ବ୍ରିଜ ତଳକୁ ଖସିପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍

ପିକ୍‌ଅପ୍ ଭ୍ୟାନ୍‌ଟିରେ ୧୩ ଜଣ ମହିଳା ଓ ପୁରୁଷ ବସିଥିଲେ।

Accident PhotoOR

ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌

Jitendra Garnayak
  • Published: Sunday, 16 July 2023
  • Updated: 16 July 2023, 01:18 PM IST

ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ଗାଁ ନିକଟରେ ଥିବା ବ୍ରିଜରେ ଏକ ପିକ୍‌ଅପ୍‌ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ବସିଥିବା ୭ ଜଣ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ପାଟଣାଗଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।

ଆହତମାନେ ବେଲପଡ଼ା ବ୍ଲକ ବୁଦାମୁଣ୍ଡା ଗାଁର। ଆଜି ଭୋରରେ ମୋଟ ୧୩ ଜଣ ମହିଳା ଓ ପୁରୁଷ ଖୁଣ୍ଟଣାପାଣି ଗାଁରେ ତେଲ ପେଡ଼ାଇ ଏହି ପିକ୍‌ଅପ୍ ଭ୍ୟାନ୍‌ରେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Also Read

ଡ୍ରାଇଭରର ଆଖି ଲାଗି ଯିବାରୁ ପିକ୍‌ଅପ୍‌ ଭ୍ୟାନ୍‌ଟି କପାଣି ଗାଁ ନିକଟରେ ବ୍ରିଜ୍‌ ତଳକୁ ଖସି ଯାଇଥିଲା ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story