ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।
କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ର ବ୍ୟାଟ୍ସ ମ୍ୟାନ୍ ନୀତିଶ ରାଣା କରୋନାରେ ଆକ୍ରାନ୍ତ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରୁ ଆଇପିଏଲ୍ ସିଜିନ୍ ୧୪ ଆରମ୍ଭ ହେବ। ତେବେ ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପ୍ରଥମ ମ୍ୟାଚ୍ ଖେଳିବ। ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ ପରସ୍ପର ମୁହାଁମୁହିଁ ହେବେ।
https://twitter.com/ani_digital/status/1378263936940695554?s=20
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଆଇସିସି ଟେଷ୍ଟ ମାନ୍ୟତା: ରୋହିତ-କୋହଲିଙ୍କ ସ୍ଥିତି ଖରାପ; ବୁମରାଙ୍କ ଦବଦବା ଜାରି
ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ରୁଟଙ୍କୁ ହଟାଇ ଶୀର୍ଷରେ ହ୍ୟାରୀ ବ୍ରୁକ୍। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୧ ନମ୍ବର।
Cricket
ଗାବା ଟେଷ୍ଟକୁ ଆଉ ୩ ଦିନ: କେତେ ନମ୍ବରରେ ବ୍ୟାଟିଂ କରିବେ ରୋହିତ? ଦେଲେ ବଡ଼ ସଙ୍କେତ
ଡିସେମ୍ବର ୧୪ରୁ ଗାବାରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହା ପୂର୍ବରୁ ରୋହିତ ଶର୍ମା ନିଜ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି।
Cricket
WTC ଫାଇନାଲ ଠାରୁ ଗୋଟିଏ ବିଜୟ ଦୂରରେ ଦକ୍ଷିଣ ଆଫ୍ରିକା, ବଢ଼ିଲା ଭାରତର ସମସ୍ୟା
ଦକ୍ଷିଣ ଆଫ୍ରିକା ଏବେ ଫାଇନାଲରେ ନିଜର ସ୍ଥାନ ପକ୍କା କରିବା ପାଇଁ ପାକିସ୍ତାନ ବପିକ୍ଷରେ ବାକି ରହିଥିବା ୨ଟି ଟେଷ୍ଟ ମଧ୍ୟରୁ କେବଳ ଗୋଟିଏ ଜିତିବା ଆବଶ୍ୟକ କରୁଛି।
Cricket
ସିରାଜଙ୍କୁ ଦଣ୍ଡିତ କଲା ଆଇସିସି, ଅଳ୍ପକେ ବର୍ତ୍ତିଲେ ଟ୍ରାଭିସ ହେଡ୍
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ପିଙ୍କ ବଲ ଟେଷ୍ଟରେ ସିରାଜ ଓ ହେଡଙ୍କ ମଧ୍ୟ ଗରମାଗରମି ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆକ୍ଷେପ କରି ବୟାନବାଜୀ କରିଥିଲେ।
Cricket
ପୁଣି ଚର୍ଚ୍ଚାରେ ମହମ୍ମଦ ଶାମି, ଏଥର ବ୍ୟାଟରେ କଲେ କମାଲ: ଦେଖନ୍ତୁ ଭିଡିଓ
ଶାମି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଏଥର ସେ ନିଜର ବୋଲିଂ ପାଇଁ ନୁହେଁ, ବରଂ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।