ଚାର୍ଲି ଡିନଙ୍କୁ ରନ ଆଉଟ କଲେ ଦୀପ୍ତି ଶର୍ମା, ଭାଇରାଲ ହେଉଛି ଭିଡିଓ

ଲର୍ଡସ: ଭାଇରାଲ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ବୋଲିଂ। ସେ ଇଂଲଣ୍ଡ ମହିଳା ଟିମ୍‌ର ଚାର୍ଲି ଡିନଙ୍କୁ କରିଥିବା ରନ ଆଉଟକୁ ନେଇ ବିବାଦ ଦେଖାଦେଇଛି। କିଛି ଲୋକ ଦୀପ୍ତି ଶର୍ମା ଓ ଟିମ ଇଣ୍ଡିଆକୁ ସମର୍ଥନ କରିଥିବା ବେଳେ ଆଉ କିଛି ଅଣଖେଳୁଆଡ଼ ମନୋଭାବ କଥା କହି ସମାଲୋଚନା କରିଛନ୍ତି। ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଲର୍ଡସରେ ଖେଳଯାଇଥିଲା। ଭାରତ ଆଗୁଆ ଦିନିକିଆ […]

dipit-sharma

dipit-sharma

Hemant Lenka
  • Published: Sunday, 25 September 2022
  • Updated: 25 September 2022, 08:33 AM IST

Sports

Latest News

ଲର୍ଡସ: ଭାଇରାଲ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ବୋଲିଂ। ସେ ଇଂଲଣ୍ଡ ମହିଳା ଟିମ୍‌ର ଚାର୍ଲି ଡିନଙ୍କୁ କରିଥିବା ରନ ଆଉଟକୁ ନେଇ ବିବାଦ ଦେଖାଦେଇଛି। କିଛି ଲୋକ ଦୀପ୍ତି ଶର୍ମା ଓ ଟିମ ଇଣ୍ଡିଆକୁ ସମର୍ଥନ କରିଥିବା ବେଳେ ଆଉ କିଛି ଅଣଖେଳୁଆଡ଼ ମନୋଭାବ କଥା କହି ସମାଲୋଚନା କରିଛନ୍ତି।

ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଲର୍ଡସରେ ଖେଳଯାଇଥିଲା। ଭାରତ ଆଗୁଆ ଦିନିକିଆ ସିରିଜ ଜିତି ସାରିଥିବା ବେଳେ କାଲି ପ୍ରଥମେ ବ୍ୟାଟିଂ କରି ୧୬୯ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଶେଷ ଭାଗରେ ଚାର୍ଲି ଡିନ ଲଢ଼େଇ କରିଥିଲେ।

ଏଥିସହ ଇଂଲଣ୍ଡକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। କିନ୍ତୁ ତାଙ୍କୁ ଭାରତର ଦୀପ୍ତି ଶର୍ମା ନନ୍‌ ଷ୍ଟ୍ରାଇକ ଏଣ୍ଡରେ ରନ ଆଉଟ କରି ଦଳକୁ ୧୬ ରନରେ ବିଜୟ ଭେଟି ଦେଇଥିଲେ। ଡିନ୍‌ ମଙ୍କଡ ଆଉଟ ହେବାରୁ କାନ୍ଦିକାନ୍ଦି ପଡ଼ିବା ଛାଡ଼ିଥିଲେ। ସେ ଯାହା ବି ହେଉ ଭାରତ ୩-୦ରେ ପ୍ରଥମଥର ପାଇଁ ଇଂଲଣ୍ଡରେ ଦିନିକିଆ ସିରିଜ ଜିତିବାର ରେକର୍ଡ କରିଛି।

ଭାରତ ଦେଇଥିବା ୧୭୦ ରନର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ଏକଦା ୬୫ ରନରେ ୭ ୱିକେଟ ହରାଇଥିଲା। କିନ୍ତୁ ଡିନ୍‌ ପ୍ରଥମେ ଅଧିନାୟକ ଆମୀ ଜୋନ୍ସଙ୍କ ସହ ମିଶି ୩୮ ରନର ଭାଗିଦାରୀ କରିଥିଲେ। ଜୋନ୍ସ ଓ କେଟ କ୍ରସ ଲଗାତର ଆଉଟ ହୋଇ ଯାଇଥିଲେ ମଧ୍ୟ ଡିନ୍‌ ଲଢ଼େଇ ଜାରି ରଖିଥିଲେ। ତାଙ୍କୁ ଫ୍ରେୟୟା ଡାଭିଇସ ପୂର୍ଣ୍ଣ ସହଯୋଗ କରିଥିଲେ।

କିନ୍ତୁ ଇଂଲଣ୍ଡକୁ ଜିତିବା ପାଇଁ ୧୭ ରନ ଦରକାର ଥିବା ବେଳେ ଡିନ୍‌ ୪୭ ରନ କରି ବିବଦାୟୀ ପରିସ୍ଥିତିରେ ଆଉଟ ହୋଇଯାଇଥିଲେ। ଇଂଲଣ୍ଡକୁ ଜିତିବା ପାଇଁ ୧୭ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଦୀପ୍ତି ଶର୍ମା। ଫ୍ରେୟା ଡାଭିଇସ ତାଙ୍କୁ ଷ୍ଟ୍ରାଇକ କରିଥିଲେ ଓ ନନ ଷ୍ଟ୍ରାଇକରେ ଡିନ୍ ରହିଥିଲେ। କିନ୍ତୁ ଦୀପ୍ତି ବୋଲିଂ କରିବା ପୂର୍ବରୁ ହିଁ ଡିନ୍ ତରବରିଆ ଭାବେ କ୍ରିଜ୍ ଛାଡ଼ି ବହୁ ଆଗକୁ ଚାଲି ଯାଇଥିଲେ।

ଏତିକି ବେଳେ ଦୀପ୍ତି ତାଙ୍କୁ ରନ ଆଉଟ କରି ଦେଇଥିଲେ। ଏକଥା ଡିନ୍ କି ଅମ୍ପାୟାର କେହି କିଛି ବୁଝି ପାରି ନଥିଲେ। ଶେଷରେ ନିଷ୍ପତ୍ତି ଥାର୍ଡ ଅମ୍ପାୟାରଙ୍କ ପାଖକୁ ଯାଇଥିଲେ। ଥାର୍ଡ ଅମ୍ପାୟାର ଡିନଙ୍କୁ ଆଉଟ ଘୋଷଣା କରିବାରୁ ଭାରତ ୧୬ରେ ମ୍ୟାଚଟିକୁ ଜିତି ନେଇଥିଲା।

ଏଭଳି ଆଉଟ କ୍ରିକେଟରେ ବହୁତ କମ ଦେଖିବାକୁ ମିଳେ। ଆଇପିଏଲରେ ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡର ଜୋଶ ବଟଲରଙ୍କୁ ସମାନ ଢଙ୍ଗରେ ମଙ୍କଡ ଆଉଟ କରିଥିଲେ। ଏହାକୁ ସେତେବଳେ ଅଣଖେଳୁଆଡ଼ ମନୋଭାବ ବୋଲି କୁହାଯାଇଥିଲା। ହେଲେ ଏବେ ଆଇସିସି ମଧ୍ୟ ମଙ୍କଡ ଆଉଟକୁ ଅନୁମତି ଦେଇଛି। ଏପରି ଆଉଟକୁ ଆଉ କେହି ଅଣଖେଳୁଆଡ଼ ମନୋଭାବ କହିପାରିବେ ନାହିଁ। ଏହାକୁ ରନଆଉଟ ଭାବେ ବିବେଚନା କରାଯିବ ବୋଲି ଆଇସିସି ନିୟମ ପ୍ରଣୟନ କରିଛି। ତଥାପି ଇଂଲିଶ କମେଣ୍ଟେଟରମାନେ ଭାରତୀୟ ଟିମର ଏପରି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀପ୍ତି ଶର୍ମା ରନ ଆଉଟ କରିଥିବା ବେଳେ ଟ୍ୱିଟରରେ ଅଶ୍ୱିନଙ୍କ ନାଁ କାଲିଠାରୁ ଟ୍ରେଣ୍ଡିଂ କରୁଛି। ଏହାକୁ ନିଜେ ଅଶ୍ୱିନ ନିନ୍ଦା କରିବା ସହ ସମସ୍ତେ ଦୀପ୍ତି ଶର୍ମାଙ୍କ ଚମତ୍କାର ବୋଲିଂ ଉପରେ ଫୋକସ କରିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story