ଦୁଇ କେନ୍ଦ୍ରମନ୍ତ୍ରୀ ଖାଇବା ବେଳେ ଫଟୋ ଉଠାଇଲା ସିଆଇଡି, ଥାନାରେ ଏତଲା !

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଜଣେ ଅପରିଚିତ ବ୍ୟକ୍ତି ପଦ୍ମପୁରକୁ ନିର୍ବାଚନୀ ପ୍ରଚାରରେ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂହ ତୋମାରଙ୍କ ଖାଇବା ବେଳର ଫଟୋଇବାକୁ ନେଇ ଦେଖାଦେଇଛି ଉତ୍ତେଜନା। ସୋହଲାରେ ଜଣେ ବିଜେପି କର୍ମୀଙ୍କ ଘରେ ଖାଇବା ବେଳେ ଫଟୋ ଉଠାଇବାକୁ ଉଦ୍ୟମ କରିବା ବେଳେ ମନ୍ତ୍ରୀଙ୍କ ପିଏସ୍‌ଓ ଓ ବିଜେପି କର୍ମୀମାନେ ଫଟୋଉଠାକୁ ବିରୋଧ କରିଥିଲେ ଏବଂ ଅପରିଚିତ ବ୍ୟକ୍ତିଙ୍କ ପରିଚୟ ପଚାରିଥିଲେ। ତେବେ ଏହି ଅପରିଚିତ ବ୍ୟକ୍ତି କୌଶଳ କ୍ରମେ […]

cid

cid

Niranjan Mishra
  • Published: Sunday, 27 November 2022
  • Updated: 27 November 2022, 10:48 PM IST

Sports

Latest News

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଜଣେ ଅପରିଚିତ ବ୍ୟକ୍ତି ପଦ୍ମପୁରକୁ ନିର୍ବାଚନୀ ପ୍ରଚାରରେ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂହ ତୋମାରଙ୍କ ଖାଇବା ବେଳର ଫଟୋଇବାକୁ ନେଇ ଦେଖାଦେଇଛି ଉତ୍ତେଜନା। ସୋହଲାରେ ଜଣେ ବିଜେପି କର୍ମୀଙ୍କ ଘରେ ଖାଇବା ବେଳେ ଫଟୋ ଉଠାଇବାକୁ ଉଦ୍ୟମ କରିବା ବେଳେ ମନ୍ତ୍ରୀଙ୍କ ପିଏସ୍‌ଓ ଓ ବିଜେପି କର୍ମୀମାନେ ଫଟୋଉଠାକୁ ବିରୋଧ କରିଥିଲେ ଏବଂ ଅପରିଚିତ ବ୍ୟକ୍ତିଙ୍କ ପରିଚୟ ପଚାରିଥିଲେ। ତେବେ ଏହି ଅପରିଚିତ ବ୍ୟକ୍ତି କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ପଳାଇଲେ। ହେଲେ ଯିବା ବେଳେ ତାଙ୍କର ଆଇକାର୍ଡ ମୋବାଇଲ ଛାଡ଼ି ପଳାଇଥିଲେ। ଆଇକାର୍ଡଟି ଭୁବନେଶ୍ୱର ସିଆଇଡି ସ୍ପେଶାଲ ବ୍ରାଞ୍ଚର ଜଣେ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି। ଆଇକାର୍ଡରୁ ଏହି ବ୍ୟକ୍ତି ଜଣକ ସିଆଇଡିରେ ଆସିଷ୍ଟାଣ୍ଟ ସବ୍‌ଇନ୍ପେକ୍ଟର ଭାବେ କାମ କରନ୍ତି ଓ ତାଙ୍କ ନାମ ଭୋଜରାଜ ଦାଶ ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ପଦ୍ମପୁର ଟାଉନ୍ ଥାନାରେ ବିଜେପି ନେତା ଲିଖିତ ଅଭିଯୋଗ କରିଛନ୍ତି। ଫଟୋ ଉଠାଉଥିବା ବ୍ୟକ୍ତି କିଏ ଓ କାହିଁକି ଉଠାଉଥିଲେ ତାହାର ତଦନ୍ତ କରି ଜରୁରୀ ପଦକ୍ଷେପ ନେବାକୁ ଏତଲାରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି। ପଦ୍ମପୁର ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବି ହୋଇଛି। ମନ୍ତ୍ରୀଙ୍କ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାକୁ ଡେଇଁ ଏଭଳି ଭିଡିଓ ଓ ଫଟୋ ଉଠାଯିବା ଗୁଇନ୍ଦାଗିରିକୁ ବିଜେପି ନାପସନ୍ଦ କରିଛି।

ତେବେ ଏତଲାକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଦ୍ମପୁର ଟାଉନ୍ ଏସ୍‌ଡିପିଓ ବିଭୂତି ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story