ପୁଣି କଶ୍ମୀରରେ ପ୍ରବାସୀଙ୍କୁ ଟାର୍ଗେଟ କଲେ ଆତଙ୍କୀ, ୨ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଦକ୍ଷିଣ କଶ୍ମୀରର ପୁଲୱାମା ଅନ୍ତର୍ଗତ ଖାରଭାତପୋରା ଅଞ୍ଚଳରେ ଦୁଇ ଜଣ ପ୍ରବାସୀ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି। ଶନିବାର ରାତିରେ ଆତଙ୍କବାଦୀମାନେ ୨ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ତେବେ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ଯାଇନାହିଁ। ଏବେ ଉଭୟ ଶ୍ରମିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଶାସନର ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶାମଶଦ ଅହମଦ ଓ ଫୈଜାନ କାଦିର ଆହତ […]

Terrorist

Terrorist

Hemant Lenka
  • Published: Sunday, 25 September 2022
  • Updated: 25 September 2022, 07:09 AM IST

Sports

Latest News

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଦକ୍ଷିଣ କଶ୍ମୀରର ପୁଲୱାମା ଅନ୍ତର୍ଗତ ଖାରଭାତପୋରା ଅଞ୍ଚଳରେ ଦୁଇ ଜଣ ପ୍ରବାସୀ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି। ଶନିବାର ରାତିରେ ଆତଙ୍କବାଦୀମାନେ ୨ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ତେବେ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ଯାଇନାହିଁ। ଏବେ ଉଭୟ ଶ୍ରମିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରଶାସନର ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶାମଶଦ ଅହମଦ ଓ ଫୈଜାନ କାଦିର ଆହତ ହୋଇଛନ୍ତି। ଉଭୟଙ୍କ ଘର ବିହାରରେ ହୋଇଥିଲେ ସେମାନେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ। ଗୁଳିମାଡ଼ ପରେ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି। ଗୁଳିମାଡ଼ ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ଏଯାଏ ଫେରାର ଆତଙ୍କୀଙ୍କ ପତ୍ତା ମିଳି ନଥିବା କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି।

ଏହାପୂର୍ବରୁ ଜୁଲାଇ ମାସରେ ବିହାରର ଜଣେ ଶ୍ରମିକଙ୍କୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ସେହିପରି ଜୁନ ମାସରେ ଆତଙ୍କବାଦୀମାନେ ବଡ଼ଗାମରେ ଜଣେ ପ୍ରବାସୀଙ୍କୁ ହତ୍ୟା କରିଥିବା ବେଳେ ସେମାନଙ୍କ ଗୁଳିରେ ଆଉ ଜଣେ ଆହତ ହୋଇଥିଲେ।

କୁଲଗାମ ଜିଲ୍ଲାର ଇଲାକ୍ୟୁଇ ଦେହାତି ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆତଙ୍କବାଦୀମାନେ ହତ୍ୟା କରିଥିଲା। ବାରମ୍ବାର ପ୍ରବାସୀମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଥିବା ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story