ଠକେଇ ଅଭିଯୋଗରେ ଫସିଲେ ‘ଗ୍ୟାଙ୍ଗସ୍ ଅଫ୍ ବାସେପୁର’ ଅଭିନେତା ଜିଶାନ

ମୁମ୍ବାଇ: ଠକେଇ ଅଭିଯୋଗରେ ଫସିଲେ ଗ୍ୟାଙ୍ଗସ୍ ଅଫ୍ ବାସେପୁର ଫେମ୍ ଅଭିନେତା ଜିଶାନ୍ କାଦରୀ। ତାଙ୍କ ବିରୋଧରେ ରାଞ୍ଚି ହିନ୍ଦପିଢ଼ି ଥାନାରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ରାଞ୍ଚିରେ ଏକ ହୋଟେଲର ୨୯ ଲକ୍ଷ ଟଙ୍କା ବକେୟା ଦେଇନଥିବା ନେଇ ଜିଶାନଙ୍କ ନାଁରେ ଅଭିଯୋଗ ହୋଇଛି। ସେପଟେ ଅଭିନେତାଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପରି ନାହିଁ। ଏହା ପୂର୍ବରୁ ମଧ୍ୟ ଜିଶାନଙ୍କ ବିରୋଧରେ ଠକେଇ ଅଭିଯୋଗ ଆସି ସାରିଛି। ଖବର ଅନୁଯାୟୀ, ଶାଲିନୀ ଚୌଧୁରୀ ନାମକ ଜଣେ […]

zeishan-quadri

zeishan-quadri

Madhupriya Mistry
  • Published: Monday, 21 November 2022
  • Updated: 21 November 2022, 03:49 PM IST

Sports

Latest News

ମୁମ୍ବାଇ: ଠକେଇ ଅଭିଯୋଗରେ ଫସିଲେ ଗ୍ୟାଙ୍ଗସ୍ ଅଫ୍ ବାସେପୁର ଫେମ୍ ଅଭିନେତା ଜିଶାନ୍ କାଦରୀ। ତାଙ୍କ ବିରୋଧରେ ରାଞ୍ଚି ହିନ୍ଦପିଢ଼ି ଥାନାରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ରାଞ୍ଚିରେ ଏକ ହୋଟେଲର ୨୯ ଲକ୍ଷ ଟଙ୍କା ବକେୟା ଦେଇନଥିବା ନେଇ ଜିଶାନଙ୍କ ନାଁରେ ଅଭିଯୋଗ ହୋଇଛି। ସେପଟେ ଅଭିନେତାଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପରି ନାହିଁ।

ଏହା ପୂର୍ବରୁ ମଧ୍ୟ ଜିଶାନଙ୍କ ବିରୋଧରେ ଠକେଇ ଅଭିଯୋଗ ଆସି ସାରିଛି। ଖବର ଅନୁଯାୟୀ, ଶାଲିନୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ଅଭିନେତା ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଜିଶାନ କାଦରୀ ଉକ୍ତ ମହିଳାଙ୍କୁ ହତ୍ୟା କରିବାକୁ ଲଗାତର ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏହାପରେ ଜିଶାନ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ନିଜ ବିବୃତ୍ତିରେ କହିଥିଲେ, ଶାଲିନୀ ଓ ତାଙ୍କ ପୁଅ ମିଶି ଡ୍ରାମା କରୁଛନ୍ତି। ତାଙ୍କ ଛବିକୁ ନଷ୍ଟ କରିବା ପାଇଁ ଚେଷ୍ଟା ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ପବ୍ଲିସିଟିି ଷ୍ଟଣ୍ଟ ବୋଲି କହିଥିଲେ। ଏଥିସହ ତାଙ୍କ ବିରୋଧରେ ଆସିଥିବା ଏହି ମିଛ ଅଭିଯୋଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସରକାରଙ୍କୁ ନିବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଫିଲ୍ମ ଗ୍ୟାଙ୍ଗସ ଅଫ୍ ବାସେପୁରର ଷ୍ଟୋରୀକୁ ଜିଶାନ କାଦରୀ ହିଁ ଲେଖିଥିଲେ। ଏହି ଫିଲ୍ମରେ ଜିଶାନ ଡେଫିନେଟ୍ ଖାନ୍ ଭୂମିକାରେ ଅଭିନୟ କରିଥିଲେ। ଏଥିରୁ ହିଁ ତାଙ୍କୁ ବେଶ୍ ଲୋକପ୍ରିୟତା ମିଳିଥିଲା। ଫିଲ୍ମରେ ଜିଶାନଙ୍କ ସମେତ ମନୋଜ ବାଜପେୟୀ, ନବାଜୁଦ୍ଦିନ ସିଦ୍ଦିକି, ପଙ୍କଜ ତ୍ରିପାଠୀ, ରିଚା ଚଡ୍ଡା, ହୁମା କୁରେଶି ଓ ତିଗ୍‌ମାଂଶୁ ଧୁଲିଆ ପ୍ରମୁଖ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story