ନାଗ ଗିଳି ଦେଲା କଫ ସିରପ ବୋତଲ। ଫଳରେ ସାପ ଏହାକୁ ବାହାର କରିବାରେ ଅସୁବିଧା ସମ୍ମୁଖିନ ହୋଇଥିଲା। ସାପର ପାଟି ତଳକୁ ବୋତଲଟି ଲାଖିଯାଇଥିଲା। ଅନେକ ସମୟ ଧରି ସାପ ଏକ ପ୍ରକାର ଅସହଜ ହୋଇପଡିଥିଲା। ଆଉ କିଛି ସମୟ ଯାଇଥିଲେ ସାପର ଜୀବନ ମଧ୍ୟ ଯାଇଥାନ୍ତା। କିନ୍ତୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପ ପାଟିରୁ ବୋଟଲ ବାହାରି ତାକୁ ଉଦ୍ଧାର କରିଛନ୍ତି। ଭୁବନେଶ୍ବରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ନାଗ ଗିଳି ଦେଲା କଫ ସିରପ ବୋତଲ । ସାପ ପାଟିରୁ ବୋଟଲ ବାହାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । #Odisha #CoughSyrup #Snake pic.twitter.com/cDx6Vyy6bi
— Odisha Reporter (@OdishaReporter) July 3, 2024Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
କଠୋର ହେଲେ ମୋହନ ସରକାର : କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି, ଏଆଇ କ୍ୟାମେରା ରଖିବ ନଜର
ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ଦାୟିତ୍ୱ: ଭିନିଲଙ୍କୁ ବଲାଙ୍ଗୀର ଓ ଭିଭି ଯାଦବଙ୍କୁ ଢେଙ୍କାନାଳ
ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

Miscellaneous
ପୁଲିସ ବିଭାଗରେ ବ୍ୟାପକ ଅନିୟମିତତା: ଚୁକ୍ତି ଅବଧି ସରିବା ପରେ ବି ଅନୁକମ୍ପା, ସାମଗ୍ରୀ କିଣାବିକାରେ ରହୁନି ପାରଦର୍ଶିତା
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିଲେ ମଧ୍ୟ ରାଜ୍ୟ ପୁଲିସ ବିଭାଗ ପାଇଁ ଏସବୁ ଯେଭଳି ମୂଲ୍ୟହୀନ ହୋଇପଡ଼ିଛି ।

Miscellaneous
ବାଇକରେ ଯାଉଥିବା ବେଳେ ଯବାନଙ୍କୁ ହେଲା ହୃଦଘାତ
ଯବାନ ଜଣଙ୍କ ଛୁଟିରେ ଆସିଥିଲେ। ସାବିତ୍ରୀ ଅମାବାସ୍ୟା ଦିନ ଘରେ ପହଞ୍ଚିଥିଲେ। ଆସନ୍ତା ୨୩ ତାରିଖରେ କାର୍ଯ୍ୟସ୍ଥଳକୁ ଫେରି ଯାଇଥା’ନ୍ତେ।

Miscellaneous
ଡାଇରିଆ ଯୋଗୁ ଯାଜପୁରରେ ବ୍ୟାପିଛି ଝାଡ଼ାବାନ୍ତି, ୫୦୦ରୁ ଅଧିକ ଆକ୍ରାନ୍ତ
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି।