ଓଡିଶା ଲୋକସେବା ଆୟୋଗ 2023 ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OPSC ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର 27ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ। ପାଞ୍ଚଟି ଜୋନ୍- ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ କରାଯିବ।
Also Read
ସମୟ: ସକାଳ 10ରୁ 12ଟା (ଜେନେରାଲ୍ ଷ୍ଟଡିଜ୍ ପେପର 1)
ସମୟ: ଦ୍ୱିପ୍ରହର 1:30ରୁ 3:30 (ଜେନେରାଲ୍ ଷ୍ଟଡିଜ୍ ପେପର 2)
OPSC ବିଜ୍ଞପ୍ତି ଅନୁସାରେ PwD ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ 40 ମିନିଟର ସମୟ ମିଳିବ। ଏହାର ଅର୍ଥ PwD ବର୍ଗର ପ୍ରାର୍ଥୀ (ସକାଳ 10ରୁ 12:40 ଏବଂ ଦିନ 1:30ରୁ 4:10 ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ।
ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ସହ କୌଣସି ପ୍ରମାଣପତ୍ର ଆଣିବାକୁ ପଡିବ। OPSC ୱେବସାଇଟରୁ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଅଗଷ୍ଟ ୩ରେ ନିଟ୍ ପିଜି, ସୁପ୍ରିମକୋର୍ଟ ଦେଲେ ଅନୁମତି
ଅଗଷ୍ଟ ୩ରେ ଦେଶବ୍ୟାପୀ ପରୀକ୍ଷା ପାଇଁ ଏନବିଇ ଆବେଦନ କରିଥିଲା। ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନେଇଛନ୍ତି।

Education
ଆମ ଶିକ୍ଷା ବ୍ୟବସ୍ଥା: ବାଲେଶ୍ଵରରେ ଅଧା ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ
ପ୍ରଧାନଶିକ୍ଷକ ନଥିବା ସ୍କୁଲଗୁଡ଼ିକର ପରିଚାଳନା ଭାର ନ୍ୟସ୍ତ ହୋଇଛି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଉପରେ। ଆଉ କିଛି ସ୍ଥାନରେ ଜଣେ ପ୍ରଧାନଶିକ୍ଷକଙ୍କୁ ଏକାଧିକ ସ୍କୁଲର ଦାୟିତ୍ୱ ଦିଆଯାଇଛି।

Education
ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ; ଜାଣନ୍ତୁ, କଳା, ବିଜ୍ଞାନ ଓ ବାଣିଜ୍ୟରେ କେତେ ପାସ୍ କଲେ; କେଉଁ ଜିଲ୍ଲାରେ ପାସ୍ ହାର ଅଧିକ, ଛାତ୍ର ଭଲ କଲେ ନା ଛାତ୍ରୀ
results.digilocker.gov.in ଓ results.odisha.gov.inରେ ରେଜଲ୍ଟ ଉପଲବ୍ଧ ହୋଇଛି। କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇନାହିଁ।

Education
ଆସନ୍ତାକାଲି +୨ ରେଜଲ୍ଟ , ଏପଟେ ବଢ଼ିଲା +୩ ନାମଲେଖା ଅବଧି
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ରେଜଲ୍ଟ ପରୀକ୍ଷା-୨୦୨୫ର ଫଳାଫଳ ଘୋଷଣାରେ ବିଳମ୍ବ ହେତୁ ଓଡ଼ିଶା ସରକାର ମଙ୍ଗଳବାର ଡିଗ୍ରୀ କଲେଜଗୁଡ଼ିକରେ +୩ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି।

Education
କାହିଁକି ବନ୍ଦ ହେବ ୧୭୯ ବର୍ଷ ପୁରୁଣା ଐତିହାସିକ ବିଶ୍ୱବିଦ୍ୟାଳୟ?
୧୭୯ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।