ଭଦ୍ରମୁଖା ପିନ୍ଧିଛି କୁଖ୍ୟାତ ଠକ। ସାବଧାନ ରୁହନ୍ତୁ, କଳାକନା ବୁଲାଇ ଦେବ। ସମାଜସେବା ଆଳରେ ଚଳାଇଥିଲା ଲୁଟତରାଜ। ଠକର ଚାଲାକି ଧରିଲା ସୁରଟ ପୋଲିସ।
https://youtu.be/iNRghaZTJlU
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଛୁଟି ନ ମିଳିବାରୁ କାହିଁକି ୪ ସହକର୍ମୀଙ୍କୁ ଛୁରୀ ଭୁଷି ଦେଲେ ସରକାରୀ କର୍ମଚାରୀ?
ରକ୍ତ ଭିଜା ଛୁରୀ ଧରି ରାସ୍ତାରେ ବୁଲୁଥିବା ସରକାରୀ କର୍ମଚାରୀ ଜଣଙ୍କ ହେଲେ ଅମିତ କୁମାର ସରକାର। ସେ କାନ୍ଧରେ ଗୋଟିଏ ବ୍ୟାଗ ପକାଇଥିବା ବେଳେ ବାମ ହାତରେ ଆଉ ଗୋଟିଏ ବ୍ୟାଗ ଧରିଥିଲେ। ତାଙ୍କ ଡାହାଣ ହାତରେ ରକ୍ତ ଲଗା ଛୁରୀ ରହିଥିଲା।

National
ପାକିସ୍ତାନର ହମଲାକୁ ପଣ୍ଡ କଲା ଭାରତୀୟ ସେନା, ଗଡ଼ିଲା ୭ ଅନୁପ୍ରବେଶକାରୀଙ୍କ ମୁଣ୍ତ
ଭାରତୀୟ ସେନାର ଗୁଳିରେ ଟଳିଛନ୍ତି ୭ ଅନୁପ୍ରବେଶକାରୀ। ଏମାନଙ୍କ ମଧ୍ୟରୁ ୨ରୁ ୩ ଜଣ ପାକିସ୍ତାନ ସେନାର ଯବାନ ବି ରହିଛନ୍ତି। କିନ୍ତୁ ସେମାନଙ୍କର ସବୁ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିବାକୁ ସକ୍ଷମ ହୋଇଛି।

National
ଆୟକର ପରେ ଟୋଲରେ ମିଳିବ କି ବଡ଼ ଆଶ୍ୱସ୍ତି?
ଜାତୀୟ ରାଜପଥରେ ନିଆ ଯାଉଥିବା ଟୋଲ ଫି’ରୁ ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଖୁବଶୀଘ୍ର ଟୋଲ ଫି’ କ୍ଷେତ୍ରରେ ଲୋକଙ୍କୁ ଫାଇଦା ଦେବା ପାଇଁ କେନ୍ଦ୍ର ସରକାର ନୂଆ ନୀତି ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି।

National
ଆମ ଶାସନର ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ‘ସବକା ସାଥ, ସବକା ବିକାଶ’ ବିଷୟରେ ଅନେକ କଥା କୁହାଯାଇଛି ଏବଂ ଏଥିରେ ଜଡ଼ିତ ଜଟିଳତାକୁ ବୁଝିବା ତାଙ୍କ ପାଇଁ କଷ୍ଟକର ଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ହେଉଛି ଆମର ସାମୂହିକ ଦାୟିତ୍ୱ ଏବଂ ସେଥିପାଇଁ ଦେଶ ସେମାନଙ୍କୁ ସେବା କରିବାର ସୁଯୋଗ ଦେଇଛି।

Politics
ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି 1737 କୋଟି!
ନିର୍ବାଚନ ସରିବାର 3 ମାସ ମଧ୍ୟରେ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ଓ ବିଜେଡି ତାଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ।