କୁନି ପୁଅ ପ୍ରତ୍ୟୁଷର ଅଙ୍ଗଦାନ ଦେଲା ୨ ନୂଆ ଜୀବନ

ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପୁଅର ହାର୍ଟ ଓ ଲିଭର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ପ୍ରତ୍ୟୁଷର ବାପା ମାଆ।

Manoj Swain
  • Published: Monday, 27 May 2024
  • Updated: 27 May 2024, 05:03 PM IST

ମାତ୍ର ୨୧ ମାସର ଶିଶୁପୁତ୍ର। ମୃତ୍ୟୁ ପରେ ବି ଅମର ହୋଇଯାଇଛି କୁନି ପୁଅ ପ୍ରତ୍ୟୁଷ। ଆଉ ଦେଇଗଲା ୨ ନୂଆ ଜୀବନ। ସାନ ହୋଇ ବି ତାର ମହତ ଦାନକୁ କେବେ ଭୁଲି ହେବନି। ଜନ୍ମ ହେବା ପରେ ଦୀର୍ଘ ଦିନ ଧରି ମେଡିକାଲରେ ଶଯ୍ୟାଶାୟୀ ଥିଲା ପ୍ରତ୍ୟୁଷ। ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପୁଅର ହାର୍ଟ ଓ ଲିଭର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ପ୍ରତ୍ୟୁଷର ବାପା ମାଆ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos