ଏ ମନ୍ଦିରକୁ ଦେଖନ୍ତୁ। ଏଠି ଭଗବାନଙ୍କୁ ପୂଜା କରିବା ପାଇଁ ପ୍ରତିଦିନ ସାପ ଆସନ୍ତି। ଆପଣ ଏକଥା ଶୁଣି ଟିକେ ଚମକି ପଡ଼ିଥିବେ। କିନ୍ତୁ ଏହା ସତ। ଉତ୍ତର ପ୍ରଦେଶ ଆଗ୍ରା ନିକଟ ସଲେମାବାଦ ଗାଁରେ ଥିବା ପ୍ରାଚୀନ ଶିବ ମନ୍ଦିରର ଏ ଚିତ୍ର।
https://youtu.be/y1gjYDXd1u4
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।