ଟ୍ରାଏଲ ବେଳେ ଡିଆରଡିଓର ଡ୍ରୋନ କ୍ରାଶ

ଡ୍ରୋନଟି କର୍ଣ୍ଣାଟକାର ଚିତ୍ରଦୁର୍ଗ ଠାରେ ଥିବା ଗୋଟିଏ ଚାଷ ଜମିରେ ଖସି ପଡ଼ିଛି।

Drone

ଦୁର୍ଘଟଣାଗ୍ରସ୍ତ ଡ୍ରୋନ୍‌

Hemant Lenka
  • Published: Sunday, 20 August 2023
  • Updated: 20 August 2023, 09:26 PM IST

Sports

Latest News

ଡିଫେନ୍ସ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ତିଆରି କରିଥିବା ଗୋଟିଏ ଡ୍ରୋନ ଆଜି ଟ୍ରାଏଲ ବେଳେ କ୍ରାଶ ହୋଇଯାଇଛି। ତାପସ ନାମକ ଏହି ଡ୍ରୋନଟି କର୍ଣ୍ଣାଟକାର ଚିତ୍ରଦୁର୍ଗ ଠାରେ ଥିବା ଗୋଟିଏ ଚାଷ ଜମିରେ ଖସି ପଡ଼ିଛି। ଡ୍ରୋନ ତାପସ କେମିତି ଉଡ଼ାଣ କରୁଛି, ତା’ର ପରୀକ୍ଷା ଚାଲିଥିବା ବେଳେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଡିଆରଡିଓ ପକ୍ଷରୁ ତିଆରି କରାଯାଇଥିବା ଡ୍ରୋନ ତାପସ ଆଜି କର୍ଣ୍ଣାଟକାର ଚିତ୍ରଦୁର୍ଗ ଠାରେ କ୍ରାଶ ହୋଇଯାଇଛି। ଡିଆରଡିଓ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏ ବିଷୟରେ ଜଣାଇଛି। କ୍ରାଶ ପଛର କାରଣ ଜାଣିବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Also Read

ଆଜି ଡ୍ରୋନ କ୍ରାଶ ହେବା ଖବର ମିଳିବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଏହାର ଫଟୋ ଉଠାଇବାକୁ ମଧ୍ୟ ଲୋକମାନେ ସତେ ଯେମତି ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story