ଭାରତ ସହ ଆମ ସମ୍ପର୍କରେ ହସ୍ତକ୍ଷେପ କରନି: ଆମେରିକା ଅଧିକାରୀଙ୍କୁ ଚାଇନାର ଚେତାବନୀ

ୱାଶିଂଟନ: ଭାରତ ସହ ଚାଇନାର ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଆମେରିକାର ଅଧିକାରୀମାନଙ୍କୁ ଚେତାବନୀ ଦେଇଛି ବେଜିଂ। ପେଣ୍ଟାଗନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏପରି ତଥ୍ୟ ରହିଛି। ଆମେରିକା କଂଗ୍ରେସକୁ ପେଣ୍ଟାଗନ ଏହି ରିପୋର୍ଟ ମଧ୍ୟ ଦେଇଛି। ମଙ୍ଗଳବାର ଆମେରିକା କଂଗ୍ରେସରେ ପେଣ୍ଟାଗନ ଉପସ୍ଥାପନ କରିଥିବା ରିପୋର୍ଟରେ କହିଛି ଯେ ଭାରତ ସହ ଏଲଏସିରେ ଚାଲିଥିବା ସୀମା ବିବାଦ ଗୋଟିଏ ଗମ୍ଭୀର ପ୍ରସଙ୍ଗ ହୋଇଥିଲେ ହେଁ ଏହାକୁ ହାଲୁକା କରି ଦେଖାଇବାକୁ ଚାଇନା ଅଧିକାରୀମାନେ ଚେଷ୍ଟା […]

modi

modi

Hemant Lenka
  • Published: Wednesday, 30 November 2022
  • Updated: 30 November 2022, 12:54 PM IST

Sports

Latest News

ୱାଶିଂଟନ: ଭାରତ ସହ ଚାଇନାର ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ଆମେରିକାର ଅଧିକାରୀମାନଙ୍କୁ ଚେତାବନୀ ଦେଇଛି ବେଜିଂ। ପେଣ୍ଟାଗନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏପରି ତଥ୍ୟ ରହିଛି। ଆମେରିକା କଂଗ୍ରେସକୁ ପେଣ୍ଟାଗନ ଏହି ରିପୋର୍ଟ ମଧ୍ୟ ଦେଇଛି। ମଙ୍ଗଳବାର ଆମେରିକା କଂଗ୍ରେସରେ ପେଣ୍ଟାଗନ ଉପସ୍ଥାପନ କରିଥିବା ରିପୋର୍ଟରେ କହିଛି ଯେ ଭାରତ ସହ ଏଲଏସିରେ ଚାଲିଥିବା ସୀମା ବିବାଦ ଗୋଟିଏ ଗମ୍ଭୀର ପ୍ରସଙ୍ଗ ହୋଇଥିଲେ ହେଁ ଏହାକୁ ହାଲୁକା କରି ଦେଖାଇବାକୁ ଚାଇନା ଅଧିକାରୀମାନେ ଚେଷ୍ଟା କରିଛନ୍ତି।

ସୀମାରେ ସ୍ଥିରତା କାଏମ ରଖିବା ପାଇଁ ବେଜିଂ ଲକ୍ଷ୍ୟ ରଖିଛି ଓ ଭାରତ ସହ ଅନ୍ୟ ଅଞ୍ଚଳରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ବିବାଦରୁ ଦୂରେଇ ରଖିବାକୁ ଚାଇନା ଚାହୁଁଥିବା ପେଣ୍ଟାଗନ ତା’ ରିପୋର୍ଟରେ ଜୋର ଦେଇ କହିଛି।

ଚାଇନିଜ ମିଲିଟାରୀର ସ୍ଥିତାବସ୍ଥା ସମ୍ପର୍କରେ ପେଣ୍ଟାଗନ ତା’ ରିପୋର୍ଟରେ କହିଛି ଯେ ପିପୁଲ୍ସ ରିପବ୍ଲିକ ଅଫ ଚାଇନା ବା ପିଆରସି ଭାରତ ସହ ସୀମା ବିବାଦ କମ କରିବାକୁ ଚାହୁଁଛି। ଭାରତ ଯେମିତି ବିବାଦ କାରଣରୁ ଆମେରିକାର ନିକଟବର୍ତ୍ତୀ ନ ହେବ, ସେଥିପାଇଁ ଚାଇନା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି।

ଖାସ ଏଥିପାଇଁ ପିଆରସି ଅଧିକାରୀମାନେ ଆମେରିକା ଅଧିକାରୀମାନଙ୍କୁ ଭାରତ ସହ ବେଜିଂର ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ଭାରତ-ଚାଇନା ସୀମାର ଗୋଟିଏ ଅଂଶରେ ୨୦୨୧ ମସିହାରେ ପିଏଲଏ ସୈନ୍ୟମାନଙ୍କୁ ମୁତୟନ କରିଥିଲା।

ଏହି ସମୟରେ ସୀମାନ୍ତ ଅଞ୍ଚଳରେ ଚାଇନା ପକ୍ଷରୁ ବିଭିନ୍ନ ପ୍ରକାରର ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। ଆଲୋଚନା ଦ୍ୱାରା ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏଥିରୁ ବହୁତ କମ ଫଳ ମିଳିଥିଲା। କାରଣ ଉଭୟ ଦେଶ ନିଜ ନିଜ ସ୍ଥାନରୁ ପଛକୁ ହଟିବା ପାଇଁ ନାରାଜ ରହିଛନ୍ତି।

ଉଭୟ ଦେଶ ପରସ୍ପରର ସୈନ୍ୟ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ଏଥିସହ ବିବାଦ ପୂର୍ବର ସ୍ଥିତାବସ୍ଥା କାଏମ ରଖିବାକୁ ପ୍ରସ୍ତାବ ଦେଉଛନ୍ତି। କିନ୍ତୁ ଭାରତ କିମ୍ବା ଚାଇନା କେହି ବି ଏଥିରେ ରାଜି ହେଉନାହାନ୍ତି। ଏଥିସପାଇଁ ସୀମାରେ ଟକରାଟକରି ସ୍ଥିତି ସୃଷ୍ଟି ହୋଇଛି।

ବିବାଦ ପାଇଁ ଚାଇନା ସବୁବେଳେ ସୀମାନ୍ତରେ ଭାରତ କରିଥିବା ଭିତ୍ତିଭୂମି ନିର୍ମାଣ କାମକୁ ଦାୟୀ କରୁଛି। ଭାରତ ମଧ୍ୟ ଚାଇନା ସୈନ୍ୟ ଆକ୍ରମଣାତ୍ମକ ଭାବେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଦାବି କରୁଛି।

୨୦୨୦ ଗଲୱାନ ଭ୍ୟାଲି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ୪୬ ବର୍ଷ ମଧ୍ୟରେ ସୀମାରେ ଏପରି ସ୍ଥିତି ସମସ୍ତଙ୍କୁ ବିଚଳିତ କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୦ ମେ’ ମାସରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା। ଏହି ସୀମା ବିବାଦ ୨୦୨୦ ଜୁନ ୧୫ରେ ଭୟଙ୍କର ରୂପ ଧାରଣ କରିଥିଲା। ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲା। ସେହିପରି ଚାଇନା ସଂଘର୍ଷରେ ୪ ଜଣ ଯବାନ ହରାଇଥିବା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story