ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି କରୁଛନ୍ତି କାଉଡିଆ। ଓମ୍ ନମଃ ଶିବାୟ ଧ୍ବନିରେ କମ୍ପୁଛି ମନ୍ଦିର ପରିସର। ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଠାରେ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି। ଏଠାରେ ଭଗବାନଙ୍କୁ ସ୍ପର୍ଶ କରି ସାନିଧ୍ୟ ଲାଭ କରିବାର ସୁଯୋଗ ମିଳିଥାଏ। ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରିବାର ସୁଯୋଗ ଥିବାରୁ ବିଶ୍ୱାସ ଅଛି ପାଞ୍ଚଟି ଶୈବପୀଠରେ ପୂଜା କଲେ ଯେଉଁ ପୂଣ୍ୟ ମିଳିଥାଏ ପଞ୍ଚଲିଙ୍ଗେଶ୍ୱରରେ ସମାନ ପୂଣ୍ୟ ମିଳିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା
ଚଳିତ ବର୍ଷ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ବନ୍ଦରର ବିଭିନ୍ନ ବିଭାଗ, ଧୁମଧାମର ସହ ବିଶ୍ୱକର୍ମା ପୂଜାର ଆୟୋଜନ କରିଛନ୍ତି।
Events & Festivals
ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ
ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି।
Events & Festivals
ଓଜୋନ ଦିବସ: ପୃଥିବୀର ଢାଲ ଓଜୋନ ସ୍ତର, ତା'ର ସୁରକ୍ଷା ଆମ ଦାୟିତ୍ୱ
ଓଜୋନ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ...
Events & Festivals
କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ, ଜାଣନ୍ତୁ ଇତିହାସ
ଯେଉଁ ରାଷ୍ଟ୍ର ଲୋକତନ୍ତ୍ରର ବିଚାରଧାରାରେ ପରିଚାଳିତ, ସେ ରାଷ୍ଟ୍ରର ଜନତା ସେତେ ସୁରକ୍ଷିତ।
Events & Festivals
ଓମାନରେ ପାଳନ ହେଲା ନୂଆଁଖାଇ
ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ।