ଭାରତୀୟ ଟିମ୍‌କୁ ମିଳିଲା ନୂଆ ଜର୍ସି

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ମିଳିଲା ନୂଆ ଜର୍ସି। ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ନୂଆ ଜର୍ସି ପିନ୍ଧିବ। ଆଜି ଏନେଇ ଟ଼୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ। ପୂର୍ବ ଜର୍ସି ଭଳି ଏହାର ରଙ୍ଗ ବ୍ଲୁ। କିନ୍ତୁ ଏହା ଦେଖିବାକୁ ଅଧିକ ଚମକିଲା ଭଳି। ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ହରମନପ୍ରିତ କୋର୍, ରେଣୁକା […]

india

india

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 10:49 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟିମ୍‌କୁ ମିଳିଲା ନୂଆ ଜର୍ସି। ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ନୂଆ ଜର୍ସି ପିନ୍ଧିବ। ଆଜି ଏନେଇ ଟ଼୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ।

ପୂର୍ବ ଜର୍ସି ଭଳି ଏହାର ରଙ୍ଗ ବ୍ଲୁ। କିନ୍ତୁ ଏହା ଦେଖିବାକୁ ଅଧିକ ଚମକିଲା ଭଳି। ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ହରମନପ୍ରିତ କୋର୍, ରେଣୁକା ସିଂହ, ଶେଫାଳୀ ବର୍ମା ନଜର ଆସିଛନ୍ତି।

ଦିନକ ପରେ ଅର୍ଥାତ ୨୦ ତାରିଖରୁ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ୍ ବି ଏହି ଜର୍ସିରେ ଦିଶିବ ଟିମ୍ ଇଣ୍ଡିଆ। ଏସିଆ କପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବେଶ ଗୁରୁତ୍ୱବହନ କରୁଛି। ତେଣୁ ଦେଖିବାର କଥା ଭାରତୀୟ ଦଳ କିପରି ନିଜର ଦମଦାର ପ୍ରଦର୍ଶନ କରୁଛି। କାରଣ ଏହାର ପ୍ରଭାବ ବିଶ୍ୱକପ୍ ଉପରେ ମଧ୍ୟ ପଡ଼ିବ ବୋଲି ଆଶା କରାଯାଉଛି।

https://twitter.com/BCCI/status/1571511542218379270?s=20&t=KAxUY8fsch8mF36g3f7BiQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story