ବସ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା।

Bus

ଏହି ବସ୍ ଧକ୍କାରେ ଗଲା ଜୀବନ।

Jitendra Garnayak
  • Published: Monday, 04 December 2023
  • Updated: 04 December 2023, 09:16 PM IST

Sports

Latest News

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁରରେ ଆଜି ସନ୍ଧ୍ୟାରେ ବସ୍‌ ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି କରି ମାଝୀ ଓ ଜଗନ୍ନାଥ ନାଏକ।

କରି ମାଝୀଙ୍କ ଘର କଲମପୁର ବ୍ଲକ ଗୁମାବାହାଲରେ। ସେହିପରି ଜଗନ୍ନାଥଙ୍କ ଘର ତୋତରାଗୁଡ଼ାରେ। ସେମାନେ ଜୁନାଗଡ଼ରୁ ବାଇକ୍ ଯୋଗେ ସେମାନଙ୍କ ଗାଁ ଅଭିମୁଖେ ଫେରୁଥିଲେ। ସେହି ସମୟରେ କଲମପୁରରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ସେମାନଙ୍କୁ ଚିଲକପୁରଠାରେ ଧକ୍କା ଦେଇଥିଲା। କରି ଓ ଜଗନ୍ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। 

ଜୁନାଗଡ଼ ପୁଲିସ୍ ଘଟଣାର ତଦନ୍ତ କରୁଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story