Odisha News

Crime

ବଡ଼ ଧରଣର ଏନ୍‌କାଉଣ୍ଟର; ୩୦ରୁ ଅଧିକ ନକ୍ସଲ ସଫା

ତିନିଟି ଜିଲ୍ଲାର ଡିଆରଜି ଯବାନମାନେ ଏହି ଅପରେସନରେ ସାମିଲ ହୋଇଥିଲେ।

Encounter
Gandhi Family
ଦେଶ
ନ୍ୟାଶନାଲ ହେରାଲ୍ଡ କେସ: ଅପରାଧରୁ ମିଳିଥିଲା ୧୪୨ କୋଟି, ଲାଭ ପାଇଛନ୍ତି ରାହୁଲ ଓ ସୋନିଆ!

ମାମଲା ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତିକୁ ୨୦୨୩ ନଭେମ୍ବରରେ ଜବତ କରାଯାଇଥିଲା। କିନ୍ତୁ ସେଯାଏ ସେଗୁଡ଼ିକୁ ଅଭିଯୁକ୍ତମାନେ ନିଜ ଅଧୀନରେ ରଖି ଅପରାଧ ଘଟାଇ ଚାଲିଥିଲେ।

  • Wednesday, 21 May 2025
Mother and Child
ସ୍ୱାସ୍ଥ୍ୟ
ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର, ନିୟମ ସ୍ଥିରୀକୃତ

ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା । ସେ ...

  • Wednesday, 21 May 2025
Jyoti
ଦେଶ
ଆଇଏସଆଇ ଅଧିକାରୀଙ୍କୁ ବାହା ହେବାକୁ ଉଚ୍ଛନ୍ନ ହେଉଥିଲେ ‘ପାକ୍‌ ଗୁପ୍ତଚର’ ଜ୍ୟୋତି

ପାକିସ୍ତାନ ପାଇଁ ଜ୍ୟୋତି କେଉଁ ପ୍ରକାରର ଗୁଇନ୍ଦାଗିରି କରୁଥିଲେ ଓ ସେ କେଉଁ ସବୁ ତଥ୍ୟ ପାକିସ୍ତାନକୁ ଦେଇଥିଲେ, ତା’ର ତଦନ୍ତ ଭାରତୀୟ ଏଜେନ୍ସିଗୁଡ଼ିକ କରୁଛନ୍ତି।

  • Wednesday, 21 May 2025
Ali Khan
ଦେଶ
ଅସନ୍ତୋଷ ଝାଡ଼ିଲେ , ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ପ୍ରଫେସର ଅଲୀ ଖାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ପ୍ରଫେସର ଅଲୀ ଖାନ ଏ ସମ୍ପର୍କରେ କୌଣସି ଅନଲାଇନ ପୋଷ୍ଟ କିମ୍ବା ...

  • Wednesday, 21 May 2025

National

ଡାକ୍ତରରୁ ସିରିଏଲ କିଲର୍‌: ହତ୍ୟା କରି କୁମ୍ଭୀରଙ୍କୁ ଖୁଆଇ ଦେଉଥିଲା ମୃତଦେହ

କୁଖ୍ୟାତ ଅପରାଧୀ ଜଣଙ୍କ ପ୍ୟାରେଲୋରେ ଯିବା ପରେ ନିଜର ପରିଚୟ ବଦଳାଇ ରାଜସ୍ଥାନର ଦୌସାରେ ଥିବା ଆଶ୍ରମରେ ଆଶ୍ରୟ ନେଇଥିଲା।

AI
Gandhi Family
ଦେଶ
ନ୍ୟାଶନାଲ ହେରାଲ୍ଡ କେସ: ଅପରାଧରୁ ମିଳିଥିଲା ୧୪୨ କୋଟି, ଲାଭ ପାଇଛନ୍ତି ରାହୁଲ ଓ ସୋନିଆ!

ମାମଲା ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତିକୁ ୨୦୨୩ ନଭେମ୍ବରରେ ଜବତ କରାଯାଇଥିଲା। କିନ୍ତୁ ସେଯାଏ ସେଗୁଡ଼ିକୁ ଅଭିଯୁକ୍ତମାନେ ନିଜ ଅଧୀନରେ ରଖି ଅପରାଧ ଘଟାଇ ଚାଲିଥିଲେ।

  • Wednesday, 21 May 2025
Verma
ଦେଶ
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖକୁ ଯିବା ପାଇଁ କାହିଁକି କହିଲେ ସୁପ୍ରିମକୋର୍ଟ?

ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଆଜି ଆବେଦନର ଶୁଣାଣି ବେଳେ ଉଲ୍ଲେଖ କରିଛନ୍ତି ଯେ ଏ ସଂକ୍ରାନ୍ତରେ ଗୋଟିଏ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ...

  • Wednesday, 21 May 2025
Banu Mushtaq and Deepa Bhasthi
କଳା ଓ ସାହିତ୍ୟ
ଦେଶ ପାଇଁ ଗୌରବ ଆଣିଲେ ବାନୁ ମୁସ୍ତାକ ଓ ଦୀପା ଭଷ୍ଠୀ

ବୁକର ପ୍ରାଇଜ ପ୍ଲାଟ୍‌ଫର୍ମରେ ପ୍ରଦତ୍ତ ତଥ୍ୟ ଅନୁସାରେ ବାନୁ ମୁସ୍ତାକଙ୍କର ୬ଟି ଗଳ୍ପ ସଂକଳନ ରହିଛି। ସେ ଗୋଟିଏ ଉପନ୍ୟାସ ଲେଖିଛନ୍ତି। ତା’ ସହିତ ତାଙ୍କର ଗୋଟିଏ ପ୍ରବନ୍ଧ ଓ କବିତା ସଙ୍କଳନ ମଧ୍ୟ ...

  • Wednesday, 21 May 2025
Jyoti
ଦେଶ
ଆଇଏସଆଇ ଅଧିକାରୀଙ୍କୁ ବାହା ହେବାକୁ ଉଚ୍ଛନ୍ନ ହେଉଥିଲେ ‘ପାକ୍‌ ଗୁପ୍ତଚର’ ଜ୍ୟୋତି

ପାକିସ୍ତାନ ପାଇଁ ଜ୍ୟୋତି କେଉଁ ପ୍ରକାରର ଗୁଇନ୍ଦାଗିରି କରୁଥିଲେ ଓ ସେ କେଉଁ ସବୁ ତଥ୍ୟ ପାକିସ୍ତାନକୁ ଦେଇଥିଲେ, ତା’ର ତଦନ୍ତ ଭାରତୀୟ ଏଜେନ୍ସିଗୁଡ଼ିକ କରୁଛନ୍ତି।

  • Wednesday, 21 May 2025

Sports

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ

ତୃତୀୟ ଥର ପାଇଁ ଅହମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବାକୁ ଯାଉଛି। ୨୦୨୨ ଓ ୨୦୨୩ ଆଇପିଏଲର ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା।

IPL
MI
କ୍ରିକେଟ୍
ପ୍ଲେ ଅଫ ପୂର୍ବରୁ ଏହି ୩ ବିଦେଶୀ ଖେଳାଳିଙ୍କୁ ନିଜ ସହ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ରିଚାର୍ଡ ଗ୍ଲୀସନ ଓ ଶ୍ରୀଲଙ୍କାର ଚରିଥ ଅସଲଙ୍କାଙ୍କ ସହ ମଧ୍ୟ ବଦଳି ଖେଳାଳି ନିୟମ ଅନୁସାରେ ଚୁକ୍ତି କରିଛି।

  • Tuesday, 20 May 2025
Rathi
କ୍ରିକେଟ୍
ମ୍ୟାଚ୍‌ ଫି’ ୫୦% କଟିଲା, ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେଲେ ଏହି ଆଇପିଏଲ ଷ୍ଟାର୍‌

ଏହାପୂର୍ବରୁ ସମାନ ଆଚରଣ ପାଇଁ ରାଠିଙ୍କୁ ଦୁଇ ଥର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଫାଇନ ଲାଗୁ କରାଯାଇଥିଲା। ତାଙ୍କୁ ନିଜ ଆଚରଣରେ ସୁଧାର ଆଣିବାକୁ ପରାମର୍ଶ ଦିଆଯାଇଥିଲା।

  • Tuesday, 20 May 2025
BCCI
କ୍ରିକେଟ୍
ପାକିସ୍ତାନକୁ ଏକଘରକିଆ କରିବା ଯୋଜନାରେ ବିସିସିଆଇ

ପାକିସ୍ତାନ ସହ ଭାରତ ସରକାର କୂଟନୀତିକ ସମ୍ପର୍କଚ୍ଛିନ୍ନ କରିଥିବାରୁ ଏବେ ବିସିସିଆଇ ମଧ୍ୟ କ୍ରିକେଟ କ୍ଷେତ୍ରରେ ପାକିସ୍ତାନକୁ ଏକଘରକିଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

  • Monday, 19 May 2025
IPL
କ୍ରିକେଟ୍
ଇତିହାସ ରଚିଲେ ଶ୍ରେୟସ ଆୟର

୨୦୨୪ରେ କେକେଆର ବିଜୟରେ ଆୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ଏହାର ଶ୍ରେୟ ତାଙ୍କୁ ଠିକ ଭାବେ ମିଳି ନଥିଲା। ମେଗା ଅକ୍ସନ ପୂର୍ବରୁ ଆୟରଙ୍କୁ କେକେଆର ରିଲିଜ କରି ଦେଇଥିଲା।

  • Monday, 19 May 2025

International

କାହିଁକି ହଠାତ୍‌ ହସ୍ପିଟାଲରେ ଭର୍ତ୍ତି ହେଲା ଲସ୍କରର ସହ ପ୍ରତିଷ୍ଠାତା?

ଏହି ଘଟଣାର ୩ ଦିନ ପୂର୍ବରୁ ଲସ୍କର ଅପରେଟିଭ ଓ ପ୍ରମୁଖ ନିଯୁକ୍ତିଦାତା ଅବୁ ସୈଫୁଲ୍ଲାକୁ କିଛି ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ।

amir Hamza
Food Crisis
ଦୁନିଆ
ଭୋକରେ ଆଉଟୁପାଉଟୁ ୧.୧ କୋଟି ପାକିସ୍ତାନୀ

ପାକିସ୍ତାନର ୧.୧ କୋଟି ଲୋକ ଖାଇବାକୁ ପାଉ ନାହାନ୍ତି। ସେମାନଙ୍କ ମଧ୍ୟରୁ ୧୭ ଲକ୍ଷଙ୍କୁ ଏଫଏଓ ‘ଜରୁରୀକାଳୀନ’ ସ୍ଥିତିରେ ଅନ୍ତର୍ଭୁକ୍ତ କରିଛି। ସେମାନେ ଅନାହାର ସ୍ଥିତିଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି।

  • Tuesday, 20 May 2025
Munir
ଦୁନିଆ
ମୁନିରଙ୍କୁ ବଡ଼ ପ୍ରମୋସନ ଦେଲା ଅଲାଜୁକ ପାକିସ୍ତାନ

ଭାରତ ଆଗରେ ମାଟି କାମୁଡ଼ିବା ପରେ ମେ’ ୧୦ ତାରିଖରେ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲା। ହେଲେ ପାକିସ୍ତାନ ସଶସ୍ତ୍ର ବଳ ସଫଳତାର ସହ ମୁନିରଙ୍କ ନେତୃତ୍ୱରେ ଭାରତ ସହ ଲଢ଼େଇ ...

  • Tuesday, 20 May 2025
Gaja
ଦୁନିଆ
ମିଳିତ ଜାତିସଂଘର ଚେତାବନୀ, ସହାୟତା ନପହଞ୍ଚିଲେ ୪୮ ଘଣ୍ଟା ମଧ୍ୟରେ ମରିଯିବେ ୧୪ ହଜାର ଶିଶୁ

ଗାଜାକୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଇସ୍ରାଏଲ କଟକଣା କୋହଳ କରିଥିଲେ ହେଁ ପୂର୍ବଭଳି ଆକ୍ରମଣ ଜାରି ରଖିଛି। ଗତକାଲି ମଧ୍ୟରାତ୍ରରୁ ଗାଜାର ବିଭିନ୍ନ ସ୍ଥାନରେ ଇସ୍ରାଏଲ କରିଥିବା ବୋମାମାଡ଼ରେ ୭୩ ଜଣଙ୍କ ମୃତ୍ୟୁ ...

  • Tuesday, 20 May 2025
BLA
ଦୁନିଆ
ଜାଫର ଏକ୍ସପ୍ରେସ ଅପହରଣର ଭିଡିଓ ଜାରି କଲେ, ପାକିସ୍ତାନର ମୁଖା ଖୋଲିଲେ ବେଲୁଚି ବିଦ୍ରୋହୀ

ପାକିସ୍ତାନ ଠାରୁ ଅଲଗା ହେବାକୁ ଦାବି କରୁଥିବା ବିଏଲଏ ମାର୍ଚ୍ଚ ୧୧ରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା।

  • Monday, 19 May 2025

Lifestyle

‘ସ ଅ କ’ ଖାଦ୍ୟ - ପ୍ରକୃତିର ବରଦାନ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ...

Papaya Drumstick Curry
ନୂଆ ଭାଇରସକୁ ନେଇ ଭୟଭୀତ ହୁଅନ୍ତୁନି | Odisha Reporter
ସ୍ୱାସ୍ଥ୍ୟ
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି

ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

video
  • Tuesday, 07 January 2025
Bathing in Winter
ଜୀବନଶୈଳୀ
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

  • Monday, 06 January 2025
creamy chicken
ଖାଦ୍ୟ
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି

ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

  • Wednesday, 25 December 2024
chena jhili
ଖାଦ୍ୟ
ଘରେ ତିଆରି କରନ୍ତୁ ସୁଆଦିଆ ଛେନା ଝିଲି

ଛେନା ଝିଲିକୁ ତିଆରି କରି ନିଜେ ଖାଆନ୍ତୁ, ପରିବାର ଲୋକଙ୍କୁ ଖୁଆନ୍ତୁ। 

  • Thursday, 19 December 2024

Entertainment

ଟ୍ରମ୍ପଙ୍କ ୧୦୦% ଟାରିଫ: କେତେ ପ୍ରଭାବିତ ହେବ ଭାରତୀୟ ସିନେମା?

ବର୍ତ୍ତମାନ ଆମେରିକା ହେଉଛି ଭାରତୀୟ ସିନେମାଗୁଡ଼ିକର ଅନ୍ୟତମ ବଡ଼ ବିଦେଶୀ ମାର୍କେଟ ଭାବେ ପରିଚିତ।

Trump
Paresh
ବଲିଉଡ୍
ନିଜ ପରିସ୍ରା ନିଜେ କ’ଣ ପାଇଁ ପିଉଥିଲେ ପରେଶ ରାୱଲ?

ଭେଟରାନ ଅଭିନେତା ଜଣଙ୍କ ଏବେ ବଡ଼ ଖୁଲାସା କରିଛନ୍ତି।

  • Monday, 28 April 2025
Salman Khan
ବଲିଉଡ୍
କାହିଁକି ବକ୍ସ ଅଫିସରେ ଫେଲ ମାରିଲା ସଲମାନ ଖାନଙ୍କ ‘ସିକନ୍ଦର’?

ଫିଲ୍ମ କାହିଁକି ବକ୍ସ ଅଫିସରେ ଚାଲି ପାରିଲା ନାହିଁ? ସଲମାନ ଓ ରଶ୍ମିକା ଥିଲେ ମଧ୍ୟ କାହିଁକି ସିନେମାକୁ ଲୋକେ ପସନ୍ଦ କଲେ ନାହିଁ?

  • Tuesday, 08 April 2025
Manoj Kumar
ବଲିଉଡ୍
ଆଉ ନାହାନ୍ତି ମନୋଜ କୁମାର: ଜାତୀୟ ପୁରସ୍କାରର ଟଙ୍କା ଭଗତ ସିଂହଙ୍କ ପରିବାରକୁ ଦେଇଥିଲେ, ଶାହରୁଖ ଖାନଙ୍କ ବିରୋଧରେ କେସ କରିଥିଲେ

୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି।

  • Friday, 04 April 2025
Mammooty and Mohanlal
ମନୋରଞ୍ଜନ
ବନ୍ଧୁଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଓ ବିବାଦ

ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

  • Thursday, 27 March 2025

Videos

Latest Photos

Trending