Odisha Tourism: ବିମୋହିତ କରୁଛି ଭିତରକନିକାର ନୈସର୍ଗିକ ଶୋଭା

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ):ଆସିଛି ପର୍ଯଟନ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ତଥାପି ଭିତରକନିକା ଜାତୀୟ ଉଦ୍ୟାନରେ  […]

bcc

bcc

Tapas Behera
  • Published: Thursday, 12 December 2019
  • Updated: 29 September 2020, 12:55 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ):ଆସିଛି ପର୍ଯଟନ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି ।

ତଥାପି ଭିତରକନିକା ଜାତୀୟ ଉଦ୍ୟାନରେ  ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସୋଲାର ଗାଡିର ବ୍ୟବସ୍ଥା କରାଯାଇଛି । ବିଶ୍ରାମାଗାର, ଅତ୍ୟାଧୁନିକ ଶୌଚାଳୟ ଓ ରହିବା ପାଇଁ ସ୍ୱତନ୍ତ୍ର କଟେଜର ମଧ୍ୟ ବ୍ୟବସ୍ଥା ଅଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସହ ଗୋରୀ କୁମ୍ଭୀର, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି ପର୍ଯ୍ୟଟକ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ ବୋତଲ ବ୍ୟାନ କରାଯାଇଛି।

Bhitara kanika

ଭିତରକନିକା ଯିବାକୁ ୩ଟି ପ୍ରବେଶ ପଥ ରହିଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ବାଟ ଦେଇ ପର୍ଯ୍ୟଟକ ଯାଇପାରିବେ । ଏହା ପରେ ବି ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ।  ଭିତରକନିକା ଅଂଚଳ ନଦୀନାଳ ଘେରା ହୋଇଥିବାରୁ ବୋଟ ଯୋଗେ ଯାତ୍ରା କରିବାର ନିଆରା ଅନୁଭୂତି ରହିଛି। ଏଥିପାଇଁ ସରକାରୀ ସ୍ତରରେ ୧୧ ଟି ଏବଂ ୫୧ଟି ବେସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ରହିବା ପାଇଁ ଅନଲାଇନ ଓ ଜିରୋ ଆୱାରରେ କଟେଜ ବୁକିଂର ସୁବିଧା ଅଛି । ଜେଠୀରେ ବୟସ୍କ ଲୋକଙ୍କ ଯାତାୟତରେ ଅସୁବିଧାକୁ ଦୃଷ୍ଟିରେ ରଖି ନୂଆ ଅତ୍ୟାଧୁନିକ ଫ୍ଲୋଟିଂ ଜେଠୀ ନିର୍ମାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଭିତରକନିକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story