ବିଗ୍‌ବସ୍‌ରେ ବିଗ୍ ଫାଇଟ୍‌, କ୍ୟାମେରା ଆଗରେ ଶିବଙ୍କ ଗଳା ଧରିିଲେ ଅର୍ଚ୍ଚନା

ମୁମ୍ବାଇ: ରୋମାଞ୍ଚକ ମୋଡରେ ପହଞ୍ଚିଛି ଲୋକପ୍ରିୟ ଟିଭି ରିଆଲିଟି ଶୋ’ ବିଗ୍‌ବସ୍‌-୧୬। ଘର ଭିତରେ ଜାରି ରହିଛି ହଙ୍ଗମା। ଏଠି ପ୍ରତିଯୋଗୀ ପରସ୍ପର ସହ ଝଗଡା ଲାଗିବା ନୂଆ କଥା ନୁହେଁ। କିନ୍ତୁ ଚଳିତ ସିଜନରେ ସୀମା ଟପିଛି ପ୍ରତିଯୋଗୀଙ୍କ ଫାଇଟ୍। ସାଉଥର ସନ୍ନି ଲିଓନି କୁହାଯାଉଥିବା ଅର୍ଚ୍ଚନା ଗୌତମ ଅନ୍ୟ ପ୍ରତିଯୋଗୀ ଶିବଙ୍କ ଉପରକୁ ଉଠାଇଛନ୍ତି ହାତ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଜାଣନ୍ତି ଯେ, ଅନେକ ଦିନ ହେବ […]

archana-gautam-shiv thakre

archana-gautam-shiv thakre

Madhupriya Mistry
  • Published: Thursday, 10 November 2022
  • Updated: 10 November 2022, 04:01 PM IST

Sports

Latest News

ମୁମ୍ବାଇ: ରୋମାଞ୍ଚକ ମୋଡରେ ପହଞ୍ଚିଛି ଲୋକପ୍ରିୟ ଟିଭି ରିଆଲିଟି ଶୋ’ ବିଗ୍‌ବସ୍‌-୧୬। ଘର ଭିତରେ ଜାରି ରହିଛି ହଙ୍ଗମା। ଏଠି ପ୍ରତିଯୋଗୀ ପରସ୍ପର ସହ ଝଗଡା ଲାଗିବା ନୂଆ କଥା ନୁହେଁ। କିନ୍ତୁ ଚଳିତ ସିଜନରେ ସୀମା ଟପିଛି ପ୍ରତିଯୋଗୀଙ୍କ ଫାଇଟ୍। ସାଉଥର ସନ୍ନି ଲିଓନି କୁହାଯାଉଥିବା ଅର୍ଚ୍ଚନା ଗୌତମ ଅନ୍ୟ ପ୍ରତିଯୋଗୀ ଶିବଙ୍କ ଉପରକୁ ଉଠାଇଛନ୍ତି ହାତ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

शिव ठाकरे-अर्चना गौतम

ସମସ୍ତେ ଜାଣନ୍ତି ଯେ, ଅନେକ ଦିନ ହେବ ଅର୍ଚ୍ଚନା ଗୌତମ ଓ ଶିବ ଠାକରେଙ୍କ ମଧ୍ୟରେ ଝଗଡା ଜାରି ରହିଛି। ବୁଧବାର ଦିନର ଏପିସୋଡରେ କ୍ୟାପଟେନ୍‌ସିପ୍ ଟାସ୍କ ବେଳେ ଦୁହେଁ ପୁଣି ମୁହାଁମୁହିଁ ହୋଇଥିଲେ। ଆଗାମୀ ଏପିସୋଡଗୁଡିକରେ, ଆପଣ ଏହି ଦୁଇ ଜଣଙ୍କ ମଧ୍ୟରେ ସବୁଠାରୁ ବଡ ଝଗଡା ଦେଖିବାକୁ ପାଇବେ। ଅର୍ଚ୍ଚନା ରାଗରେ ନିଜ ହିତାହିତ ଜ୍ଞାନ ହରାଇ ବସିଛନ୍ତି। ଏପରିକି ଅର୍ଚ୍ଚନା ଶିବ ଠାକରେଙ୍କ ଗଳା ଧରି ତାଙ୍କୁ ଧକ୍କା ମଧ୍ୟ ମାରିଛନ୍ତି। ଏହାପରେ ଅନ୍ୟ ପ୍ରତିଯୋଗୀମାନେ ଅର୍ଚ୍ଚନାଙ୍କୁ ବିଗ୍‌ବସ୍ ହାଉସରୁ ବାହାର କରିବା ପାଇଁ ଦାବି କରିଛନ୍ତି। ବିଗ୍‌ ବସ୍‌ର ମେକର୍‌ମାନେ ମଧ୍ୟ ଅଧରାତିରେ ଅର୍ଚ୍ଚନାଙ୍କୁ ଶୋ’ରୁ ଆଉଟ୍ କରିଛନ୍ତି। ତାଙ୍କୁ ରାତି ୩ଟାରେ ବିଗ୍‌ବସ୍ ହାଉସ୍ ଛାଡିବାକୁ ପଡିଛି। ଏହାପରେ ସେ ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସିଛନ୍ତି। ଏହି ପୂରା ଘଟଣାର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଅର୍ଚ୍ଚନା ଶିବଙ୍କ ବିରୋଧରେ ଖରାପ କମେଣ୍ଟ କରୁଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କଥା ଏତେ ବଢ଼ି ଯାଇଥିଲା ଯେ, ଅର୍ଚ୍ଚନା ରାଗି ଯାଇ ଶିବଙ୍କ ଗଳା ଧରି ନେଇଥିଲେ ଓ ପରେ ତାଙ୍କୁ ଧକ୍କା ମାରିଥିଲେ। ଅର୍ଚ୍ଚନା ଶିବଙ୍କ ଗଳା ଚିପିବାକୁ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି। ଏହାପରେ ବିଗ୍‌ବସ୍‌ର ମେକର୍ସମାନେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶୋ’ର ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଅର୍ଚ୍ଚନାଙ୍କୁ ଘରୁ ବାହାର କରିଦେଇଛନ୍ତି।

ବିଗ୍‌ବସ୍‌-୧୬ ଦିନକୁ ଦିନ ବେଶ୍ ରୋମାଞ୍ଚକର ହେବାରେ ଲାଗିଛି। ଦେଢ଼ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ଶୋ’ ଏବେ ଟିଆର୍‌ପି ରେଟିଂରେ ଆଗରେ ରହିଛି। ଏହି ଶୋ’ର ୧୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣ ଏଲିମିନେଟେଡ୍ ହୋଇଯାଇଥିଲେ। ଏବେ ଅର୍ଚ୍ଚନା ଘରୁ ଆଉଟ୍ ହେବା ପରେ ଆଉ ୧୩ ଜଣ ପ୍ରତିଯୋଗୀ ଅଛନ୍ତି। ତେବେ ଏଥର ବିଗ୍‌ବସ୍ ଟାଇଟଲ୍ କିଏ ହାତେଇବ ତାକୁ ନେଇ ଏମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା।

View this post on Instagram

A post shared by BiggBoss15 (@mrkhabriix)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story