ପଶ୍ଚିମବଙ୍ଗରେ ବଢ଼ିବ ଜିଲ୍ଲା ସଂଖ୍ୟା: ଅଛି ୨୩, ହେବ ୨୫

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିବ ଜିଲ୍ଲା ସଂଖ୍ୟା। ରାଜ୍ୟରେ ଖୁବଶୀଘ୍ର ୨ଟି ନୂଆ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବସିରହାଟକୁ ୨ଟି ନୂଆ ଜିଲ୍ଲା ମାନ୍ୟତା ପାଇବ।  ଆସନ୍ତାକାଲି ହେବାକୁ ଥିବା ଏକ ପ୍ରଶାସନିକ ବୈଠକରେ ୨ଟି ନୂଆ ଜିଲ୍ଲା ବିଷୟରେ ଘୋଷଣା କରିବେ ମମତା।  ଦକ୍ଷିଣ  ଏବଂ ଉତ୍ତର ପ୍ରଗଣା ଜିଲ୍ଲାରୁ ବିଭାଜିତ ହୋଇ ୨ଟି ନୂଆ ଜିଲ୍ଲାର ପରିକଳ୍ପନା କରାଯାଇଛି। ସମ୍ପୃକ୍ତ ୨ଟି ନୂଆ ଜିଲ୍ଲା ପାଇଁ […]

Mamata

Mamata

Tapas Behera
  • Published: Monday, 28 November 2022
  • Updated: 28 November 2022, 05:35 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିବ ଜିଲ୍ଲା ସଂଖ୍ୟା। ରାଜ୍ୟରେ ଖୁବଶୀଘ୍ର ୨ଟି ନୂଆ ଜିଲ୍ଲା ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବସିରହାଟକୁ ୨ଟି ନୂଆ ଜିଲ୍ଲା ମାନ୍ୟତା ପାଇବ।  ଆସନ୍ତାକାଲି ହେବାକୁ ଥିବା ଏକ ପ୍ରଶାସନିକ ବୈଠକରେ ୨ଟି ନୂଆ ଜିଲ୍ଲା ବିଷୟରେ ଘୋଷଣା କରିବେ ମମତା।  ଦକ୍ଷିଣ  ଏବଂ ଉତ୍ତର ପ୍ରଗଣା ଜିଲ୍ଲାରୁ ବିଭାଜିତ ହୋଇ ୨ଟି ନୂଆ ଜିଲ୍ଲାର ପରିକଳ୍ପନା କରାଯାଇଛି। ସମ୍ପୃକ୍ତ ୨ଟି ନୂଆ ଜିଲ୍ଲା ପାଇଁ ସମସ୍ତ ପ୍ରକାର ପ୍ରଶାସନକି ପ୍ରସ୍ତୁତି ସରିଛି। ଆସନ୍ତାକାଲି ହିଙ୍ଗାଲଗଞ୍ଜରେ ହେବାକୁଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ଔପଚାରିକ ଭାବେ ଘୋଷଣା କରିବେ। ଆମ୍ବଗଛ ପ୍ରବଣ  ସୁନ୍ଦରବାନ ଇଲାକାକୁ ସୋମବାରଠାରୁ ୩ ଦିନିଆ ଗସ୍ତରେ ଯିବେ ମମତା।  ନବଗଠିତ ସୁନ୍ଦରବନ ଜିଲ୍ଲାରେ ୧୩ଟି ବ୍ଲକ ଏବଂ ବସିରହାଟ ଜିଲ୍ଲାରେ ୬ଟି ବ୍ଲକ ରହିବ। ୟୁନେସ୍କୋ ଦ୍ୱାରା ସୁନ୍ଦରବନ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବା ବେଳେ ଏହା ଉତ୍ତର ଏବଂ ଦକ୍ଷିଣ ୨୪  ପ୍ରଗଣା ଅଞ୍ଚଳକୁ ଲମ୍ବି ଥିବା ବେଳେ ବସିରହାଟ ଉତ୍ତର ୨୪ ପ୍ରଗଣାକୁ ବ୍ୟାପିଛି।

ଏବେ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ରହିଛି। ନୂଆ ଦୁଇଟି ଜିଲ୍ଲା ହେଲେ ଏହି ସଂଖ୍ୟା ୨୫ ହେବ।   ଉଭୟ ଜିଲ୍ଲା ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଆସନ୍ତାକାଲି ମମତା  ହିଙ୍ଗାଲଗଞ୍ଜରେ ପ୍ରକୃତି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ହାତୀ ଦାଉରୁ ସ୍ଥାନୀୟ ଅଧିବାସୀଙ୍କୁ ବଞ୍ଚାଇବା ପାଇଁ ମମତା ଏହି ପୂଜା କରିବେ। ମମତା କହିଛନ୍ତି ଯେ, ଆସନ୍ତାକାଲି ସେ ହିଙ୍ଗାଲଗଞ୍ଜରେ ପ୍ରକୃତି ପୂଜା କରିବେ। ଏଠିକାର ଅଧିବାସୀମାନେ ବାରମ୍ବାର ହାତୀ ଆକ୍ରମଣରେ ଶିକାର ହେଉଛନ୍ତି। ହାତୀ ଗୁଡ଼ିକ ଜଙ୍ଗଲ ବାହାରେ ବିଚରଣ କରୁଛନ୍ତି। ଖାଦ୍ୟ ସନ୍ଧାନରେ ହାତୀପଲ ଜନବସତି ମୁହାଁ ହେଉଛନ୍ତି। ଫଳରେ ହାତୀ ଆକ୍ରମଣ ବଢ଼ୁଥିବା ମମତା କହିଛନ୍ତି। ସେହିପରି ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବା ସୁନ୍ଦରବନକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମମତା।

ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟରରେ ସୁନ୍ଦରବନ ପ୍ରଭାବିତ ହେଉଛି। ତେଣୁ ସୁନ୍ଦରବନର ବିକାଶ ପାଇଁ ରାଜ୍ୟ ସରକାର ନୀତି ଆୟୋଗଙ୍କୁ ଏକ ମାଷ୍ଟର ପ୍ଲାନ ଦେଇଥିବା ଜଣେ ଅଧିକାରୀ କହିଛନ୍ତି। ପ୍ରତିବର୍ଷ ବାତ୍ୟା ଓ ବନ୍ୟାରେ ସୁନ୍ଦରବନରେ ବ୍ୟାପକ କ୍ଷୟତିକ୍ଷତି ଘଟୁଛି। ଆମେ ଏହି ଅଞ୍ଚଳର ବିକାଶ ଲାଗି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ନୀତି ଆୟୋଗ ନିକଟରେ ଉପସ୍ଥାପିତ କରିଛୁ ବୋଲି ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story