ମାରନି ବୋଲି ରଡି କରୁଥିଲା ପୁଅ; ବାପାକୁ ପଥରରେ ଛେଚି ଦେଲେ ଦୁର୍ବୃତ୍ତ
ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ।