ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ମାମଲାରେ ବାଂଲାଦେଶୀ ଯୁବକ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋଶାଲ୍‌ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଛି। ଆଜି ଏହି ମାମଲାରେ ବାଂଲାଦେଶୀ ଯୁବକ ଆକାଶ ଚୌଧୁରୀକୁ ଗିରଫ କରିଛି ସିଂହଦ୍ୱାର ଥାନା ପୁଲିସ୍‌। ଆକାଶର ଘର ବାଂଲାଦେଶ ସିଲହଟ ଜିଲ୍ଲା ପୂର୍ବ ଜିନ୍ଦା ବଜାରରେ। ପୁଲିସ୍‌ ଆକାଶଙ୍କଠାରୁ ଗୋଟିଏ ମୋବାଇଲ ଓ ବାଂଲାଦେଶ ପାସ୍ପୋର୍ଟ ଜବତ କରିଛି। ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ସୋଶାଲ ମିଡ଼ିଆ ଫେସବୁକ୍‌ରେ ଭାଇରାଲ୍‌ ହୋଇଥିଲା। […]

Puri

Puri

Manoranjan Sial
  • Published: Monday, 28 November 2022
  • Updated: 28 November 2022, 07:50 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋଶାଲ୍‌ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଛି। ଆଜି ଏହି ମାମଲାରେ ବାଂଲାଦେଶୀ ଯୁବକ ଆକାଶ ଚୌଧୁରୀକୁ ଗିରଫ କରିଛି ସିଂହଦ୍ୱାର ଥାନା ପୁଲିସ୍‌। ଆକାଶର ଘର ବାଂଲାଦେଶ ସିଲହଟ ଜିଲ୍ଲା ପୂର୍ବ ଜିନ୍ଦା ବଜାରରେ। ପୁଲିସ୍‌ ଆକାଶଙ୍କଠାରୁ ଗୋଟିଏ ମୋବାଇଲ ଓ ବାଂଲାଦେଶ ପାସ୍ପୋର୍ଟ ଜବତ କରିଛି।

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ସୋଶାଲ ମିଡ଼ିଆ ଫେସବୁକ୍‌ରେ ଭାଇରାଲ୍‌ ହୋଇଥିଲା। ଫଟୋ ଗୁଡ଼ିକୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ସେୟାର କରାଯାଇଥିଲା। ଯାହା ଭାଇରାଲ୍‌ ହୋଇଥିଲା। ଏହା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ଏହି ଅଭିଯୋଗରେ ପୁଲିସ୍‌ ଆଜି ଆକାଶକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story