ଗୁଜରାଟ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର ପର୍ବ

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରିଲା ପ୍ରଚାର ପର୍ବ।  ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିଥିଲେ । ଡିସେମ୍ବର ୫ରେ ହେବ ଦ୍ୱିତୀୟ ତଥା ଅନ୍ତିମ ଚରଣ ମତଦାନ । ମୋଟ ୧୮୨ ସିଟ୍ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୯୩ଟି ସିଟରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଥିରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଦ୍ଧାରଣ କରିବେ ଭୋଟର।  ପ୍ରଥମ ପର୍ଯ୍ୟାୟରେ […]

Gujarat Assembly elections to end

Gujarat Assembly elections to end

Tapas Behera
  • Published: Saturday, 03 December 2022
  • Updated: 03 December 2022, 09:22 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରିଲା ପ୍ରଚାର ପର୍ବ।  ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିଥିଲେ । ଡିସେମ୍ବର ୫ରେ ହେବ ଦ୍ୱିତୀୟ ତଥା ଅନ୍ତିମ ଚରଣ ମତଦାନ । ମୋଟ ୧୮୨ ସିଟ୍ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୯୩ଟି ସିଟରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଥିରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଦ୍ଧାରଣ କରିବେ ଭୋଟର।  ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ସରିଛି ।

ଡିସେମ୍ବର ୮ରେ ହେବ ଭୋଟ୍ ଗଣତି।  ସେପଟେ ଆସନ୍ତାକାଲି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ୍ ପାଇଁ ହେବ ଭୋଟ୍ ଗ୍ରହଣ।  ୨୫୦ଟି ଓ୍ୱାର୍ଡରେ ଭୋଟିଂ ପାଇଁ ୧୩ ହଜାର ୬୩୮ ପୋଲିଂ ବୁଥ୍ ସ୍ଥାପନ ହୋଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।  ଡିସେମ୍ବର ୭ରେ ଭୋଟ୍ ଗଣତି ହେବ। ଭୋଟିଂକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ଖୁଚୁରା ଓ ହୋଲ୍ସେଲ୍ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଚ୍ୟାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story