ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ସିରିଜ୍‌ ହାତେଇଲା ଭାରତ

ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ।  ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ  ଦମଦାର ଅର୍ଦ୍ଧଶତକ ବଳରେ ଭାରତ ରୋମାଞ୍ଚକର ଟି-୨୦ ମୁକାବିଲାରେ ବାଜି ମାରିଛି।  ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏଥିସହ  ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ […]

india

india

Tapas Behera
  • Published: Sunday, 25 September 2022
  • Updated: 25 September 2022, 10:54 PM IST

Sports

Latest News

ହାଇଦ୍ରାବାଦ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ।  ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ  ଦମଦାର ଅର୍ଦ୍ଧଶତକ ବଳରେ ଭାରତ ରୋମାଞ୍ଚକର ଟି-୨୦ ମୁକାବିଲାରେ ବାଜି ମାରିଛି।  ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ତଥା ଅନ୍ତିମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏଥିସହ  ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୮୬ ରନ କରିଥିଲା। ୧୮୭ ରନ୍‌ର ଲକ୍ଷ୍ୟକୁ ପିଛାକରି ୧୯.୫ ଓଭରରେ ୪ ୱିକେଟ ହରାଇ ନିର୍ଦ୍ଧାରିତ ରନ୍‌ କରି ବିଜୟ ହୋଇଛି ।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୯ ରନ୍‌ କରିଥିବା ବେଳେ ବିରାଟ କୋହଲି ୪୮ ବଲରେ ୬୩ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ୍ ସାମସ୍ ୨ଟି ୱିକେଟ ନେଇଥିବା ବେଳେ ଜୋସ୍ ହାଜଲେଉଡ୍ ଓ ପ୍ୟାଟ୍ କମିନ୍ସ ୧-୧ ୱିକେଟ ନେଇଥିଲେ। କିନ୍ତୁ ଅଷ୍ଟ୍ରେଲିଆକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ବୋଲିଂରେ ଟିମ ଇଣ୍ଡିଆର ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ବ୍ୟାଟିଂ କରିଥିଲା।

କାମେରନ ଓ ଅଧିନାୟକ ଆରୋନ ଫିଞ୍ଚ (୭ରନ୍‌) ୩.୩ ଓଭର ଖେଳି ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। କିନ୍ତୁ ଷ୍ଟିଭେନ୍‌ ସ୍ମିଥ ଓ ଗ୍ଲେନ ମ୍ୟାକ୍ସୱେଲ ଯଥାକ୍ରମେ ୯ ଓ ୬ ରନ୍‌ କରି ଆଉଟ ହୋଇଥିଲେ। ଜୋସ ଇଙ୍ଗଲିସ୍‌  ୨୪ ରନ୍‌ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୩ଟି ଚୌକା ମାରିଥିଲେ। ଡେନିଏଲ୍‌ ସାମ୍‌ସ ଅପରାଜିତ ୨୮ ରନ୍‌ ସଂଗ୍ରହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story