ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ୱେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।
କିପରି କରିବେ ଡାଉନଲୋଡ
ପ୍ରଥମେ OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍ କରନ୍ତୁ।
ସେଥିରେ ନିଜ ଇ-ମେଲ୍ ଆଡ୍ରେସ ଓ ପାସ୍ୱାର୍ଡ ଦିଅନ୍ତୁ ।
ଏହାପରେ ଲଗ୍ ଇନ୍ ବଟନ୍କୁ କ୍ଲିକ୍ କରନ୍ତୁ ।
ଏହାପରେ ‘OSSTET Result 2024’ ଉପରେ କ୍ଲିକ କରନ୍ତୁ
ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍ରେ ଦେଖାଯିବ ।
ଏହାକୁ ଆପଣ ଡାଉନଲୋଡ କରି ପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଓଡ଼ିଆ ଭୁଲି ବସିଲେଣି ଓଡ଼ିଶାର ପିଲା !
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜାମଦା ବ୍ଲକର କୁଦରସାହି ଗାଁରେ ଧୀରେ ଧୀରେ ଲୋପ ପାଇଯାଉଛି ଓଡ଼ିଆ ଭାଷା ।
Education
କାଲି ଆସିବେ ମୋଦି; ବିଏମ୍ସି ଅଧୀନ ବିଶ୍ୱବିଦ୍ୟାଳୟ ବି ଛୁଟି
ଆସନ୍ତାକାଲି ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ୍ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ନିମନ୍ତେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସୁଥିବାରୁ ଛୁଟି ରହିବ ୟୁନିଭର୍ସିଟି।
Education
‘ସୁଭଦ୍ରା’ ପାଇଁ ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍, କଲେଜ ଛୁଟି
ମଙ୍ଗଳବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍, ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ ।
Education
ଆଜି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ସ୍କୁଲ ସହ ଜିଲ୍ଲାରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
Education
ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।