ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଲମତାପୁଟ (ଜଗତ ଜୀବନ): ସାପ୍ତାହିକ ହାଟ ସାରି ଫେରୁଥିଲେ ଦମ୍ପତି। ମଝି ରାସ୍ତାରେ ପଟିଦେଲା କାର୍‌। ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ। ମାଛକୁଣ୍ଡ ଥାନା ଚାଣ୍ଡୁଆ ଗାଁର ସହଦେଵ ମୁଦୁଲି ଓ ତାଙ୍କ ପତ୍ନୀ ବାଇକ୍‌ରେ ଲମତାପୁଟ ସାପ୍ତାହିକ ହାଟକୁ ଯାଇଥିଲେ। ସେମାନେ ହାଟ ସାରି ଫେରୁଥିବା ବେଳେ କଡରି ଗାଁ ନିକଟରେ ସମ୍ମୁଖୀନ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସହଦେବ ମୁଦୁଲିଙ୍କ […]

Malkangiri

Malkangiri

Manoranjan Sial
  • Published: Saturday, 03 December 2022
  • Updated: 03 December 2022, 05:12 PM IST

ଲମତାପୁଟ (ଜଗତ ଜୀବନ): ସାପ୍ତାହିକ ହାଟ ସାରି ଫେରୁଥିଲେ ଦମ୍ପତି। ମଝି ରାସ୍ତାରେ ପଟିଦେଲା କାର୍‌। ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ।

ମାଛକୁଣ୍ଡ ଥାନା ଚାଣ୍ଡୁଆ ଗାଁର ସହଦେଵ ମୁଦୁଲି ଓ ତାଙ୍କ ପତ୍ନୀ ବାଇକ୍‌ରେ ଲମତାପୁଟ ସାପ୍ତାହିକ ହାଟକୁ ଯାଇଥିଲେ। ସେମାନେ ହାଟ ସାରି ଫେରୁଥିବା ବେଳେ କଡରି ଗାଁ ନିକଟରେ ସମ୍ମୁଖୀନ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସହଦେବ ମୁଦୁଲିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲମତାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଲମତାପୁଟ ଓ ଜୟପୁର ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କ୍ଷତିପୂରଣ ପାଇଁ ଦାବି କରିଥିଲେ।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପୁଲିସ୍‌ ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story