ହୁଳୁହୁଳା ଗଣ୍ଡରେ ବୁଡ଼ିଗଲେ ଡାକ୍ତର

ଆଉ ୨ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।

Rakesh Padhi PhotoOR

ଡାକ୍ତର ରାକେଶ କୁମାର ପାଢ଼ୀ (ଫାଇଲ ଫଟୋ)

Jitendra Garnayak
  • Published: Monday, 23 October 2023
  • Updated: 23 October 2023, 08:04 AM IST

Sports

Latest News

କାଳ ହେଲା ଗଣ୍ଡରେ ଗାଧୁଆ। ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର । ବହୁ ଖୋଜାଖୋଜି ପରେ ମିଳିଲା ତାଙ୍କର ମୃତ ଶରୀର। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ।

ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ଗତକାଲି ୩ ଜଣ ସାଙ୍ଗଙ୍କ ସହ ପିକ୍‌ନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ।

ରାକେଶ ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ। ତାଙ୍କ ସହ ପିକ୍‌ନିକ୍ କରିବାକୁ ଯାଇଥିଲେ ଆଉ ଦୁଇ ଜଣ ଡାକ୍ତର ଓ ଜଣେ ଇଞ୍ଜିନିୟର ବନ୍ଧୁ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡି ଯାଇଥିଲେ ଡାକ୍ତର ରାକେଶ କୁମାର ପାଢ଼ୀ।

Also Read

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ନଦୀ, ଝରଣା, ସମୁଦ୍ର, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୬୦୫ ଜଣ ବୁଡ଼ି ମରିଛନ୍ତି।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story