କ୍ରାଇମବ୍ରାଞ୍ଚ ଫାଇଲ୍ କରିଥିବା ଚାର୍ଜସିଟ୍ରେ ଖୁସି ତ ବିଶାଳ ଦାସ ? ବିଶାଳ ଯେଉଁ ବୟାନ ଦେଇଥିଲେ ସେ ଆଧାରରେ ତଦନ୍ତ ହୋଇଛି ତ ? ବିଶାଳ ଦାସ କହିଥିଲେ, ' ମୋ ବାପାଙ୍କୁ ପ୍ରି ପ୍ଲାନ ମର୍ଡର କରାଯାଇଛି, କାରଣ ବ୍ରଜରାଜନଗରରେ ମୋ ବାପାଙ୍କର ବିରୋଧୀ ଥିଲେ' । ହେଲେ ଷଡ଼ଯନ୍ତ୍ର ଦିଗରେ ଚାର୍ଜସିଟରେ କୌଣସି କଥା ଉଲ୍ଲେଖ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବେଲ୍ରେ ଆସି ପୀଡ଼ିତାଙ୍କୁ କାଟି ଖଣ୍ଡଖଣ୍ଡ କଲା ଦୁଷ୍କର୍ମ ଅଭିଯୁକ୍ତ
ପ୍ରାୟ ବର୍ଷେ ପରେ ହାଇକୋର୍ଟରୁ ଜାମିନ ପାଇଥିଲା କୁନୁ କିଷାନ୍। ଗତ ୪ ତାରିଖରେ ସେ ଜେଲରୁ ବାହାରିଥିଲା। ତେବେ ନାବାଳିକା ଦୁଷ୍କର୍ମ ମାମଲାରେ ପକ୍ସୋ ଆକ୍ଟ ଲାଗିଥିବାରୁ ଦଣ୍ଡିତ ହେବା ନିଶ୍ଚିତ ବୋଲି ସେ ଜାଣିଥିଲା।
Crime
ଦୁଇ ମାସ ହେଲା ଓଡ଼ିଶାରେ ସ୍ୱାମୀଙ୍କୁ ଖୋଜୁଛନ୍ତି ଗୁଜରାଟୀ ମହିଳା
ଅହମ୍ମଦାବାଦ ସ୍ଥିତ ନିଉ ରୁମିପର ହୀରାଲବେନ ହସମୁଖଲାଲ ମୋଦି ଏକ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ କାମ କରୁଥିଲେ ବନ୍ତ ଥାନା ମୋହଲା ନରସିଂହପୁର ଗାଁର ମନୋଜ ନାୟକ। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ।
Crime
ପ୍ରେମିକାଙ୍କ ସହ ରାସଲୀଳା କରୁଥିଲେ ପୁଲିସ୍ ବାବୁ; ଦେଖିନେଲେ ପତ୍ନୀ!
କୋଟଗଡ଼ ଥାନା ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ ହେଉଛନ୍ତି କୁବେର ଦିଗାଳ। ସେ ବିବାହିତ। ତାଙ୍କର ପତ୍ନୀ ଓ ପିଲାପିଲି ରହିଛନ୍ତି। ପୂରା ପରିବାର ଗାଁରେ ରହୁଥିବା ବେଳେ ଥାନାବାବୁ କୋଟଗଡ଼ ଥାନା ବାରାକର ଉପର ମହଲାରେ ରହୁଥିଲେ।
Crime
ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ
ଢୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୁଡରେ ରାଜସ୍ୱ ମନ୍ତ୍ରୀ।
Crime
ମାରନି ବୋଲି ରଡି କରୁଥିଲା ପୁଅ; ବାପାକୁ ପଥରରେ ଛେଚି ଦେଲେ ଦୁର୍ବୃତ୍ତ
ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ।