ବାଂଲାଦେଶର ଘଟଣା ପରେ ବଢିଗଲାଣି ଚିନ୍ତା। ତଟ ସୁରକ୍ଷା ପାଇଁ ବୋର୍ଟ ନାହିଁ କି ଅତ୍ୟାଧୁନି ଅସ୍ତ୍ରଶସ୍ତ୍ର ନାହିଁ । ସାମୁଦ୍ରିକ ଥାନାରେ ବି ଆଶ୍ୟକୀୟ ସୁରକ୍ଷୀ କର୍ମୀ ନାହାଁନ୍ତି । ଓଡ଼ିଶା ଆସିବା ପାଇଁ ଗଳାବାଟ ଖୋଜୁଛନ୍ତି ବାଂଲାଦେଶୀ, ଯଦି ଢ଼ିଲା ହେଲା ସୁରକ୍ଷା ବ୍ୟବସ୍ଥା ତେବେ କଥା ସରିଲା । ଇଏ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମା। ଯେଉଁଠି ଜଳପଥ ଦେଇ ସହଜରେ ପ୍ରବେଶ କରିପାରିବେ ବାଂଲାଦେଶୀ। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୪ ଜିଲ୍ଲାର ୩୩ ବ୍ଲକରେ ବନ୍ୟା : ୨୬୪ ଗାଁ ଜଳବନ୍ଦୀ, ୪୦ହଜାର ଲୋକ ପ୍ରଭାବିତ
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
Miscellaneous
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ
କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମ୍ ଅନୁଧ୍ୟାନ କରିଛି। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସ୍ଆଇର ୬ ଜଣିଆ ଟିମ ସୂର୍ଯ୍ୟମନ୍ଦିର ପରିସରରେ ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲି କଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଛି ଟିମ୍।
Miscellaneous
ଗୁରୁଚରଣ ଦାସ ୱାଟକୋ ପରିଚାଳନା ନିର୍ଦ୍ଦେଶକ
ଗୁରୁଚରଣ ଦାସଙ୍କୁ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।
Miscellaneous
ପୁଲିସ ଡିଜି ପଦବୀରେ ସର୍ବନିମ୍ନ ୨ବର୍ଷ କାର୍ଯ୍ୟ କରିବେ ଖୁରାନିଆ, ବିଜ୍ଞପ୍ତି ଜାରି
ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ ।
Miscellaneous
ଏତେ ଭିଡ଼ କାହିଁକି? ଭାବନ୍ତୁ
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା। ଗତରାତି ସୁଦ୍ଧା ୯୭ ହଜାର ହଜାର ହିତାଧିକାରୀଙ୍କ ଆପ୍ଲିକେସନ ପେଣ୍ଡିଂ ଥିଲା।