୨୪ ତାରିଖରେ 5T ସଚିବଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ସେ କହିଛନ୍ତି, ମୁଁ ଜଣେ ନିର୍ବାଚିତ ପ୍ରତିନିଧି, ମୁଁ 5T କାର୍ଯ୍ୟକ୍ରମକୁ ଯିବି, ମୋତେ କେହି ରୋକି ପାରିବେ ନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ମାମଲତକାରୀଙ୍କୁ ଶକ୍ତଧକ୍କା: ବବିଙ୍କ ଏଂଟ୍ରି ମହଙ୍ଗା ପଡ଼ିଲା,ଦଳ ଛାଡ଼ିଲେ ଉଦଳା ବ୍ଲକ ଅଧ୍ୟକ୍ଷା
ବବିଙ୍କୁ ଉଦଳା ସମେତ ମୋଟ ୫ଟି ନିର୍ବାଚନମଣ୍ଡଳୀର ସାଂଗଠନିକ କାର୍ଯ୍ୟ ବୁଝିବାର ଦାୟିତ୍ୱ ନ୍ୟସ୍ତ କରି ଭବିଷ୍ୟତରେ ଦଳୀୟ ସଂଗଠନରେ ତାଙ୍କୁ ପୁଣିଥରେ ଗୁରୁଦାୟିତ୍ୱ ଦେବା ପାଇଁ ହୋଇଥିବା ‘ରଣନୀତି’ ମଧ୍ୟ ଫେଲ୍ ମାରିଛି । ବବିଙ୍କୁ ଦାୟିତ୍ୱ ଦେବାର ୧୦ଦିନ ନପୁରୁଣୁ ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ନିଜର ଶତାଧିକ ସମର୍ଥକ ଓ ବହୁ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

National
ଆମ ଶାସନର ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ସବକା ସାଥ, ସବକା ବିକାଶ’ ବିଷୟରେ ଅନେକ କଥା କୁହାଯାଇଛି ଏବଂ ଏଥିରେ ଜଡ଼ିତ ଜଟିଳତାକୁ ବୁଝିବା ତାଙ୍କ ପାଇଁ କଷ୍ଟକର ଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ହେଉଛି ଆମର ସାମୂହିକ ଦାୟିତ୍ୱ ଏବଂ ସେଥିପାଇଁ ଦେଶ ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଛି।

Politics
ନୟାଗଡ଼ ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କା ହରିଲୁଟ୍ : ପରିଚାଳନା କମିଟି ନିଲମ୍ବିତ, ଖୋଳତାଡ଼ କରିବ କ୍ରାଇମବ୍ରାଂଚ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ବିରୁଦ୍ଧରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ଥମିନଥିବାବେଳେ ପୁଣି ଦୁର୍ନୀତି ଓ ଅର୍ଥ ତୋଷାରପାତ ଅଭିଯୋଗରେ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ଗୁରୁବାର ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।

Politics
ସାର୍ବଜନୀନ ହେଲା ସୂଚନା ଆୟୁକ୍ତ ପ୍ରାର୍ଥୀଙ୍କ ନାଁ: ଚୂଡ଼ାନ୍ତ ପାଇଁ ଯାଂଚ କମିଟି ଗଠିତ, ସୁରେଶ ଓ ମିନତୀ ବି କରିଛନ୍ତି ଆବେଦନ
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରି ଆୟୋଗର ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ପୂରଣ ନିମନ୍ତେ ଯଥାକ୍ରମେ ୩ ଜଣ ଓ ୧୨ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ସର୍ଟଲିଷ୍ଟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Politics
ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି 1737 କୋଟି!
ନିର୍ବାଚନ ସରିବାର 3 ମାସ ମଧ୍ୟରେ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ଓ ବିଜେଡି ତାଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ।