ଚାଷୀ ଚାଷ କଲେ ପେଟରେ ଦାନା ଗଣ୍ଡେ ପଡ଼ିବ, ଚାଷୀ ଭାଇଙ୍କୁ ହଇରାଣ କଲେ ଓଡ଼ିଶା ଭୋକିଲା ରହିବ । କୃଷି ବିଭାଗ ଓ ସାର ଡିଲରଙ୍କ ଭିତରେ ଚାଲିଛି କି ମଧୁ ଚନ୍ଦ୍ରିକା ? ଚଢ଼ା ଦରରେ ସାର ବିକ୍ରି କଲେ କିଏ ହେଉଛନ୍ତି ଲାଭବାନ ? ହେଲେ ସାର ମିଳୁନଥିବାରୁ ବରଗଡ଼ ଜିଲ୍ଲା ଚାଷୀଙ୍କ ଟେନସନ୍ ବଢ଼ିଛି। ଯେଉଁ ସାର ବିକ୍ରେତାଙ୍କ ପାଖରେ ରହିଛି ସେମାନେ ଚାଷୀଙ୍କୁ ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗାଡ଼କଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ପରସାଗଲା କ୍ଷୀରି
ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷିରୀ ଖାଇଛନ୍ତି ମୋଦି।
Miscellaneous
ଫୁଲୁଛି ସୁବର୍ଣ୍ଣରେଖା; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି।
Miscellaneous
ଆସନ୍ତାକାଲି ସବୁ ବ୍ଲକରେ ସୁଭଦ୍ରା ସଭା: ଖର୍ଚ୍ଚ ପାଇଁ ଦେଲେ ୫ଲକ୍ଷ ଟଙ୍କା
ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି ।
Miscellaneous
ଯାହାଙ୍କ ଆକାଉଣ୍ଟକୁ ଟଙ୍କାଟେ ଯାଇନି, ସୁଭଦ୍ରା ଟଙ୍କା ପାଇବେ ତ ?
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି।
Miscellaneous
ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ; ଆସନ୍ତାକାଲି ଯିବ ପ୍ରଥମ କିସ୍ତି, ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ।