/odisha-reporter/media/post_attachments/uploads/2018/09/microsoft_logo_reuters_1499745594768.jpg)
microsoft_logo_reuters_1499745594768
(ଓଡ଼ିଶା ରିପୋର୍ଟର): ମାଇକ୍ରୋସଫ୍ଟ ଏହାର ନୂତନ ଅପରେଟିଂ ସିଷ୍ଟମ୍ ରୋବଟ୍ ଅପରେଟିଂ ସିଷ୍ଟମ୍ (ROS1) ବାବଦରେ ଘୋଷଣା କରିଛି, ଯେଉଁଥିରେ ମେସିନ୍ ଲର୍ଣ୍ଣିଂ, କମ୍ପ୍ୟୁଟର ଭିଜନ୍ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ପରି ବହୁ ଆଧୁନିକ ବ୍ୟବସ୍ଥା ରହିବ।
Advertisment
କ୍ଲାଉଡ୍ ସର୍ଭିସ୍ ସହିତ ଆସିବାକୁ ଥିବା ଏହି ଅପରେଟିଂ ସିଷ୍ଟମ୍ ମାଦ୍ରିଦ୍ଠାରେ ଆୟୋଜିତ ମାଇକ୍ରୋସଫ୍ଟର ଉତ୍ସବ ଅବସରରେ ଏହାର ଘୋଷଣା କରାଯାଇଛି। ଜଟିଳ ରୋବଟ୍ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଟୁଲ୍ସ ମଧ୍ୟ ଏଥିରେ ଉପଲବ୍ଧ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
