ପୋଲିସ କରୁଛି ଗୁଇନ୍ଦାଗିରି, ଅଭିଯୋଗ କରି ଆସୁଥିଲା ବିଜେପି। ଏହି ଅଭିଯୋଗକୁ ସତ ପ୍ରମାଣିତ କରି ଦେଇଛନ୍ତି ସରକାର। ଦୁଇ ମନ୍ତ୍ରୀଙ୍କ ଖାଇବା ସ୍ଥାନରେ ଗୁଇନ୍ଦାଗିରି କରୁଥିଲା ପୋଲିସ୍! ବାବୁଙ୍କୁ ଧରିଲା ବିଜେପି, ଥାନାରେ ଦେଲା ଏତଲା। ବାବୁ କହିଲେ, ନିର୍ଦ୍ଦେଶ ଥିଲା ଉପରିସ୍ଥ ଅଧିକାରୀଙ୍କର। ବାବୁ ଭିଡିଓ ଉଠାଇ ପଠାଇଥାନ୍ତେ ଗୋଟେ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ!
https://youtu.be/gXw9p_7f1to
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।