‘ଏକ ସାଙ୍ଗରେ ବସ... ଏକ ସାଙ୍ଗରେ ଭାବ... ଏକ ସାଙ୍ଗରେ ଚାଲ...’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ସାଙ୍ଗରେ ବସ… ଏକ ସାଙ୍ଗରେ ଭାବ… ଏକ ସାଙ୍ଗରେ ଚାଲ…। ଏପରି ଟ୍ୱିଟ୍‌ କରିଛନ୍ତି ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏକତା ମନ୍ତ୍ରକୁ ନେଇ ସୁରେଶ ପୂଜାରୀ ଏମିତି ଟ୍ୱିଟ୍‌ କରିଥିବା ଚର୍ଚ୍ଚା ହେଉଛି। ପୁରୀରେ ବିଜେପିର ହୋଇଥିଲା ତିନି ଦିନିଆ ପ୍ରଶିକ୍ଷଣ ଶିବିର। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ନେତାମାନେ ଯୋଗଦେଇଥିଲେ। ଆଉ ଗୁରୁମନ୍ତ୍ର ଦେବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶାରେ ବିଜେପି କେମିତି ଶାସନ […]

Suresh-Pujari

Suresh-Pujari

Manoranjan Sial
  • Published: Friday, 16 September 2022
  • Updated: 16 September 2022, 04:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ସାଙ୍ଗରେ ବସ... ଏକ ସାଙ୍ଗରେ ଭାବ... ଏକ ସାଙ୍ଗରେ ଚାଲ...। ଏପରି ଟ୍ୱିଟ୍‌ କରିଛନ୍ତି ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏକତା ମନ୍ତ୍ରକୁ ନେଇ ସୁରେଶ ପୂଜାରୀ ଏମିତି ଟ୍ୱିଟ୍‌ କରିଥିବା ଚର୍ଚ୍ଚା ହେଉଛି।

ପୁରୀରେ ବିଜେପିର ହୋଇଥିଲା ତିନି ଦିନିଆ ପ୍ରଶିକ୍ଷଣ ଶିବିର। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ନେତାମାନେ ଯୋଗଦେଇଥିଲେ। ଆଉ ଗୁରୁମନ୍ତ୍ର ଦେବାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶାରେ ବିଜେପି କେମିତି ଶାସନ ଗାଦିକୁ ଫେରିବ ସେଥିପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନେତା। ଗୁରୁବାର ପ୍ରଶିକ୍ଷଣ ଶିବିରର ଶେଷ ଦିନ ଥିଲା।

ପ୍ରଶିକ୍ଷଣ ଶିବିର ଶେଷ ଦିନରେ ଶ୍ରୀ ପୂଜାରୀ ଗୋଟିଏ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, ଏକ ସାଙ୍ଗରେ ବସ... ଏକ ସାଙ୍ଗରେ ଭାବ... ଏକ ସାଙ୍ଗରେ ଚାଲ..। ଏହି ମନ୍ତ୍ରକୁ ପାଥେୟ କରି.. ଆଶ୍ୱିନ କୃଷ୍ଣ ତୃତୀୟ, ଚତୁର୍ଥୀ ଓ ପଞ୍ଚମୀ (ସେପ୍ଟେମ୍ବର ୧୩, ୧୪ ଓ ୧୫ ତାରିଖ) ତିନିଦିନ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀଠାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର କିଛି ଦୃଶ୍ୟ ବୋଲି ଲେଖି ଶ୍ରୀ ପୂଜାରୀ କିଛି ଫଟୋ ସେୟାର୍‌ କରିଛନ୍ତି।

https://twitter.com/bismayaRanjanJ4/status/1570700885319352327?s=20&t=q5vBnTIMoUxaJ7TKXXYizA

ଶ୍ରୀ ପୂଜାରୀଙ୍କ ଏହି ଟ୍ୱିଟ୍‌ ପରେ ଜଣେ ଫଲୋୟର ଲେଖିଛନ୍ତି, ଯିଏ ଅନ୍ୟର ଘର ଭାଙ୍ଗେ 'କିମ୍ବା' ସବୁବେଳେ ଅନ୍ୟର ଘର ଭାଙ୍ଗିବା ପାଇଁ ଚକ୍ରାନ୍ତ କରେ ତା’ ଘର କେବେବି ଏକ ହୋଇ ପାରିବ ନାହିଁ। "ଯେ ପାଞ୍ଚେ ପରମନ୍ଦ..ତା' ମନ୍ଦ ପାଞ୍ଚନ୍ତି ଗୋବିନ୍ଦ" ବୋଲି ଲେଖିଛନ୍ତି।

https://twitter.com/BhaeFan/status/1570420749453922306?s=20&t=q5vBnTIMoUxaJ7TKXXYizA

ଆଉ ଜଣେ ଟ୍ୱିଟ୍‌ ହେଣ୍ଡଲର ଲେଖିଛନ୍ତି, ଏକ ସାଙ୍ଗରେ କମ୍ବଳ ଘୋଡେଇ ସୁଅ, ବିଜୁ ଜନତା ଦଳକୁ ଲୋକଙ୍କ କାମ କରିବା ପାଇଁ ନିଃସନ୍ଦେହରେ ଛାଡ଼ି ଦିଅ। ଲୋକଙ୍କ ବିଶ୍ୱାସ ଗୋଟିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଜେଡି ହିଁ ଗୋଟିଏ ଦଳ ଓଡ଼ିଶାକୁ ସୁରକ୍ଷା କରି ରଖି ପାରିବ ବୋଲି ଲେଖିଛନ୍ତି। ଆଉ ଜଣେ ଟ୍ୱିଟର ହେଣ୍ଡଲର ଲେଖିଛନ୍ତି, ଭାଇ ମୁଖ୍ୟମନ୍ତ୍ରୀ ଚେହେରା ଅଣା ଯାଉ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story