ବଗି ଛାଡ଼ି ୨କିଲୋମିଟର ପଳାଇଲା ମାଲବାହୀ ଟ୍ରେନ

ଆଜି ସକାଳେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ।

Train Accident PhotoOR

ବଗି ଛାଡ଼ି ପଳାଇଲା ଟ୍ରେନ୍

Tapaswini Nayak
  • Published: Saturday, 22 July 2023
  • Updated: 22 July 2023, 11:07 AM IST

Sports

Latest News

ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଲା ୨କିଲୋମିଟର ପଳାଇଗଲା ଟ୍ରେନ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ। ଟ୍ରେନଟି ସୋର ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଅତିକ୍ରମ କରିବା ବେଳେ ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଯାଇଥିଲା। ପରେ ଟ୍ରେନ୍‌ଟି ପଛରୁ ଫେରି ଗୁଡ୍ସ ଗାର୍ଡ ବଗି ସହ ଯୋଡ଼ିଥିଲା।

Also Read

୨୫ ମିନିଟ୍‌ ପରେ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଥିଲା ମାଲବାହୀ ଟ୍ରେନ୍‌। ଏହି ମାଲବାହୀ ଟ୍ରେନଟି ମେନଲାଇନରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିବା ଯୋଗୁ ସବୁ ଟ୍ରେନ ବିଳମ୍ବରେ ଚାଲିଛି । ଏନେଇ ରେଳ ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story