ମମତାଙ୍କ ବିରୋଧରେ ଟିଏମସି ନେତାଙ୍କୁ ଉସକାଇଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ବିଜେପି। ଜଣଙ୍କ ଜଣେ ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି ପାରୁ ନଥିବାରୁ ବିଜେପି ତାଙ୍କୁ କଟାକ୍ଷ ମଧ୍ୟ କରିଛି। ମମତା ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କ ଭଳି ଟିଏମସିର ଅନ୍ୟ ନେତାମାନଙ୍କୁ ମଧ୍ୟ ଅଡ଼ୁଆ ପରିସ୍ଥିତି ସମୟରେ ଏକା କରି ଦେବେ। ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି […]

Mamata

Mamata

Hemant Lenka
  • Published: Friday, 12 August 2022
  • Updated: 12 August 2022, 11:53 AM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିଏମସି ନେତାମାନଙ୍କୁ ଉସକାଇବା ଆରମ୍ଭ କରିଛି ବିଜେପି। ଜଣଙ୍କ ଜଣେ ଟିଏମସି ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହେଉଥିବା ବେଳେ ମମତା କିଛି କରି ପାରୁ ନଥିବାରୁ ବିଜେପି ତାଙ୍କୁ କଟାକ୍ଷ ମଧ୍ୟ କରିଛି। ମମତା ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କ ଭଳି ଟିଏମସିର ଅନ୍ୟ ନେତାମାନଙ୍କୁ ମଧ୍ୟ ଅଡ଼ୁଆ ପରିସ୍ଥିତି ସମୟରେ ଏକା କରି ଦେବେ। ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଲେ, ସେ କାହାର ବି ହାତ ଧରିବେ ନାହିଁ। ତେଣୁ ଏଥିପାଇଁ ଟିଏମସିର ନେତାମାନେ ସତର୍କ ରୁହନ୍ତୁ ବୋଲି ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି।

ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଓ ଅନୁବ୍ରତ ଗୋରୁ ଚାଲାଣ ମାମଲାରେ ଗିରଫ ହୋଇଛନ୍ତି। ଏମାନେ ମମତାଙ୍କ ପାଇଁ ଅସୁବିଧା ସ୍ଥିତି ସୃଷ୍ଟି କରିଥିବାରୁ ଦରକାର ବେଳେ ବି ସେ ଉଭୟଙ୍କ ଫୋନ ଉଠାଉ ନଥିବା ବିଜେପି ଅଭିଯୋଗ କରିଛି।

ଅମିତ ମାଲବ୍ୟ ଟ୍ୱିଟ କରି କହିଛନ୍ତି, “ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ଏବେ ମମତାଙ୍କର ଆବଶ୍ୟକତା ଅଧିକ ଅନୁଭବ କରୁଥିବା ବେଳେ ସେ ଉଭୟଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଛନ୍ତି। ଯେତେବେଳେ ଅସୁବିଧା ଆସିଲା ମମତା ଉଭୟଙ୍କୁ ଏକାକୀ ଛାଡ଼ି ଦେଲେ। ଏବେ ଅନ୍ୟ ମନ୍ତ୍ରୀ, ଟିଏମସି ନେତା ଓ ବ୍ୟୁରୋକ୍ରାଟଙ୍କ ପାଇଁ ସତର୍କ ହେବାର ବାର୍ତ୍ତା। ଯେଉଁମାନେ ମମତାଙ୍କ ସହ ମିଶି ଲୁଟ, ହତ୍ୟା ଓ ଦୁଷ୍କର୍ମ କରୁଛନ୍ତି, ସେମାନଙ୍କୁ ମଧ୍ୟ ଦିନ ସେ ଏକୁଟିଆ କରିଦେବେ।”

ଗୁରୁବାର ୨୦୨୦ ମସିହା ଗୋରୁ ଚୋରାଚାଲାଣ ମାମଲାରେ ସିବିଆଇ ଅନୁବ୍ରତଙ୍କୁ ଗିରଫ କରିଥିଲା। ସେ ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କୁ ସିବିଆଇ ଗିରଫ କରିଛି। ଗିରଫ କରିବା ପୂର୍ବରୁ ତାଙ୍କୁ ୧୦ଥର ସମନ କରାଯାଇଥିଲା। ହେଲେ ସେ ଉତ୍ତର ନ ଦେବାରୁ ତାଙ୍କୁ ଗତକାଲି ବେଙ୍ଗଲର ବୀରଭୂମିରୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story