ଆଇଆଇଟି ଛାତ୍ରଛାତ୍ରୀଙ୍କୁ ୩.୬ କୋଟି ଟଙ୍କାର ଦରମା ଅଫର

ନୂଆଦିଲ୍ଲୀ: ମୋଟା ଅଙ୍କର ଦରମା ସାଙ୍ଗକୁ ମେଗା କମ୍ପାନୀ। ଅଫର ଦେଇଛି ବିଦେଶୀ କମ୍ପାନୀ। ଆଇଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କ୍ୟାମ୍ପସ ପ୍ଲେସ୍‌ମେଣ୍ଟରେ ବିଦେଶରୁ ଅଫର ଆସିଥିବା ବେଳେ ବେତନ ମଧ୍ୟ ବେଶ ଉଚ୍ଚ ଶ୍ରେଣୀର। ୨୦୨୨-୨୩ ପ୍ଲେସ୍‌ମେଣ୍ଟ ସିଜିନ୍‌ରେ ବୃତିଗତ ଜୀବନ ଆରମ୍ଭ କରୁଥିବା ଆଇଆଇଟି ଆଶାୟୀଙ୍କ ପାଇଁ ବେଶ ଉତ୍ସାହଜନକ ରହିଛି। ହଂକଂ ଏବଂ ସିଙ୍ଗାପୁରର ବାଣିଜ୍ୟ କମ୍ପାନୀଗୁଡିକ ଅଧିକ ବେତନର ଅଫର ଦେଇଛନ୍ତି। ସର୍ବାଧିକ ବାର୍ଷିକ ଦରମା ଅଫର ୩.୬ କୋଟି […]

iit-bombay

iit-bombay

Tapas Behera
  • Published: Saturday, 03 December 2022
  • Updated: 03 December 2022, 04:53 PM IST

Sports

Latest News

ନୂଆଦିଲ୍ଲୀ: ମୋଟା ଅଙ୍କର ଦରମା ସାଙ୍ଗକୁ ମେଗା କମ୍ପାନୀ। ଅଫର ଦେଇଛି ବିଦେଶୀ କମ୍ପାନୀ। ଆଇଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କ୍ୟାମ୍ପସ ପ୍ଲେସ୍‌ମେଣ୍ଟରେ ବିଦେଶରୁ ଅଫର ଆସିଥିବା ବେଳେ ବେତନ ମଧ୍ୟ ବେଶ ଉଚ୍ଚ ଶ୍ରେଣୀର। ୨୦୨୨-୨୩ ପ୍ଲେସ୍‌ମେଣ୍ଟ ସିଜିନ୍‌ରେ ବୃତିଗତ ଜୀବନ ଆରମ୍ଭ କରୁଥିବା ଆଇଆଇଟି ଆଶାୟୀଙ୍କ ପାଇଁ ବେଶ ଉତ୍ସାହଜନକ ରହିଛି। ହଂକଂ ଏବଂ ସିଙ୍ଗାପୁରର ବାଣିଜ୍ୟ କମ୍ପାନୀଗୁଡିକ ଅଧିକ ବେତନର ଅଫର ଦେଇଛନ୍ତି। ସର୍ବାଧିକ ବାର୍ଷିକ ଦରମା ଅଫର ୩.୬ କୋଟି ଟଙ୍କାର ଜିନ୍‌ ଷ୍ଟ୍ରଟ କମ୍ପାନୀ ପକ୍ଷରୁ ଦିଆଯାଇଛି। ଆଇଆଇଟି ବମ୍ବେ, ଦିଲ୍ଲୀ ଏବଂ କାନପୁର ଅନୁଷ୍ଠାନରୁ ପ୍ରତ୍ୟେକ ୩ଟି ପିଲା ସିଲେକ୍ସନ କରିଛି ଏହି କମ୍ପାନୀ।  ଚୟନ ହୋଇଥିବା ଏହି ପିଲାମାନେ  ହଂକଂ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ।

ସେହିପରି ଅନ୍ୟ କମ୍ପାନୀ ମଧ୍ୟରେ Quantbox Research ବାର୍ଷିକ  ଏହାର ସିଙ୍ଗାପୁର ଶାଖା ପାଇଁ  ୧.୬କୋଟି ଟଙ୍କାର ଜବ ଅଫର ଦେଇଛି। ତେବେ ଏବେ ଆମେରିକାରେ ମାନ୍ଦାବସ୍ଥା ଚାଲୁଥିବାରୁ ସେଠିକାର ପ୍ରମୁଖ ଆଇଟି କମ୍ପାନୀ ଗୁଡ଼ିକ ମୋଟା ଅଙ୍କର ଦରମା ଅଫର ଦେବାରେ ଆଗ୍ରହ ଦେଖାଇ ନାହନ୍ତି। କିନ୍ତୁ ଆସନ୍ତା ବର୍ଷ ସ୍ଥିତି ସ୍ୱାଭବିକ୍‌ ଆଶା କରି କମ୍ପାନୀ ଗୁଡ଼ିକ ପ୍ଲେସମେଣ୍ଟ ପ୍ରତିଶ୍ରୁତି ଦେଇଛନ୍ତି।

ଆଇଆଇଟି ବମ୍ବେ ରିପୋର୍ଟ ଅନୁଯାୟୀ କିଛି କମ୍ପାନୀ ବାର୍ଷିକ ଦରମା ଅଫର ୨ କୋଟି ପର୍ଯ୍ୟନ୍ତ ଯାଇଥିବା ବେଳେ ଜିନ୍‌ ଷ୍ଟ୍ରଟ କମ୍ପାନୀ ସର୍ବାଧିକ ୩.୬ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଛି। ସାଧାରଣତଃ କମ୍ପାନୀ ଗୁଡ଼ିକ ଦେଉଥିବା ଅଫର ୨ କୋଟିରୁ ଅତିକ୍ରମ କରେ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ ୧୫ଟି ସଂସ୍ଥା କ୍ୟାମ୍ପସ ସିଲେକ୍କସନ ପାଇଁ ଆସନ୍ତି।  କିନ୍ତୁ ଆମେରିକା ଏବଂ ଜାପାନର ଭିସା ସମସ୍ୟା ହେତୁ ଅଧିକାଂଶ ପିଲା ସେମାନଙ୍କ ଭାରତର କାର୍ଯ୍ୟାଳୟରେ କାମ କରୁଛନ୍ତି।  ଆଇଆଇଟି-ବମ୍ବେ ପ୍ଲେସମେଣ୍ଟର ପ୍ରଥମ ଦିନରେ ୪୬ ଟି ଫାର୍ମ ଅନଲାଇନ୍‌ ସିଲେକକ୍ସନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ୧୭୫ରୁ ୨୫୦ମଧ୍ୟରେ ପିଲା ସିଲେକ୍ସନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story