ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ନାଁରେ ଏତଲା ହୋଇଛି। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଏତଲା ଦେଇଛନ୍ତି। ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ। ହେଲେ ସେ ୧୫ ଦିନରୁ ଅଧିକ ସମୟ ହେଲା […]

daitari

daitari

Manoranjan Sial
  • Published: Wednesday, 06 July 2022
  • Updated: 06 July 2022, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ନାଁରେ ଏତଲା ହୋଇଛି। ପାର୍ବତୀ ଗଣନାଟ୍ୟଠୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରା ପାର୍ଟିରେ ଯୋଗ ଦେଉନଥିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାଜଧାନୀ ମିଡିଆ ହାଉସ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ହର ବାରିକ ଏତଲା ଦେଇଛନ୍ତି।

ଦୈତାରୀ ପଣ୍ଡାଙ୍କୁ ଚୁକ୍ତି ମୁତାବକ ୧୫ ଲକ୍ଷ ଟଙ୍କା ପାର୍ବତୀ ଗଣନାଟ୍ୟ ଦେଇଥିଲେ। ହେଲେ ସେ ୧୫ ଦିନରୁ ଅଧିକ ସମୟ ହେଲା ସମ୍ପୃକ୍ତ ପାଟିର ଆଖଡ଼ା ଘରେ ପହଞ୍ଚୁ ନାହାନ୍ତି। ସେଥିପାଇଁ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।

ହର ବାରିକ କହିଛନ୍ତି, ବର୍ଷିଆନ୍‌ ଅଭିନେତା ଦୈତାରୀ ପଣ୍ଡା ୨୦୨୨-୨୩ ବର୍ଷ ପାଇଁ ଚୁକ୍ତି କରିଥିଲେ। ଏପରିକି ତାଙ୍କ ଦରମାର ଅଧା ଟଙ୍କା ଆଡ୍‌ଭାନ୍ସ ଆକାରରେ ନେଇଥିଲେ। ବାକି ଟଙ୍କା ମାଗୁଥିଲେ। ମାତ୍ର ଯାତ୍ରା ପାର୍ଟି ମାଲିକ ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ଶ୍ରୀ ପଣ୍ଡା ପାର୍ଟିରେ ଯୋଉନାହାନ୍ତି। ସେଥିପାଇଁ ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ବୋଲି ଶ୍ରୀ ବାରିକ କହିଛନ୍ତି।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦୈତାରୀ ପଣ୍ଡା। ସେ କହିଛନ୍ତି, ସେ ଗୁଡ଼ାକ ସବୁ ମିଛ କଥା। ମୁଁ ସେମାନଙ୍କଠାରୁ ପଇସା କାହିଁକି ଆଣିବି? ଯଦି ପଇସା ଆଣିଥାଆନ୍ତି, ତାହାହେଲେ ଯେତେ କଷ୍ଟ ହେଲେ ମଧ୍ୟ ଯାଇଥାଆନ୍ତି। ସେମାନେ ପଇସା ଦେବା ପାଇଁ ଡାକୁଥିଲେ। ମାତ୍ର ମୁଁ ଗଲିନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story