ଗାଁକୁ ଫେରିଲେ ପୁଲୱାମା ଯୋଦ୍ଧା, ସମସ୍ତଙ୍କ ମନରେ ଖୁସି ଆଉ ଉତ୍ସାହ। ଦୀର୍ଘ ୨୪ ବର୍ଷଧରି ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଲେ ବୀର ଯବାନ। ଆଉ ତାଙ୍କୁ ପାଛୋଟି ନେବା ପାଇଁ ଛୋଟଠୁ ବଡ଼ ସମସ୍ତେ ଏକାଠି ହୋଇଛନ୍ତି । ପାରମ୍ପରିକ ବାଦ୍ୟ ଆଉ ବାଣରେ କମ୍ପି ଉଠୁଛି ପୂରା ଅଞ୍ଚଳ। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଦିନ ମଜୁରିଆଙ୍କ ପୁଅ ବନିବେ ଡାକ୍ତର, ହେଲେ ଅର୍ଥ ସାଜିଛି ବାଧକ
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
Human Intrest
ମାଟିରୁ ତିଆରି ହେଉଛି ବୋତଲ
ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା । ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି ।
Human Intrest
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚର୍ଚ୍ଚାରେ ଡାକ୍ତର ବାବୁ !
ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ର କଳାକାର ପ୍ରଧାନଙ୍କୁ ନେଇ ଏବେ ଚର୍ଚ୍ଚା...
Human Intrest
ସଂଯୁକ୍ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
ସଂଯୁକ୍ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Human Intrest
ଡାକ୍ତର ହେବେ ଆଦିବାସୀ ଛାତ୍ର
କନ୍ଧମାଳ ଜିଲ୍ଲା ଦାସିଙ୍ଗବାଡି ପଞ୍ଚାୟତର ତାଡିମାହା ଗାଁର ଆଦିବାସୀ ଛାତ୍ର ସନାତନ ପ୍ରଧାନ ଡାକ୍ତରୀ ପାଠ ପଢିବେ ।