ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା: ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’

ବାଲିଗୁଡ଼ା(ଅଜିତ୍ ନାୟକ): ମୃତ ଶିଶୁ ଜନ୍ମ ଦେବାପରେ ଆଖି ବୁଜିଛନ୍ତି କିଶୋରୀ ମା’। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ଏଭଳି ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। ନାବାଳିକା ଜଣକ ୪ ମାସର ଗର୍ଭବତୀ ଥିଲେ। ଜି.ଉଦୟଗିରି ହସ୍ପିଟାଲରେ ଗତ ବୁଧବାର ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଜି.ଉଦୟଗିରି ପୁଲିସ […]

death

death

Niranjan Mishra
  • Published: Friday, 07 October 2022
  • Updated: 07 October 2022, 05:33 PM IST

Sports

Latest News

ବାଲିଗୁଡ଼ା(ଅଜିତ୍ ନାୟକ): ମୃତ ଶିଶୁ ଜନ୍ମ ଦେବାପରେ ଆଖି ବୁଜିଛନ୍ତି କିଶୋରୀ ମା’। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ଏଭଳି ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। ନାବାଳିକା ଜଣକ ୪ ମାସର ଗର୍ଭବତୀ ଥିଲେ। ଜି.ଉଦୟଗିରି ହସ୍ପିଟାଲରେ ଗତ ବୁଧବାର ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଜି.ଉଦୟଗିରି ପୁଲିସ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ, ବେଲଘର ଥାନା ଅଂଚଳର ଏକ ସେବାଶ୍ରମ ସ୍କୁଲର ଏହି ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ଗତ ମାସରେ ଜଣାପଡ଼ିଥିଲା। ଏ ନେଇ ସେବାଶ୍ରମ ତରଫରୁ ଗତମାସ ୨୪ ତାରିଖରେ ବେଲଘର ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ଆଉ ଏକ ସେବାଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଅଟକ ରଖିଥିଲା।

ଅନ୍ୟପଟେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଘଟଣାର ଅନୁଧ୍ୟାନ କରିବା ପରେ ନାବାଳିକା ଛାତ୍ରୀଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ଏହାପରେ ଗତ ମାସ ୩୦ ତାରିଖରୁ ତାଙ୍କୁ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଥିଲା। କିନ୍ତୁ ଗତ ବୁଧବାର ସେ ଏକ ମୃତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଗତକାଲି ରାତି ୧୧ଟାରେ ଜି.ଉଦୟଗିରି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ଥାନା ପୁଲିସ ଏହି ଘଟଣାରେ ପୃଥକ ପୃଥକ ଭାବେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story