୨ରେ ପଦ୍ମପୁର ଯିବେ ନବୀନ: ରୋଡ୍ ଶୋ’ କରିବେ ନାହିଁ

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ୩ବର୍ଷ ପରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ଶୁକ୍ରବାର ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବେ । ନବୀନ ପୂର୍ବାହ୍ନ ୧୦ଟାରେ ପଦ୍ମପୁର ଗସ୍ତରେ ଯାଇ ୩ଟି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ସାଢେ଼ ୫ଟାରେ ନବୀନ ନିବାସକୁ ଫେରି ଆସିବେ ବୋଲି ସୂଚନା ମିଳିଛି । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ […]

Naveen

Naveen

Ordigital Desk
  • Published: Wednesday, 30 November 2022
  • Updated: 30 November 2022, 10:23 PM IST

Sports

Latest News

ଭୁବନେଶ୍ୱର/ପଦ୍ମପୁର (ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ୩ବର୍ଷ ପରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ଶୁକ୍ରବାର ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବେ । ନବୀନ ପୂର୍ବାହ୍ନ ୧୦ଟାରେ ପଦ୍ମପୁର ଗସ୍ତରେ ଯାଇ ୩ଟି ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ସାଢେ଼ ୫ଟାରେ ନବୀନ ନିବାସକୁ ଫେରି ଆସିବେ ବୋଲି ସୂଚନା ମିଳିଛି । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୩ଟି ଯାକ ଜନସଭାରେ ଯେପରି ପର୍ଯ୍ୟାପ୍ତ ପରିମାଣର ଲୋକ ହେବେ ସେଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପି୍ରମୋ ଶ୍ରୀ ପଟ୍ଟନାୟକ ଶୁକ୍ରବାର ସକାଳ ୧୦ଟାରେ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ଗସ୍ତ କରିବେ । ପ୍ରାୟ ସାଢେ଼ ୧୧ଟାରେ ଝାରବନ୍ଧରେ ଜନସଭାକୁ ସମ୍ବୋଧିତ କରିବେ । ସେହି ସଭାରେ ନବୀନ ସର୍ବାଧିକ ୪୦ମିନିଟ୍ ରହିବେ । ତା’ପରେ ପାଇକମାଳ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ନବୀନଙ୍କ ପାଇଁ ପଦ୍ମପୁରରେ ମଧ୍ୟାହ୍ନ ଭୋଜନ ଓ ଅସ୍ଥାୟୀ ବିଶ୍ରାମ ନେବାର ବ୍ୟବସ୍ଥା ହୋଇଛି । ପଦ୍ମପୁରରେ ଥିବା ଏକ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ୍ଣ ଭାବେ ବିଜେଡି ପକ୍ଷରୁ ବୁକ୍ କରାଯାଇଥିବା ସୂଚନା ମିଳିଛି । ଏହାପରେ ନବୀନ ଅପରାହ୍ନ ସାଢେ଼ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତ ସମୟରେ ନବୀନଙ୍କ କୌଣସି ରୋଡ୍ ଶୋ’ କାର୍ଯ୍ୟକ୍ରମ ନଥିବା ଦଳ ସୂତ୍ରରୁ ସୂଚନା ମିଳିଛି । ବିଜେଡି ସୁପି୍ରମୋଙ୍କ ନିର୍ବାଚନୀ ପ୍ରଚାରକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀମାନେ ଉତ୍ସାହିତ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ନବୀନ ମଇଦାନକୁ ଓହ୍ଲାଇବେ । ନବୀନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ନିଜର ବିଜୟ ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story