BCCI ଗଠନ କଲା ନୂଆ CAC, ଏଥର ଏହି ତିନି ଜଣ କରିବେ ସିଲେକ୍ସନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଗଠନ କଲା ନୂଆ ସିଏସି। ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ହଟାଇବା ପରେ ଗୁରୁବାର ବିସିସିଆଇ ଏକ ନୂତନ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଗଠନ କରିଛି। ତିନି ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମଲହୋତ୍ରା, ଜତୀନ ପରାଞ୍ଜପେ ଏବଂ ସୁଲକ୍ଷଣା ନାଇକ ସାମିଲ ଅଛନ୍ତି। ଏହି ତିନି ଜଣ ମିଶି ବିସିସିଆଇର ନୂଆ ସିଲେକ୍ଟର୍ସଙ୍କୁ ଚୟନ କରିବେ। ସିଏସିର ନୂଆ ସଦସ୍ୟ ଅଶୋକ ମଲହୋତ୍ରା ୭ଟି […]

BCCI

BCCI

Madhupriya Mistry
  • Published: Thursday, 01 December 2022
  • Updated: 01 December 2022, 06:16 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଗଠନ କଲା ନୂଆ ସିଏସି। ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ହଟାଇବା ପରେ ଗୁରୁବାର ବିସିସିଆଇ ଏକ ନୂତନ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ଗଠନ କରିଛି। ତିନି ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମଲହୋତ୍ରା, ଜତୀନ ପରାଞ୍ଜପେ ଏବଂ ସୁଲକ୍ଷଣା ନାଇକ ସାମିଲ ଅଛନ୍ତି। ଏହି ତିନି ଜଣ ମିଶି ବିସିସିଆଇର ନୂଆ ସିଲେକ୍ଟର୍ସଙ୍କୁ ଚୟନ କରିବେ।

ସିଏସିର ନୂଆ ସଦସ୍ୟ ଅଶୋକ ମଲହୋତ୍ରା ୭ଟି ଟେଷ୍ଟ ଏବଂ ୨୦ଟ ଦିନିକିଆ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ନିକଟରେ ଭାରତୀୟ କ୍ରିକେଟର୍ସ ଆସୋସିଏସନର ଅଧ୍ୟକ୍ଷ ରୂପେ ସେ କାମ କରିଥିଲେ।

ସେହିପରି ଜତୀନ ପରାଞ୍ଜପେ ଭାରତ ପାଇଁ ୪ଟି ଦିନିକିଆ ଖେଳିଛନ୍ତି । ସେ ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ନେତୃତ୍ୱରେ ଚୟନ ପ୍ୟାନେଲର ସଦସ୍ୟ ଥିଲେ।

ସୁଲକ୍ଷଣା ନାଇକ ଏବେ ବି ସିଏସିର ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ମଦନ ଲାଲ, ଆର.ପି ସିଂଙ୍କ ସହ ସିଏସିର ସେ ସଦସ୍ୟ ଥିଲେ। ନାଇକ ନିଜର ୧୧ ବର୍ଷର କ୍ୟାରିୟରରେ ଭାରତ ପାଇଁ ଦୁଇ ଟେଷ୍ଟ ୪୬ ଦିନିକିଆ ଏବଂ ୩୧ ଟି-ଟ୍ୱେଣ୍ଟି ଖେଳିଛନ୍ତି।

ଉଲ୍ଲେଖଯୋଗ୍ୟ, ବିସିସିଆଇ ସମ୍ବିଧାନ ମୁତାବକ, ୫ ସଦସ୍ୟ ବିଶିଷ୍ଟ ଚୟନକର୍ତ୍ତା କମିଟିକୁ କେବଳ ତିନିଜଣ ସଦସ୍ୟଙ୍କୁ ନେଇ ଗଠିତ ସିଏସି ହିଁ ଚୟନ କରିପାରିବ। ଗତ ବର୍ଷ ଅକ୍ଟୋବରରେ ମଦନ ଲାଲଙ୍କ ଇସ୍ତଫା ପରେ ସିଏସି ଅଧ୍ୟକ୍ଷ ପଦ ଖାଲି ଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ପୂର୍ବତନ କ୍ରିକେଟର ଆରପି ସିଂହ ଏବଂ ସୁଲକ୍ଷଣା ନାଇକ ମିଳିତ ଭାବେ ରାହୁଲ ଦ୍ରାବିଡଙ୍କ କୋଚ ପଦ ପାଇଁ ଇଣ୍ଟରଭ୍ୟୁ ନେଇଥିଲେ। ନାବକ ଏପର୍ଯ୍ୟନ୍ତ ସିଏସିର ସଦସ୍ୟ ଥିବାବେଳେ ଆରପି ସିଂହ ବର୍ତ୍ତମାନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫର ଅଂଶ ଅଟନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story