୭୫ ବର୍ଷ ପୂର୍ବେ ୧୦ ଗ୍ରାମ ସୁନାର ଦାମ ଥିଲା ୯୦ ଟଙ୍କା

ନୂଆଦିଲ୍ଲୀ: ୭୫ ପୁରି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ଦିନ ଥିଲା ଭାରତକୁ ସୁନାର ଚଢ଼େଇ କୁହାଯାଉଥିଲା। ଏମିତି କି ପ୍ରତିଘରେ ସୁନା ଓ ସୁନା ଗହଣା ରହୁଥିଲା। ଆଜିର ଦିନରେ ବି ବିଶ୍ୱର ସବୁଠୁ ଅଧିକ ସୁନା ଭାରତୀୟମାନଙ୍କର ଘରେ ରହିଛି। ହେଲେ, ଏହାରି ଭିତରେ କିନ୍ତୁ ବଦଳି ଯାଇଛି, ସୁନାର ମୂଲ୍ୟ।  ଆଜିର ଦିନରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ପାଖାପାଖି ପହଞ୍ଚିଯାଇଛି। କିନ୍ତୁ ଭାରତ ୧୯୪୭ ମସିହାରେ ଯେତେବେଳେ […]

Gold

Gold

Tapas Behera
  • Published: Monday, 15 August 2022
  • Updated: 15 August 2022, 05:50 PM IST

Sports

Latest News

ନୂଆଦିଲ୍ଲୀ: ୭୫ ପୁରି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ଦିନ ଥିଲା ଭାରତକୁ ସୁନାର ଚଢ଼େଇ କୁହାଯାଉଥିଲା। ଏମିତି କି ପ୍ରତିଘରେ ସୁନା ଓ ସୁନା ଗହଣା ରହୁଥିଲା। ଆଜିର ଦିନରେ ବି ବିଶ୍ୱର ସବୁଠୁ ଅଧିକ ସୁନା ଭାରତୀୟମାନଙ୍କର ଘରେ ରହିଛି। ହେଲେ, ଏହାରି ଭିତରେ କିନ୍ତୁ ବଦଳି ଯାଇଛି, ସୁନାର ମୂଲ୍ୟ।  ଆଜିର ଦିନରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ପାଖାପାଖି ପହଞ୍ଚିଯାଇଛି। କିନ୍ତୁ ଭାରତ ୧୯୪୭ ମସିହାରେ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଭାରତରେ ସୁନାର ଦାମ,୧୦ ଗ୍ରାମକୁ ମାତ୍ର ୮୯ଟଙ୍କା ଥିଲା। ତେବେ ନଜର ପକାନ୍ତୁ କେବେ କେବେ, କେତେ-କେତେ ବଢ଼ିଥିଲା ସୁନାର ଦାମ୍। ୧୯୪୭  ମସିହାରରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୮୯ ଟଙ୍କା।  ୧୯୭୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୧୮୫ ଟଙ୍କା।  ୧୯୯୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୩,୪୫୨ ଟଙ୍କା।  ୨୦୧୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୧୯, ୨୨୭ ଟଙ୍କା।

ଆଉ ୨୦୨୦ମସିହା ଆଜିର ଦିନରେ ସୁନାର ଦାମ ପ୍ରାୟ ୫୦ ହଜାର ଟଙ୍କା ଥିଲା। ସ୍ୱାଧିନତାର ୭୫ ବର୍ଷ ଭିତରେ ଦରଦାମ ବଢ଼ିଛି। ଏହାରି ଭିତରେ ଛୁଞ୍ଚିଠାରୁ ଆରମ୍ଭ କରି ସୁନାର ଦାମ ବି ବଢ଼ିଛି। ଆଜିର ଦିନରେ ଯଦି ଆପଣ କାହାକୁ କହିବେ ୧୦ ଗ୍ରାମ ସୁନାର ଦାମ ମାତ୍ର ୯୦ ଟଙ୍କା, ଯିଏ ଶୁଣିବ ସେ ଚକିତ ହୋଇଯିବ ନିଶ୍ଚିତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story